Browsing Category
Breaking News
ଶିଶୁର ମୃତଦେହକୁ ମୁହିଁରେ ଧରି ହସ୍ପିଟାଲ ସାରା ଘୂରି ବୁଲିଲା କୁକୁର, ମିଳିନି ପରିଚୟ…
ବଲାଙ୍ଗିର (ଭାସ୍କର ନ୍ୟୁଜ୍): ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସ୍ପିଟାଲ ପରିସରରେ ଘୂରି…
ମୁଣ୍ଡଳି ବ୍ୟାରେଜ୍ରେ ହାତୀ ଫଶିବା ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ମାନସିକ ଚାପ ଯୋଗୁଁ ମରିଛି ଦନ୍ତା
କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ମହାନଦୀର ମୁଣ୍ଡଳି ବ୍ୟାରେଜ୍ରେ ଫଶି ରହି ପରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମାନସିକ ଚାପ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ…
ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ
ନୂଆଦିଲ୍ଲୀ: ଭାରତର ଯେସାକୁ ତେସା ନୀତି ପରେ ନରମିଲା ୟୁକେ । କୋଭିଶିଲ୍ଡ କିମ୍ବା ବ୍ରିଟେନ ଅନୁମୋଦିତ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ଅକ୍ଟୋବର ୧୧ରୁ କ୍ୟାଣ୍ଟିନରେ ରହିବା ଆବଶ୍ୟକ…
୨ଟି ମାମଲାରେ ଦୋଷମୁକ୍ତ ହେଲେ ସବ୍ୟସାଚୀ
ଭୁବନେଶ୍ୱର: ୨ଟି ମାମଲାରେ ଦୋଷମୁକ୍ତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ୨୦୧୮ରେ ନୟାଗଡ଼ ଦଶପଲ୍ଲା ଥାନା ପୋଡ଼ି ଏବଂ ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ମାମଲାର ହେଲେ ଦୋଷମୁକ୍ତ । ଅନ୍ୟତମ ଅଭିଯୁକ୍ତ…
କାର୍ ଧକ୍କାରେ ୨ ପିଲା ଗୁରୁତର
ଭୁବନେଶ୍ୱର: ୪ ପିଲାଙ୍କୁ ଧକ୍କା ଦେଲା କାର୍ । ପିପିଲି ନିକଟସ୍ଥ ଗୁଡ଼ିଆପୋଖରୀ ଠାରେ ଘଟିଛି ଏହି ଦୁର୍ଘଟଣା । ସନ୍ଧ୍ୟାରେ ଟ୍ୟୁସନ ଯାଉଥିବା ସମୟରେ ୪ ପିଲାଙ୍କୁ ଧକ୍କା ଦେଲା କାର ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ।…
ଜେଲ ଯିବେ ଆର୍ଯ୍ୟନ୍
ମୁମ୍ବାଇ: ନିରାଶ ହେଲେ ଆର୍ଯ୍ୟନ, ମିଳିଲାନି ବେଲ୍ । କ୍ରୁଜ୍ ପାର୍ଟିରେ ଡଗ୍ସ କାରବାର ନେଇ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହଜାତକୁ…
ପୁରୀ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର
ପୁରୀ: ଭାସିଗଲେ ୩ ପର୍ଯ୍ୟଟକ । ଏଭଳି ଏକ ଅଭାବନୀୟ ଘଟଣା ପୁରୀ ବେଳାଭୂମିରେ ଘଟିଛି । ଭାସିଯାଇଥିବା ୩ ପର୍ଯ୍ୟଟକଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେବି ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ୨…
ଅଜବ ପରମ୍ପରା, ଯେଉଁଠାରେ ବାହାଘର ପୂର୍ବରୁ ଜନ୍ମ କରିବାକୁ ପଡେ ଛୁଆ
ଆଜିକାଲି ଯୁଗ ଯେତେ ଆଧୁନିକ ହେଲେ ବି ସମାଜରେ ଅନେକ କାମକୁ ପାପ ବୋଲି କୁହାଯାଏ । ଆଜି ବି ଲୋକମାନେ ପ୍ରେମକୁ ବିରୋଧ କରୁଛନ୍ତି । କିନ୍ତୁ ଭାରତର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ଏହା ଖୋଲାଖୋଲି ଭାବେ ଚାଲିଛି ।…
ସୁନା ଦୋକାନୀଙ୍କୁ ୨୨ ଲକ୍ଷ ଜରିମାନା
ଜୟପୁର(ଓଡ଼ିଶା ଭାସ୍କର): ସୁନା ଦୋକାନରେ ଚଢ଼ାଉ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ । ସୁନା କିଣାବିକାରେ ହେରଫେର କରିଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସୁନା ଦୋକାନ ଉପରେ ୨୨ ଲକ୍ଷ ୪୨ ହଜାର ଟଙ୍କାର ଜରିମାନା ହୋଇଛି…
୧୫୦ କଫ୍ ସିରପ ଜବତ, ଜଣେ ଗିରଫ
ନୂଆପଡ଼ା: ସିନାପାଲି ଅବକାରୀ ବିଭାଗକୁ ବଡ଼ ସଫଳତା । ୧୫୦ କଫ୍ ସିରଫ ଜବତ ସହ ଜଣେ ଯୁବକ ଗିରଫ । ଗିରଫ ଯୁବକ ସ୍ଥାନୀୟ କୋମନାର ଗିତାକୃଷ୍ଣ ସରାଫ । ଗୁରୁବାର ସକାଳୁ ସିନାପାଲି ଅବକାରୀ ବିଭାଗ କର୍ମଚାରୀ ପେଟ୍ରୋଲିଂ…