Browsing Category
Breaking News
ପ୍ରଦୂଷଣ କେବଳ ଫୁସଫୁସକୁ ନୁହେଁ ବରଂ ଆଖି ଉପରେ ବି ପକାଏ ସାଂଘାତିକ ପ୍ରଭାବ! ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବର୍ତ୍ତମାନ ଦେଶର ବିଭିନ୍ନ ସହରର ବାୟୁ ପ୍ରଦୂଷିକ ହେବାରେ ଲାଗିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଅନୁସାରେ, ପୃଥିବୀର ଟପ୍ ୧୦ ପ୍ରଦୂଷିତ ସହର ମଧ୍ୟରେ ରହିଛି…
ପୃଥିବୀର ୧୦ ପ୍ରଦୂଷିତ ସ୍ଥାନ ମଧ୍ୟରେ ଭାରତର ୩ ସହର, ଜାଣନ୍ତୁ କେଉଁ ସହରରେ କେତେ AQI
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢ଼ିବାରେ ଲାଗିଛି, ଯାହା ଫଳରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନଙ୍କୁ ଘରେ ହିଁ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।…
OAS ସ୍ତରରେ ଅଦଳବଦଳ, ଲକ୍ଷ୍ମୀପ୍ରସାଦ ସାହୁ ହେଲେ କାଶୀନଗର BDO
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୪ଟି ବ୍ଲକରେ ବିଡିଓ ଓ ୪ଟି ତହସିଲରେ ତହସିଲଦାରଙ୍କୁ ପରିବର୍ତ୍ତନ କରାଯାଇଛି । କାଶୀନଗର…
ସ୍ୱାସ୍ଥ୍ୟ ପାଇଁ ଓଡ଼ିଶାକୁ ୪୬୧ କୋଟିର ଆର୍ଥିକ ଅନୁଦାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୯ ରାଜ୍ୟକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ୧୯ଟି ରାଜ୍ୟ ପାଇଁ ମୋଟ ୮ ହଜାର ୪୫୩ କୋଟି ଟଙ୍କା ରିଲିଜ୍ କରିଛି କେନ୍ଦ୍ର । ସ୍ୱାସ୍ଥ୍ୟ…
ଟ୍ରେନ୍ ଆଗକୁ ଆସି ଯୁବତୀଙ୍କ ଆତ୍ମହତ୍ୟା
ରେଢ଼ାଖୋଲ(ଓଡ଼ିଶା ଭାସ୍କର): ରେଢ଼ାଖୋଲ ଷ୍ଟେସନ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଲବାହୀ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ ।…
ଭାରତର ପ୍ରସ୍ତାବ: ପାକିସ୍ତାନ ରାସ୍ତା ଦେଇ କାବୁଲରେ ଖାଦ୍ୟଶସ୍ୟ ପହଞ୍ଚାଇବାକୁ ଦିଅନ୍ତୁ, ଇମ୍ରାନ କହିଲେ- ବିଚାର କରିବୁ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନୀଙ୍କ ସତ୍ତା ଆସିବା ପରେ ସେଠରେ ସ୍ଥିତି ଖୁବ୍ ଶୋଚନୀୟ ରହିଛି । ଲୋକାମାନଙ୍କୁ ଠିକ୍ ଭାବରେ ଖାଦ୍ୟ ମଧ୍ୟ ମିଳିପାରୁନି । ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁସୁଡ଼଼ି ପଡ଼ିଛି ।…
ସାଇବର ଠକ ଯଦି ରାଜ୍ୟର ଆଇଟି ସଚିବଙ୍କ WhatsApp Hack କରିପାରୁଛି, ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେବ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହ୍ୱାଟସଆପରେ ଚାଟି, ଫଟୋ ଓ ଭିଡିଓ ଶେୟାର କରିବା ସମ୍ପୂର୍ଣ୍ଣ ନିରାପଦ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ବହୁବାର କୁହାଯାଇ ଆସୁଛି । କିନ୍ତୁ ନିକଟରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ,…
ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବରଗଡ଼ ଗସ୍ତ ପୂର୍ବରୁ ପୋଲିସ ଏପରି ଆଗୁଆ ପଦକ୍ଷେପ ନେଇଥିବା ଜଣାପଡ଼ିଛି…
୩୫୦ କର୍ମଚାରୀ ପାଲଟିଲେ କୋଟିପତି, Paytm IPO ବଦଳାଇଲା ଭାଗ୍ୟ
ନୂଆଦିଲ୍ଲୀ: ଶତାଧିକ କର୍ମଚାରୀଙ୍କୁ ପେଟିଏମ୍ ରାତାରାତି କୋଟିପତି ବନାଇ ଦେଇଛି । ପେଟିଏମର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ବା ଶେୟାର ବିକ୍ରି ନିକଟରେ ସମାପ୍ତ ହୋଇସାରିଛି । ୧୮ ହଜାର ୩୦୦ କୋଟି ମୂଲ୍ୟର ଏହି…
ସେମିଫାଇନାଲ୍ ପୂର୍ବରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ ରିଜୱାନ୍, ଭାରତୀୟ ଡାକ୍ତର କରିଥିଲେ ଚିକିତ୍ସା
ଦୁବାଇ: ପାକିସ୍ତାନର ଷ୍ଟାର୍ କ୍ରିକେଟର୍ ମହମ୍ମଦ ରିଜୱାନ ଟି୨୦ ବିଶ୍ୱକପ୍ ରେ ଦମଦାର ପ୍ରଦର୍ଶନ କରିଛନ୍ତି । ହେଲେ ଗୁରୁବାର ଦିନ ଅଷ୍ଟ୍ରେଲିୟା ବିପକ୍ଷ ମ୍ୟାଚ୍ ରେ ପାକିସ୍ତାନ ହାରି ଯାଇଥିଲା । ତେବେ ରିଜୱାନ୍ ଚଳିତ…