Browsing Category
Breaking News
ଆମ ପାଇଁ ଗାଈ ମା ସମାନ, ଗୋଧନ ବିଷୟରେ ଆଲୋଚନା କଲେ କିଛି ଲୋକଙ୍କୁ ଅପରାଧ ଲାଗେ: ମୋଦୀ
ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତର ପ୍ରଦେଶରେ ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ଦୁଗ୍ଧ ଉତ୍ପାଦନକାରୀ ଅମୁଲ କମ୍ପାନୀର 'ବନାସ ଡାଏରୀ ସଙ୍କୁଲ' ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି। ଏଥିସହ…
ଥରାଉଛି ଜାଡ଼: ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ନେଇ ପୂର୍ବାନୁମାନ । ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ…
ଆନ୍ଦୋଳନ କରୁଥିବା କୃଷକଙ୍କୁ ଖଲିସ୍ତାନୀ କହିବା ମାମଲା: ପୋଲିସ ଷ୍ଟେସନରେ ପହଞ୍ଚିଲେ କଙ୍ଗନା
ମୁମ୍ବାଇ: ଶିଖ୍ ସମୁଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମାମଲାରେ ଅଭିନେତ୍ରୀ କଙ୍ଗନା ଗୁରୁବାର ଖାର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଯେଉଁଠାରେ ପୋଲିସ୍ ତାଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରିଥିଲା…
ଟ୍ରାଫିକ୍ ନିୟମ ଭାଙ୍ଗିଲେ ହେବ ଏଫଆଇଆର, ହାଇୱେରେ ସ୍ପିଡକୁ ନେଇ ହେବ ନୂଆ ନିୟମ, ଚେତାଇଲେ ନିତୀନ ଗଡ଼କରୀ
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ହୋଇଯାଆନ୍ତୁ ସାବଧାନ୍! କାରଣ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଦ୍ରୁତ ଗତିକୁ ନେଇ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଯଦି କେହି ଟ୍ରାଫିକ୍ ନିୟମ ଭାଙ୍ଗିବାର ପ୍ରମାଣ…
୨ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ଦେଖନ୍ତୁ ଭିଡ଼ିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ଆଜି ଓଡ଼ିଶାରୁ ପୁଣି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।…
(ଭିଡ଼ିଓ)ଜାତୀୟ କୃଷକ ଦିବସ: କ୍ରାଫ୍ଟ ମାଧ୍ୟମରେ କୃଷକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା
ଜାତୀୟ କୃଷକ ଦିବସ ଉପଲକ୍ଷେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ପେପର କାଟୁନ ମାଧ୍ୟମରେ ୧ ଫୂଟ ଉଚ୍ଚତାରେ ଚାଷଜମିରେ କାର୍ଯ୍ୟରତ ଏକ କୃଷକର କ୍ରାଫ୍ଟ କରିଛନ୍ତି । ଚାଷଜମି ପାଇଁ ସେ ଏକ ଥାଳିରେ ମାଟି ରଖି ଦୁବ ଓ ଘାସ…
ହଟସ୍ପଟ୍ ମୁହାଁ ରାଜଧାନୀ: ବିମାନ ବନ୍ଦରରେ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ ସଂକ୍ରମିତ
ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ଦେଶର ଚିନ୍ତା ବଢ଼ାଇ ଦେଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ ଆଣ୍ଟ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି(ଆଇଜିଆଇବି)ଙ୍କ କହିବା କଥା ଯେ, ଇନ୍ଦିରା ଗାନ୍ଧୀ…
ଏଣିକି ଘରେ ବସି ଡାଉନଲୋଡ଼ କରିପାରିବେ ଡିଏଲ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷରୁ ଆଉ ସ୍ମାର୍ଟଚିପ୍ ଥିବା ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ବା ଆରସି ଆଦି ପାଇବା ପାଇଁ ଡାକବାଲାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଣିକି ହିତାଧିକାରୀ…
ଲୁଧିଆନା କୋର୍ଟରେ ଭୟଙ୍କର ବିସ୍ଫୋରଣ, ୨ ମୃତ
ଲୁଧିଆନା: ଦିଲ୍ଲୀ ପରେ ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ଫୋରଣ । କୋର୍ଟର ତୃତୀୟ ମହଲାରେ ଆଜି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର…
ଦେଶରେ ଓମିକ୍ରନ୍ ଆଣିବ ତୃତୀୟ ଲହର, ଦୈନିକ ଚିହ୍ନଟ ହେବେ ୧.୮ଲକ୍ଷ କୋଭିଡ୍ ସଂକ୍ରମିତ: ବିଶେଷଜ୍ଞଙ୍କ ଚେତାବନୀ
ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦେଖି ଦେଶରେ ତୃତୀୟ ଲହର ଆସିବାର ସମ୍ଭାବନା ବଢ଼ିଯାଇଛି । ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ…