fbpx
Browsing Category

Breaking News

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ଭର୍ତ୍ତିହେଲେ ଏମ୍ସରେ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୧୧ଟା ୩୦ ମିନିଟ୍ସମୟରେ ତାଙ୍କୁ ଏମ୍ସରେ…

ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା : IMD

ଭୁବନେଶ୍ୱର(ଓଡିଶା ଭାସ୍କର): ଦକ୍ଷିଣ ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ଆଇଏମଡି ଆକଳନ କରିଛି । ଜୁନରୁ ସେପ୍ଟମ୍ବର ମଧ୍ୟରେ…

କାଶୀ ବିଶ୍ୱନାଥ କରିଡରରେ ପୁଣି ଭୁଶୁଡ଼ିଲା କୋଠା, ୨ ଜଣଙ୍କ ପ୍ରାଣ ଗଲା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବାରଣାସୀସ୍ଥିତ କାଶୀ ବିଶ୍ୱନାଥ କରିଡର ପରିସରରେ ବଡ଼ ଦୁର୍ଘଟଣା ଘଟିଛି । ଲଲିତା ଘାଟ ଠାରେ ଏକ ୨ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ।…

ଦବଙ୍ଗ ଷ୍ଟାଇଲରେ ଗୁଳି ଫୁଟାଇ ବିବାହ ମଣ୍ଡପକୁ ଏଣ୍ଟ୍ରି କଲା କନ୍ୟା, ଭିଡିଓ ଭାଇରାଲ୍

ପ୍ରତାପଗଡ: ଏମିତି ବିବାହ ଆପଣ ବୋଧ ହୁଏ ଆଗରୁ କେବେ ଦେଖି ନଥିବେ । ବିବାହ ମଣ୍ଡପରେ ପାଦ ଦେବା ଆଗରୁ ଏକଦମ୍ ଫିଲ୍ମ ଷ୍ଟାଇଲ୍ ରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଗୁଳି ଫୁଟାଇଲା କନ୍ୟା । ଆଉ ତାପରେ ବରର ହାତ ଧରି…

ମଦୁଆଙ୍କ ପାଇଁ ଖୁସି ଖବର: ରାଜଧାନୀରେ ଆରମ୍ଭ ହେଲା ହୋମ୍ ଡେଲିଭରୀ

ନୂଆଦିଲ୍ଲୀ: ଦେଶର ଅନେକ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ କମିବାରେ ଲାଗିଛି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ…

କରୋନା ପରେ ପୁଣି ଚୀନରୁ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଭୟଙ୍କର ଭାଇରସ୍: ଖୁବଶୀଘ୍ର ହେବ ବାର୍ଡ ଫ୍ଲୁର ବିସ୍ଫୋରଣ, ପ୍ରଥମ ଥର ପାଇଁ ମଣିଷ…

ବେଜିଂ: ଚୀନରେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମିଳିଥିବା ଜଣାପଡ଼ିଛି । ଜଣେ ୪୧ ବର୍ଷୀୟ ଯୁବକଙ୍କ ଦେହରୁ ବାର୍ଡ ଫ୍ଲୁର H10N3ର ଷ୍ଟ୍ରେନ ମିଳିଛି । ଚୀନର ଜାତୀୟ ହେଲଥ କମିଶନ (ଏନଏଚସି) ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି…

ରାଜ୍ୟରେ ଗୋଟିଏ ମାସରେ ୧ କୋଟିରୁ ଅଧିକ ସାଇବର ଠକେଇ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ରାଜ୍ୟରେ ଗତ ମେ’ ମାସରେ ୧ କୋଟି ୪୦ ଲକ୍ଷ ୯…

ବିଶେଷଜ୍ଞଙ୍କ ଚେତାବନୀ: ଭବିଷ୍ୟତରେ କୋଭିଡ୍-୨୬ ଓ କୋଭିଡ୍-୩୨ର ସାମନା କରିବାକୁ ପଡିପାରେ

ନୂଆଦିଲ୍ଳୀ: ଚୀନ ଲାବରୋଟୋରୀରୁ କରୋନା ଭାଇରସ୍ ର ଉତ୍ପତ୍ତି ହୋଇଛି କି ନାହିଁ ଜାଣିବା ପାଇଁ ଆମେରିକାର ରାଷ୍ଟ୍ରପତି ଗୁପ୍ତଚର ଏଜେନ୍ସି ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ବୈଜ୍ଞାନିକ ମାନେ ଆଉ ଏକ ବିପଦର ଚେତାବନୀ…

ଭାରତରୁ ଟିକା ରପ୍ତାନି ବନ୍ଦ ପରେ ବଡ଼ ବିପଦରେ ବିଶ୍ୱର ୯୧ ଦେଶ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତ ଉପରେ ଥିଲା ଭରସା । ପ୍ରଥମେ ବିଶ୍ୱର ବିଭିନ୍ନ ଦେଶକୁ ଭାରତ ହିଁ ଯୋଗାଇବା ଆରମ୍ଭ କଲା କୋଭିଡ୍ ଟିକା । ତେବେ ଦେଶ ସମ୍ପ୍ରତି ମହାମାରୀ କରୋନା ପାଇଁ ଗମ୍ଭୀର ସ୍ଥିତିରେ ରହିଛି ।…

ସ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଅଭିନେତା କରଣ ମେହେରା ଗିରଫ

ମୁମ୍ବାଇ: ଟେଲି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗିରହିଥିଲା । ତେବେ ଆଜି ଘରୋଇ ହିଂସାକୁ ନେଇ ଅଭିନେତା କରଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ ।…