Browsing Category
Breaking News
ଗୋଟେ ସପ୍ତାହରେ ୩ରୁ ୭୩ ପ୍ରତିଶତରେ ପହଞ୍ଚିଲା ଓମିକ୍ରନ୍ ସଂକ୍ରମଣ, ଜଣଙ୍କର ହୋଇଛି ମୃତ୍ୟୁ
ନୂଆଦିଲ୍ଲୀ: ଆମେରିକାରେ ଓମିକ୍ରନ୍ କାୟା ମେଲାଇବାରେ ଲାଗିଛି । ଅଦ୍ୟତନ ରିପୋର୍ଟ ଅନୁସାରେ , ଆମେରିକାରେ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ମୋଟ ସାମ୍ପଲରୁ ୭୩ ପ୍ରତିଶତ ଓମିକ୍ରନ୍ ମାମଲା ରହିଛି । ଆପଣ ମାନେ…
ଦେଶରେ ୨୦୦ ଛୁଇଁଲା ଓମିକ୍ରନ ମାମଲା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ମାଡିଚାଲିଛି । ଏହାରି ମଧ୍ୟରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ଓମିକ୍ରନ ସଂଖ୍ୟା ୨୦୦…
ଓଡ଼ିଶାରେ ପଶିଲା ଓମିକ୍ରନ; ଚିହ୍ନଟ ହେଲେ ୨ ଆକ୍ରାନ୍ତ
ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏହା ଓଡ଼ିଶାକୁ ପ୍ରବେଶ କରିଛି । ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ…
(ଭିଡ଼ିଓ)ତପସ୍ୱିନୀ-ସୁମିତ ବିବାଦ: ବ୍ରହ୍ମାନଗରରେ ଲାଗିଲା ୧୪୪ ଧାରା
ବ୍ରହ୍ମାନଗର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଦମ୍ପତ୍ତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାହ ବିବାଦ ମାମଲା ଏବେ ସାରା ଓଡ଼ିଶା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ହକ୍ ପାଇଁ ଓ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପୁଣି…
ଓମିକ୍ରନକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ବଢ଼ିଲା ପୁରୁଷଙ୍କ ଚିନ୍ତା
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବଢ଼ୁଛି । ବ୍ରିଟେନ ପରେ ଆମେରିକାରେ ମଧ୍ୟ ଓମିକ୍ରନର ପ୍ରଥମ ମୃତ୍ୟୁ ହୋଇସାରିଛି । ଭାରତରେ ୧୭୦ରୁ ଅଧିକ ଓମିକ୍ରନ ମାମଲା ସାମ୍ନାକୁ…
ରାତାରାତି ବ୍ୟାନ ହେଲା ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ୍, ପ୍ରଥମ ଥର ପାଇଁ ସରକାର ବ୍ୟବହାର କଲେ ସ୍ପେଶାଲ୍ ପାୱାର୍
ନୂଆଦିଲ୍ଲୀ: ଭାରତ ସରକାର ଦେଶ ବିରୋଧୀ ପ୍ରଚାର ପ୍ରସାର କରୁଥିବା ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ସୋମବାର ଦିନ ବ୍ୟାନ୍ ଲଗାଇଛନ୍ତି । ପ୍ରଥମ ଥର ପାଇଁ ଆଇଟି ଆକ୍ଟ ଅଧୀନରେ ନିକଟରେ ସାମିଲ କରାଯାଇଥିବା ଗାଇଡଲାଇନ୍…
ଗାବ୍ରିଏଲ୍ ବୋରିକ୍ ହେଲେ ଚିଲିର ସର୍ବକନିଷ୍ଠ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଚିଲିର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବାମପନ୍ଥୀ ନେତା ଗାବ୍ରିଏଲ ବୋରିକ୍ । ବୋରିକ୍ ଚଳିତ ନିର୍ବାଚନରେ ୫୬ ପ୍ରତିଶତ ମତ ହାସଲ କରିବା ସହ ଦକ୍ଷିଣପନ୍ଥୀ ନେତା ଜୋସ ଏନ୍ତୋନିୟୋଙ୍କୁ ମାତ୍…
ଜେଲରୁ ବାହାରିଲା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦାଦାବାଟି ଆଦାୟ ମାମଲାରେ ଗିରଫ ହୋଇଥିବା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଜାମିନ ମିଳିଛି । ୧୪ ମାସ ପରେ ରାଜା ଗତକାଲି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛି । ସରକାରୀ ଜମିରେ ଘର…
୨୧ ବର୍ଷରୁ କମ୍ ବୟସର ପୁଅ ବିବାହ କରିପାରିବେନି, କିନ୍ତୁ ଲିଭ୍-ଇନରେ ରହିପାରିବେ: ହାଇକୋର୍ଟ
ନୂଆଦିଲ୍ଲୀ: ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସକୁ ବଢ଼ାଯିବା ପରେ ବିବାଦ ଲାଗି ରହିଛି । ଏହା ଭିତରେ ପଞ୍ଜାବ-ହରିୟାଣା ହାଇକୋର୍ଟ ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର…
ବ୍ରିଟେନରେ ୧୨ ଓମିକ୍ରନ୍ ସଂକ୍ରମିତ ମୃତ, କ୍ରିସମସ୍ ପରେ ଦେଶବ୍ୟାପୀ ଲାଗିପାରେ ଲକଡାଉନ୍
ଲଣ୍ଡନ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଏବେସୁଦ୍ଧା ୯୨ଟି ଦେଶରେ ବ୍ୟାପିଯାଇଛି । ୟୁରୋପର ଅଧିକାଂଶ ଦେଶରେ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ରୋଗୀ ରହିଛନ୍ତି । ଅନ୍ୟପଟେ ବ୍ରିଟେନ୍ ରେ ଓମିକ୍ରନ୍…