Browsing Category
Breaking News
୯ଟା ସୁଦ୍ଧା ୧୫% ମତଦାନ: ଯାଜପୁରରେ ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୧୫% ଭୋଟ୍ ହୋଇଥିବା ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।…
RBI ପକ୍ଷରୁ ବାହାରିଲା ଚାକିରି, ସମସ୍ତ ଗ୍ରାଜୁଏଟ କରିପାରିବେ ଆବେଦନ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଭଲ ଚାକିରି ସୁଯୋଗ ଆସିଛି । କୋଭିଡ୍ କାରଣରୁ ଅନେକ ଯୁବକ ଯୁବତୀ ଚାକିରି ହରାଇ ଅନେକ ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି । ତେଣୁ ଏଭଳି ସମୟରେ ଆରବିଆଇ…
UK ରିଲିଜ୍ କଲା ୟୁକ୍ରେନ ଉପରେ ଆକ୍ରମଣର ମ୍ୟାପ୍, ଦେଖନ୍ତୁ କେଉଁ କେଉଁ ସ୍ଥାନରେ ମୁତୟନ ହୋଇଛି ଋଷ ସେନା
ଲଣ୍ଡନ: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଋଷ-ୟୁକ୍ରେନ ସଙ୍କଟକୁ ନେଇ ବଡ଼ ଖୁଲାସା କରାଯାଇଚି । ଏହି ପରିପ୍ରେକ୍ଷୀରେ ଏକ ମ୍ୟାପ୍ ରିଲିଜ୍ କରାଯାଇଛି । ଏହି ମ୍ୟାପ୍ ରେ କୁହାଯାଇଛି ଯେ, ଋଷ କେଉଁ କେଉଁ…
ୟୁକ୍ରେନ ସଙ୍କଟକୁ ନେଇ ବାଇଡେନ୍ ଡାକିଲେ ସୁରକ୍ଷା ପରିଷଦ ବୈଠକ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ
ୱାଶିଂଟନ୍: ରବିବାର ଦିନ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି । ହ୍ୱାଇଟ୍ ହାଉସ୍ ର ପ୍ରେସ୍ ସଚିବ ଜେନ୍ ସାକୀ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ୍…
କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୫ ଶହ ତଳେ: ରାଜ୍ୟରୁ ଚିହ୍ନଟ ହେଲେ ୪୯୨ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
ତୁମକୁ ଆଉ ମୌକା ମିଳିବ ନାହିଁ, ଅବସର ନେଇଯାଅ: କୋଚ ଦ୍ରାବିଡ଼ ଜଣେ ଖେଳାଳିଙ୍କୁ ଏପରି କହିବା ପଛର ରହସ୍ୟ କ’ଣ?
ନୂଆଦିଲ୍ଲୀ: ସାଧାରଣ ଭାବେ ଟିମ୍ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ଼ଙ୍କୁ ଜଣେ ଶାନ୍ତ ସ୍ୱଭାବର ଖେଳାଳି ଭାବେ ସମସ୍ତେ ଜାଣିଛନ୍ତି । ମାତ୍ର ଦ୍ରାବିଡ଼ଙ୍କୁ ନେଇ ଆସିଛି ଏକ ଗୁରୁତର ଅଭିଯୋଗ । ଦଳରୁ ବାହାର ହେବା ପରେ ଜଣେ…
ପେନକିଲର୍ସର ନିୟମିତ ବ୍ୟବହାର ହୋଇଥାଏ କ୍ଷତିକାରକ, ୭୦ହଜାର ମହିଳାଙ୍କ ଉପରେ କରାଯାଇଥିବା ଷ୍ଟଡିରୁ ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ: ଶରୀରରେ ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଦ୍ୱାରା ଲୋକମାନେ ଅନେକ ସମୟରେ ପେନ୍ କିଲର୍ସ ଟାବଳେଟ୍ ସେବନ କରିଥାନ୍ତି । ଅନେକ ଜଣ ପେନ୍ କିଲର୍ସ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି…
ପ୍ରକାଶ ପାଇଲା ଦୁନିଆର ବେଷ୍ଟ-୧୦ କମ୍ପାନୀ ତାଲିକା: ପ୍ରଥମ ଥର ପାଇଁ Facebook କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ: ନିକଟରେ ବିଶ୍ୱର ଶ୍ରେଷ୍ଠ ୧୦ଟି କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଲିଷ୍ଟର ଫେସବୁକର ସ୍ଥାନ ନାହିଁ । ବ୍ଲୁମବର୍ଗର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ,…
ଦୈନିକ ମାତ୍ର ୩ ସେକେଣ୍ଡ ବ୍ୟାୟାମ କରି ଆପଣ ପାଇପାରିବେ ମଜବୁତ୍ ମାଂସପେଶୀ
ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେଉଛନ୍ତି । ବିଶେଷ କରି ଜିମ୍ ଯାଇ ଶକ୍ତିଶାଳୀ ମାଂସପେଶୀ ଉପରେ ଅଧିକାଂଶ ଫୋକସ୍ କରୁଛନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର…
୪ ଦଶନ୍ଧି ପରେ ଭାରତକୁ ମିଳିଲା ବଡ ସୁଯୋଗ: ଆସନ୍ତା ବର୍ଷ ମୁମ୍ବାଇରେ ଆଇଓସିର ୧୪୦ତମ ବୈଠକ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ୧୪୦ତମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ । ଏ ବିଷୟ ଆଜିଆଇଓସି ସଦସ୍ୟା ନୀତା ଅମ୍ବାନୀ ଘୋଷଣା କରିକହିଛନ୍ତି, ‘ଆଇଓସିର ୨୦୨୩ ଅଧିବେଶନମୁମ୍ବାଇରେ ଆୟୋଜିତ ହେବ ।…