Browsing Category

Breaking News

ପ୍ରଚାର କରି ସସପେଣ୍ଡ ହେଲେ ଶିକ୍ଷକ: ନିର୍ବାଚନ ପ୍ରଚାର କରିଥିବା ନେଇ ହୋଇଥିଲା ଅଭିଯୋଗ

ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁଇଁତଳା ବ୍ଳକ ଲୁକାପଡ଼ା ସ୍କୁଲ ଶିକ୍ଷକ ତରଣୀସେନ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ…

ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡ଼ିଗଲା ୫ ବଖରା ଘର, ଜଣେ ଗୁରୁତର

ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଓ ଜଣେ ଗୁରୁତର । ଏହି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ତୁଲୁଣ୍ଡା ଗ୍ରାମପଞ୍ଚାୟତର ନର୍ଡା ଗାଁରେ  । ନର୍ଡା ଗାଁର କୈଳାସ ରଣାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ…

୧୯ ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି: କରିବେ ଶ୍ରୀଜିଉଙ୍କ ଦର୍ଶନ, ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା

୧୯ ତାରିଖ ଦିନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର…

ଶ୍ରୀମନ୍ଦିର କଟକଣା କୋହଳ, ଆଉ ଦରକାର ନାହିଁ ସାର୍ଟିଫିକେଟ୍

ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗାଦର୍ଶନ । ଜଗାଦର୍ଶନ ନେଇ କଟକଣା କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ଦେଖାଇବା ଆବଶ୍ୟକ ପଡ଼ିବ ନାହିଁ ।…

ଶେଷ ହେବ ୫ଜି ଅପେକ୍ଷା, ଚଳିତ ମାସ ଆରମ୍ଭ ହୋଇପାରେ ନିଲାମୀ

ନୂଆଦିଲ୍ଲୀ: ଭାରତରେ ୫ଜି ଇଣ୍ଟରନେଟ୍ ର ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ମେ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀ ହୋଇପାରେ । ଅବଶ୍ୟ ଏଥିପାଇଁ ଟ୍ରାଇକୁ ଏହି ମାସ ମାର୍ଚ୍ଚ ପର୍ଯ୍ୟନ୍ତ ବିକ୍ରି…

ଏଭଳି ପୁଅମାନଙ୍କୁ ବିଲକୁଲ ପସନ୍ଦ କରନ୍ତିନି ଯୁବତୀ, ଏବେଠାରୁ ସୁଧୁରି ଯାଅ

ବିପରୀତ ଜିନିଷ ପରସ୍ପରକୁ ଆକର୍ଷିତ କରିଥାଏ ବୋଲି ତ ସମସ୍ତେ ଜାଣନ୍ତି । ପୁରୁଷ ଓ ମହିଳାମାନଙ୍କୁ ପରସ୍ପରର ଏପରି କିଛି ଜିନିଷ ପସନ୍ଦ ଆସିଥାଏ, କିନ୍ତୁ ଏପରି କିଛି ଅଛି ଯାହା ଝିଅମାନଙ୍କୁ ଆଦୌ ପସନ୍ଦ ଆସିନଥାଏ ।…

ଏମିତି ବି ପ୍ରେମ ହୁଏ; ଉଚ୍ଚତାରେ ଖୁବ ଛୋଟ ଯୁବତୀଙ୍କୁୁ ଭଲପାଇଲେ ଯୁବକ, କରିବେ ବିବାହ

ଆଜି ଭାଲେଣ୍ଟାଇନ ଡେ, ଅର୍ଥାତ୍ ପ୍ରେମ ପାଇଁ ଦିନଟିଏ । ଆଜିର ଦିନକୁ ଖୁବ୍ ସ୍ମରଣୀୟ କରିବାକୁ ଚାହିଥାନ୍ତି ପ୍ରେମୀ ଯୁଗଳ । ତେବେ ପ୍ରେମ ହେଉଛି ଏପରି ଏକ ଶବ୍ଦ ଯାହାକୁ ବର୍ଣ୍ଣନା କରିବା ହୁଏତ ସମ୍ଭବ ନୁହେଁ । ପ୍ରେମ…

ରାଜଧାନୀରେ ମିଳିବ ପ୍ରିକସନ ଡୋଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ମିଳିବ ପ୍ରିକସନ ଡୋଜ୍ ଟିକା । କୋଭିସିଲଡ୍ ଟିକା ନେଇଥିବା ରାଜଧାନୀ ବାସିନ୍ଦାଙ୍କୁ ମିଳିବ ଏହି ପ୍ରିକସନ ଡୋଜ । ଯେଉଁଠାରେ ବି ଟିକା ନେଇଥିଲେ ଚଳିବ…

ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ନାକଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୬ରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଏକାଧିକ…

ESIC ବନ୍ଦ କରିଦେବ ଏହି ସରକାରୀ ଯୋଜନା, ପ୍ରଭାବିତ ହୋଇପାରନ୍ତି ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଏହି ଖବର ସମସ୍ତ ସରକାରୀ କର୍ମଚାରୀଙ୍କୁ ଝଟକା ଦେଇପାରେ । କୋଭିଡ-୧୯ ପାଇଁ ଗତ ଦୁଇବର୍ଷ ଧରି ଇଏସଆଇସି ପକ୍ଷରୁ ଏହି ଯୋଜନା…