Browsing Category

Breaking News

ରାଜ୍ୟରେ ତଳକୁ ଖସିଲା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୮୮ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା, ୧୧ ଜଣଙ୍କୁ ବାନ୍ଧିଲା ପୋଲିସ୍

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ର୍ରମଣ ମାମଲାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଗତକାଲି ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ତିନିଟି ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ଉତ୍ୟକ୍ତ…

ଯଦି ରୁଷ-ୟୁକ୍ରେନ ଯୁଦ୍ଧ ହୁଏ, ତେବେ ବିଶ୍ୱ ବଜାରରେ କ’ଣ ସବୁ କ୍ଷତି ଘଟିବ, ଜାଣନ୍ତୁ ବିସ୍ତୃତରେ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱବାସୀଙ୍କ ନଜର ରୁଷ ଉପରେ ରହିଛି । ୟୁକ୍ରେନ ଉପରେ ଯେ କୌଣସି ସମୟରେ ରୁଷ ଆକ୍ରମଣ କରିପାରେ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୁଦ୍ଧ ହୁଏ,…

ଜଗା ଦର୍ଶନ ପାଇଁ ଆଜିଠୁ ହଟିଲା କଟକଣା, ପ୍ରବେଶ ପାଇଁ ଆଉ ଦରକାର ନାହିଁ ଟିକା ପ୍ରମାଣପତ୍ର

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆଜିଠାରୁ ହଟିଲା କଟକଣା । ବର୍ତ୍ତମାନ ଠାରୁ ଶ୍ରଦ୍ଧାଳୁଙ୍କୁ ଆଉ ଦେଖାଇବାକୁ ପଡ଼ିବ ନାହିଁ କୋଭିଡ୍ ଟିକା ପ୍ରମାଣପତ୍ର । କେବଳ ମାସ୍କ ଓ ସାନିଟାଇଜର୍…

୩୦୦ ଫୁଟ ଉଚ୍ଚ ପାହାଡ଼ରୁ ତଳକୁ ଖସିଲା ଇଞ୍ଜିନିୟରିଂ ଛାତ୍ର, ଏହାପରେ କ’ଣ ହେଲା ଦେଖନ୍ତୁ Video

ନୂଆଦିଲ୍ଲୀ: କର୍ଣ୍ଣାଟକର ନନ୍ଦୀ ପାହାଡ଼ରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଯାଇଛି । ଜଣେ ୧୯ ବର୍ଷୀୟ ଯୁବକ ପାହାଡ଼ରୁ ୩୦୦ ଫୁଟ ତଳକୁ ଖସିପଡ଼ିଥିଲେ । ତେବେ ଯୁବକଙ୍କର ଭାଗ୍ୟ ଭଲ, ସେ କୌଣସି ଖାଲ ଜାଗାରେ ପଡ଼ିନଥିଲେ । ଏହାପରେ…

ବିବାହ ଉତ୍ସବରୁ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ, ଡିଜେ ଶବ୍ଦରେ ଦବିଯାଇଥିଲା ପୀଡ଼ିତାଙ୍କ ସ୍ୱର; ୫ ଜଣଙ୍କ ମଧ୍ୟରୁ ଦୁଇ ଗିରଫ

ଛତିଶଗଡ଼: ବିବାହ ଉତ୍ସବ ଚାଲିଥିବା ସମୟରେ ଜଣେ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଛି । ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ ।…

ପୁଣି ୨୪ରୁ ପଶ୍ଚିମା ଝଡ଼, ଖସିବ ରାତି ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨୪ରୁ ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିବ । ଉପକୂଳରୁ ଦକ୍ଷିଣ ଆଭ୍ୟନ୍ତରୀଣରେ ରାତି ତାପମାତ୍ରାରେ ପରିବର୍ତ୍ତନ…

ସ୍ପାଇଡର ମ୍ୟାନ୍‌ ମୁଖା ପିନ୍ଧିବା ପଛର କାରଣ କହିଲେ ଷ୍ଟାନ୍‌ ଲି, ରହିଛି ଏହି ରୋଚକ କଥା…

ମୁମ୍ବାଇ: ପିଲାଠାରୁ ବୟସ୍କ ସମସ୍ତଙ୍କ ପ୍ରିୟ କମିକ୍‌ ଚରିତ୍ର ସ୍ପାଇଡର ମ୍ୟାନ୍‌ ସହ ତାର ହାତ ଜାଲ ବୁଣା ଓ ପୋଷାକ ମଧ୍ୟ ବେଶ୍‌ ଲୋକପ୍ରିୟ । ଆମେରିକାର ନାମକରା କମିକ୍‌ ପୁସ୍ତକ ଲେଖକ ଷ୍ଟାନ୍‌ ଲି ହିଁ ଏଇ…

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିପାରନ୍ତି ଏହି ବାମହାତୀ ସ୍ପିନର, ଘରୋଇ ସର୍କିଟରେ କରିଥିଲେ ଭଳ ପ୍ରଦର୍ଶନ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଉତ୍ତର ପ୍ରଦେଶର ୨୮ ବର୍ଷୀୟ ବାମହାତୀ ସ୍ପିନର ସୌରଭ କୁମାର ଟେଷ୍ଟ ଜୀବନ ଆରମ୍ଭ କରିବା ସୁଯୋଗ ପାଇବା…

ଚମକିଲା ସୁନା, ଚଳିତ ବର୍ଷର ଶୀର୍ଷ ଛୁଇଁଲା ସୁନା ମୂଲ୍ୟ, ଜାଣନ୍ତୁ ୧୦ ଗ୍ରାମର ଦାମ୍ କେତେ…

ନୂଆଦିଲ୍ଲୀ: କିଛିଦିନ ହେଛ ଦେଶରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଚଳିତ ସପ୍ତାହରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦ ହଜାର ଟପି ୫୦୧୨୩ ଟଙ୍କାରେ ପହଞ୍ଚିଛି । ଗତ ବର୍ଷକ ମଧ୍ୟରେ…