fbpx
Browsing Category

Breaking News

ଆଜି ପୁଣି କରୋନାରେ ୧୦ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନାର ସଂକ୍ରମଣର ହାର ବଢ଼ିବାରେ ଲାଗିଛି । କରୋନାର ଭୟଙ୍କର ତାଣ୍ଡବ ଆଗରେ ସତେ ଯେମିତିତ ସମସ୍ତ କଟକଣା ଫେଲ୍ ମାରିଛି । ଆଜି ରାଜ୍ୟରେ କରୋନାରେ ୧୦ ଜଣଙ୍କର…

ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ: ଏଣିକି ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ

ଚଣ୍ଡୀଗଡ଼, ୨୮ା୪: ଦେଶରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁର ଅବଧିକୁ ବୃଦ୍ଧି କରିଛନ୍ତି । ସୋମବାର ଠାରୁ ଶୁକ୍ରବାର ସହରାଞ୍ଚଳରେ…

ଆସାମରେ ବଡ଼ଧରଣର ଭୂମିକମ୍ପ

ଦିସପୁର, ୨୮ା୪: ଦେଶରେ କରୋନାର କରାଳ ଛାୟା ମାଡ଼ିଚାଲିଥିବା ବେଳେ ଆଉ ଏକ ବିପଦର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା । ଆସାମରେ ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଆସାମର ସୋନିତପୁରରେ ଏହି ଭୂମିକମ୍ପ ଅନୁଭୂତ…

କରୋନା ପଜିଟିଭ୍ ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ୧୩ ଶହ କିମି ଯାତ୍ରା କଲେ ଯୁବକ

ନୂଆଦିଲ୍ଲୀ, ୨୮ା୪: ଦେଶରେ କରୋନାର ଲହର ସାଧାରଣଙ୍କ ଜନତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ନିଜର ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ଜଣେ ଯୁବକଙ୍କୁ ୧୩୦୦ କିମି ଯାତ୍ରା କରିବାକୁ ପଡ଼ିଛି । ଦେବେନ୍ଦ୍ର କୁମାର ଶର୍ମା…

ଓଡିଶାରେ ଘାଇଲା କରୁଛି କରୋନା: ଦିନକରେ ୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୧.୪୮ ଲକ୍ଷ ପାର

ନୂଆଦିଲ୍ଲୀ, ୨୮। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୪୮ ହଜାର ୦୨୦ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୯୩ ଲକ୍ଷ…

କରୋନା କାଳରେ ବଢ଼ିଲା ସୁନା-ରୂପା ଦାମ୍, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ,୨୭ ।୪: ସାରା ଦେଶ ଏକେ କରୋନା କବଳରେ ରହିଥିବା ବେଳେ ବଢିଛି ସୁନା-ରୂପା ଦାମ୍ । ଆଜି ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ମାତ୍ର ୬୯ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯…

ବିନା ଅକ୍ସିଜେନ ସିଲିଣ୍ଡରରେ କରୋନାକୁ ମାତ୍ ଦେଲେ ୮୨ ବର୍ଷୀୟା ମହିଳା, ଜାଣନ୍ତୁ କିପରି?

ୟୁପି,୨୭ ।୪: ସାରା ଦେଶ ଏକେ କରୋନା କବଳରେ ରହିଥିବା ବେଳେ ଅକ୍ସିଜେନ ଅଭାବରୁ ଅନେକ ଆକ୍ରାନ୍ତଙ୍କ ପ୍ରାଣ ଯାଉଛି । ଅକ୍ସିଜେନ ଅଭାବୀ ରାଜ୍ୟରେ ସାମିଲ ଅଛି ଉତ୍ତରପ୍ରଦେଶ । ଗୋଟିଏ ପଟେ ଅକ୍ସିଜେନ ଅଭାବରୁ ରୋଗୀମାନେ…

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ

ଭୁବନେଶ୍ୱର,୨୭ ।୪(ଓଡିଶା ଭାସ୍କର): ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମନୋଜ ଦାସଙ୍କ ପରଲୋକ…

ଖୁସି ଖବର : ରାଜ୍ୟରେ ଆଜି ୪୦୮୯ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୭।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…