Browsing Category
Breaking News
‘ଯଦି ପତ୍ନୀ ଜିଦ୍ କରନ୍ତି, ତେବେ ସ୍ୱାମୀ ତାଙ୍କ ସହ ୩ଦିନ ଯାଏଁ ଶୁଅନ୍ତୁ ନାହିଁ, ପିଟନ୍ତୁ’-ପୁରୁଷଙ୍କୁ ଏପରି ପରାମର୍ଶ ଦେଇ…
ମାଲେସିୟା: ବିବାହିତ ପୁରୁଷଙ୍କୁ ପରାମର୍ଶ ଦେଇ ଏବେ ଅଡ଼ୁଆରେ ମହିଳା ମନ୍ତ୍ରୀ । ତାଙ୍କ ଉପରେ ଏବେ ଘରୋଇ ହିଂସାକୁ ପ୍ରଶୟ ଦେବାର ଅଭିଯୋଗ ଅଣାଯାଇଛି । ନିଜର ଅଜବ ପରାମର୍ଶକୁ ନେଇ ଏବେ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି…
ହିଜାବ ହେଉଛି ମହିଳାଙ୍କ ପ୍ରତି ଅତ୍ୟାଚାରର ପ୍ରତୀକ: ଲେଖିକା ତସଲିମା ନସରିନ୍
ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ଜାରି ରହିଛି । କର୍ଣ୍ଣାଟକରେ ଏହାକୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁମତି ନେଇ ଦାବି ଜୋର ଧରିଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶୀ ଲେଖିକା ତସଲିମା…
ବନ୍ଧାହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସରେ ଜାଲରେ ଫସିଥିବା କୋଟିପତି ଡାକ୍ତତ ସୁକାନ୍ତ ଜେନା ଗିରଫ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ…
ଆଜି ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୮୮୬ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇ ସାରିଛନ୍ତି…
ବାପା-ମାଆ ଅଫଲାଇନ୍ କ୍ଲାସ୍ କରିବାକୁ ବାଧ୍ୟ କରିବାରୁ ଫୀଶୀ ଲଗାଇ ଆତ୍ମହତ୍ୟା କରିଦେଲା ଝିଅ
ହାଇଦ୍ରାବାଦ୍: ବାପା-ମାଆ ଅଫଲାଇନ୍ କ୍ଲାସ୍ କରିବାକୁ ବାଧ୍ୟ କରିବାରୁ ଜଣେ ନାବାଳିକା ହଷ୍ଟେଲରେ ଫୀଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଏହି ଘଟଣା ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ର ଏକ କଲେଜ୍ ରେ ଘଟିଛି । ଆଇଆଇଟି…
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୮ ଗିରଫ
କଣାସ(ଓଡ଼ିଶା ଭାସ୍କର): ପୁରୀ କଣାସ ଗଡ଼ିଶାଗଦାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆସିଛି ବଡ଼ ଖବର । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ୮ ଜଣଙ୍କୁ ଗିରଫ କରିଛି ଗଡ଼ିଶାଗଦା ଥାନା ପୋଲିସ । ଗିରଫ ଅଭିଯୁକ୍ତ…
ବିଦ୍ୟୁତ୍ ବିଲ୍ ହୋଇଯିବ ଅଧାରୁ ବି କମ୍ ! ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ଖୁବଶୀଘ୍ର ଖରାଦିନ ଆସିବାକୁ ଯାଉଛି । ଏହି ସମୟରେ ବିଦ୍ୟୁତ୍ କଟିଯିବାର ସମସ୍ୟା ଅଧିକ ଦେଖାଦେଇଥାଏ । ବେଳେବେଳେ ଅତ୍ୟଧିକ ଗରମ ଯୋଗୁଁ ଟ୍ରାନ୍ସଫର୍ମର ଉଡ଼ିଯାଏ ତ କେତେବେଳେ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର…
Infosys ଦେବ ବଡ଼ ନିଯୁକ୍ତି: ୫୫ ହଜାରରୁ ଅଧିକ ଫ୍ରେସର୍ସ ପାଇବେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେବେ
ନୂଆଦିଲ୍ଲୀ: ଆଇଟି କମ୍ପାନୀ ଇନଫୋସିସ୍ ବଡ଼ ଧରଣର ନିଯୁକ୍ତି ସୁଯୋଗ ଦେବାକୁ ଯାଉଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ରିକଭରି ଦ୍ରୁତ ହେବା ସହିତ ଆଗାମୀ ଦିନ ମାନଙ୍କରେ…
ପୁଣି ମାତିଲେ ଲୁଟେରା, ବାଇକ୍ରେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍
ଭୁବନେଶ୍ୱର: ପୁଣି ମାତିଲେ ଲୁଟେରା। ରାଜଧାନୀରେ ସକ୍ରୀୟ ପଲସର ଲୁଟେରା ଗ୍ୟାଙ୍ଗ୍। ବାଇକ୍ରେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍। ଆଜି ସକାଳୁ ସକାଳୁ ମନ୍ଦିରରୁ ଫେରିବା ବେଳେ ମହିଳାଙ୍କୁ ମାଡ଼ ମାରି ତାଙ୍କ…
କରୋନା ତାଣ୍ଡବ: ଆଜି ୧୬ ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…