fbpx
Browsing Category

Breaking News

ସୁନା ଦୋକାନରୁ ଲୁଟ୍

କେନ୍ଦୁଝର,୧୯ ।୧୦(ଓଡ଼ିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଲୁଟପାଟ୍ ବଢିବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦୁଝର ବାରିଆ ଭଣ୍ଡାବଜାରର ଏକ ଗହଣା ଦୋକାନରୁ ଆଜି ଲୁଟ୍ ହୋଇଛି । ବହୁ ମୂଲ୍ୟର ସୁନାଗହଣା…

ଲଦାଖରେ ଚୀନ୍ ସୈନିକଙ୍କୁ ଧରିଲେ ଭାରତୀୟ ଯବାନ

ଲଦାଖ,୧୯ ।୧୦: ଏଲଏସିକୁ ନେଇ ଉତ୍ତେଜନା ମଧ୍ୟରେ ଲଦାଖରେ ଭାରତୀୟ ସେନାଙ୍କ ହାତରେ ଧରାପଡିଲେ ଜଣେ ଚୀନ୍ ସୈନିକ । ଚୁମର ଡେମଚୌକ ଅଞ୍ଚଳରେ ବୁଲୁଥିବା ବେଳେ ସୈନ୍ୟଙ୍କୁ ଧରିଛନ୍ତି ଭାରତୀୟ ଯବାନ । ବାଟ ଭୁଲି ଭାରତୀୟ…

ଦାଦାବଟି ଯୋଗୁଁ କଟକରୁ ୩ ବନ୍ଧାହେଲେ

କଟକ,୧୯ ।୧୦(ଓଡିଶା ଭାସ୍କର): କଟକରେ ଦାଦାବଟି ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଣ କରାଯାଇଛି । ଦରଘା ବଜାର ଥାନା ଅଞ୍ଚଳର ଅଭିଯୁକ୍ତ ରିୟାଜ ଖାନ୍ ଗିରଫ ହୋଇଥିବା ସୂଚନା ମିଳିଛି । ସେହିପରି କ୍ୟାଣ୍ଟନମୋଣ୍ଟ ଥାନା…

କ୍ଷେପଣାସ୍ତ୍ର SANTର ପରୀକ୍ଷଣ

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ଓଡ଼ିଶା ସମୁଦ୍ର ଉପକୂଳରେ ହୋଇଛି କ୍ଷେପଣାସ୍ତ୍ର SANTର ପରୀକ୍ଷଣ। ଏକ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ ପରେ ଲକ୍ଷ୍ୟଭେଦ କରିଛି SANT । ଏହା ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ…

ଲଘୁଚାପ ବର୍ଷା: ଜାଣନ୍ତୁ କେଉଁ ଜିଲ୍ଲାକୁ ଅରେଞ୍ଜ ଓ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ?

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଥିବା ପାଣିପାଗ ବିଭାଗ…

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ,୧୯ ।୧୦(ଓଡିଶା ଭାସ୍କର): ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା…

ପାର୍ବଣ ପାଇଁ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ, ‘ପାର୍ବଣ ସମୟରେ ଅପରାଧୀଙ୍କ…

ମୂର୍ତ୍ତି ଉଚ୍ଚତାରେ କଟକଣା ନାହିଁ: ହାଇକୋର୍ଟ

କଟକ,୧୯ ।୧୦(ଓଡିଶା ଭାସ୍କର): ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆଜି ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ମୂର୍ତ୍ତି ଉଚ୍ଚତାରେ କୌଣସି କଟକଣା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । କଟକରେ ବଡ…

ହାଇକୋର୍ଟଙ୍କୁ ସପ୍ତାହେ ସମୟ ମାଗିଲେ ସରକାର

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲାରେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରାଙ୍କୁ କହିଛନ୍ତି କୋର୍ଟ । ଏନେଇ…