Browsing Category

Breaking News

୪୬ ବୟସରେ ଯାଆଁଳା ଶିଶୁର ମା’ ବନିଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କଣ ରଖିଲେ ନାଁ

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀର ବବଲୀ ଆକ୍ଟ୍ରେସ୍ ପ୍ରତି ଜିଣ୍ଟାଙ୍କ ଘରେ ଶୁଭିଲା କୁଆଁ କୁଆଁ ଡାକ । ଅର୍ଥାତ୍ ପ୍ରୀତି ଜିଣ୍ଟା ଦୁଇଟି ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି । ନିଜ ଜୀବନର ଏହି ସ୍ପେଶାଲ୍ ମୁହୂର୍ତ୍ତକୁ…

ରଣପୁରର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ନୟାଗଡ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ରଣପୁରର ସହକାରୀ ଯନ୍ତ୍ରୀ । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ…

ପୋକ୍ସୋ ଆକ୍ଟ: ବମ୍ବେ ହାଇକୋର୍ଟକୁ ସୁପ୍ରିମକୋର୍ଟର ଝଟକା, କହିଲେ- ‘ଅପରାଧ କରିବା ପାଇଁ ସ୍କିନ୍ ଟୁ ସ୍କିନ୍ ଟଚ୍ ଆବଶ୍ୟକ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ସ୍କିନ୍ ଟୁ ସ୍କିନ୍ ସମ୍ପର୍କ ନ ଥାଇ ନାବାଳିକାର ସ୍ତନକୁ ଛୁଇଁବା ଯୌନ ଉତ୍ପୀଡ଼ନ ଭାବରେ ପରିଭାଷିତ…

ରାଜସ୍ୱ ମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼

କେନ୍ଦୁଝର(ଓଡ଼ିଶା ଭାସ୍କର): ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ହୋଇଛି ଅଣ୍ଡାମାଡ଼ । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ଜଣାପଡିଛି । ମମିତା ମାମଲାରେ…

ପ୍ରେମ ଜାଲରେ ଫସାଇ ଦୁଷ୍କର୍ମର କଲା ଭିଡିଓ, ଭାଇରାଲ କରିବା ବଦଳରେ ମାଗୁଛି…

ନୋଏଡା: ଆଜିକାଲି ଲୋକମାନେ ପ୍ରେମକୁ ନେଇ ବ୍ୟବସାୟ କରିବାରେ ଲାଗିଛନ୍ତି । କେଉଁଠି କିଏ ପ୍ରେମ ଜାଲରେ ଫସାଇ ଝିଅକୁ ନେଇ ବିକ୍ରି କରିଦେଉଛି ତ କିଏ ଫାଇଦା ଉଠାଇ ଛାଡିଦେଉଛି । ସେହିପରି ଏକ ଘଟଣା ନୋଏଡାର ଭଙ୍ଗେଲ…

ସ୍କିନ୍ ଟୁ ସ୍କିନ୍ କନେକ୍ଟ୍ ବିନା ପୋକ୍ସୋ ଆକ୍ଟ ଲାଗୁ ହେବ କି ନାହିଁ? ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ସ୍କିନ୍ ଟୁ ସ୍କିନ୍ କନେକ୍ଟ୍ ବିନା ପୋକ୍ସୋ ଆକ୍ଟ ଲାଗୁ ହେବ କି ନାହିଁ, ଏହି ମାମଲାରେ ଗୁରୁବାର ଦିନ ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ୟୁୟୁ ଲଳିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ…

କ୍ରିପ୍ଟୋକରେନ୍ସିକୁ ମୁଦ୍ରା ରୂପରେ ନୁହେଁ ବରଂ ସମ୍ପତ୍ତି ରୂପରେ ମିଳିପାରେ ଅନୁମତି, ଆସୁଛି ନୂଆ ଆଇନ

ନୂଆଦିଲ୍ଲୀ: ବିଟକଏନ୍ ସମେତ କ୍ରିପ୍ଟୋକରେନ୍ସିକୁ ନେଇ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନୂଆ ଆଇନ ଆଣିପାରନ୍ତି । ଏହାକୁ ନେଇ ନୂତନ ଆଇନ୍ ତିଆରି କରିବା ଉପରେ ପ୍ରସ୍ତୁତି ଜାରି ରହିଛି । କ୍ରିପ୍ଟୋକରେନ୍ସିଂକୁ ନେଇ…

ଶୀତଦିନେ ବଢ଼ିଥାଏ ହାର୍ଟ ଆଟାକର ବିପଦ, ଏପରି ନିଅନ୍ତୁ ଯତ୍ନ

ନୂଆଦିଲ୍ଲୀ: ଶୀତଦିନ ଅତ୍ୟନ୍ତ ମନୋରମ ହେବା ସହିତ ସାଙ୍ଗରେ ଅନେକ ରୋଗ ମଧ୍ୟ ଆଣିଥାଏ । ଖାସ୍ କରି ହାର୍ଟ ରୋଗୀଙ୍କ ପାଇଁ ଶୀତଋତୁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଏ । ଅଧ୍ୟୟନ ମୁତାବକ, ଏହି ଋତୁରେ ହାର୍ଟ ଆଟାକ୍,…

ରାଜ୍ୟରୁ ଚିହ୍ନଟ ହେଲେ ୨୨୯ କରୋନା ପଜିଟିଭ୍, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘର ସମେତ ୩ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି ।…