Browsing Category
Breaking News
ଏହି ସହରରେ ପୁଣି ବଢିଲା ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଶିକ୍ଷାନୁଷ୍ଠାନ
ନୂଆଦିଲ୍ଲୀ,୨୮ ।୨: ପୁଣେରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉଦ୍ଧବ ସରକାର ନାଇଟ କର୍ଫ୍ୟୁକୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
କରୋନା ସଂକ୍ରମମଣକୁ…
ଜେଲ୍ ୱାର୍ଡର ସସପେଣ୍ଡ
ସମ୍ବଲପୁର,୨୮ ।୨(ଓଡିଶା ଭାସ୍କର): ସମ୍ବଲପୁର ସର୍କଲ ଜେଲରେ ୨ ସହକର୍ମୀଙ୍କୁ ୱାର୍ଡରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡର ଅଶୋକ ଥାର୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୁକ୍ତ ୱାର୍ଡରଙ୍କୁ ନିଲମ୍ବିତ କରିଛନ୍ତି ଜେଲ…
ଜଙ୍ଗଲ ନିଆଁରେ ପୋଡି ୫ ଗୁରୁତର
କେନ୍ଦୁଝର,୨୮ ।୨(ଓଡିଶା ଭାସ୍କର): ଘୂର୍ଣ୍ଣିଘହ ଯୋଗୁଁ ଜଙ୍ଗଲରେ ଲାଗିଛି ନିଆଁ, ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଠାକୁଆମୁଣ୍ଡା ଥାନା ଜୁଆଳିକଟା ଛକ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା ।…
କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ
କେନ୍ଦୁଝର,୨୮ ।୨(ଓଡିଶା ଭାସ୍କର): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି କେନ୍ଦୁଝର ଗସ୍ତ କରିଛନ୍ତି । ୨ ଦିନିଆ କେନ୍ଦୂଝର ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ…
ଆସନ୍ତାକାଲିଠାରୁ କ୍ଷୀର ଲିଟର ହେବ ୧୦୦ ଟଙ୍କା, କାହିଁକି
ନୂଆଦିଲ୍ଲୀ, ୨୮ା୨: ଆସନ୍ତାକାଲି ଠାରୁ କ୍ଷୀର ଲିଟର ୧୦୦ ଟଙ୍କାରେ ବିକ୍ରି ହେବ ।
କୃଷି ଆଇନ ଓ ତୈଳ ଦରକୁ ବିରୋଧ କରି ହରିୟାଣାର ହିସରର ଖାପ ପଞ୍ଚାୟତ ଏହି ନିଷ୍ପତ୍ତି ଗ୍ରହଣ କରିଛି ।
ମାର୍ଚ୍ଚ ମହିଲାରୁ ଏହି…
୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୧୬ ବର୍ଷର ନାବାଳକ
ନୂଆଦିଲ୍ଲୀ, ୨୮ା୨: ଉତ୍ତରପ୍ରଦେଶରେ ଗୋଟିଏ ୪ ବର୍ଷର ଝିଅକୁ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ଆସିଛି । ନାବାଳକଟି ଝିଅଟିକୁ ଚକୋଲେଟ ଦେବାର ବାହାନା ଦେଖାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।…
ଶୀତଦିନେ କାହିଁକି ହୁଏ ଅଧିକ ବାହାଘର ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ
ଆମେ ସମସ୍ତେ ଅନେକ ଶୀତଦିନିଆ ବାହାଘର ଦେଖିଛୁ । ଅଧିକାଂଶ ଲୋକ ଶୀତଦିନିଆ ବିବାହ କରନ୍ତି କିନ୍ତୁ ଆମ ଭିତରୁ ଅନେକ ଏହା ପଛର କାରଣ ବୁଝିପାରନ୍ତିି ନାହିଁ । ତେବେ ଆସନ୍ତୁ ଜାଣିବା ଶୀତ ଦିନେ ବାହାହେବାର ଆକର୍ଷଣୀୟ…
ରାଜ୍ୟରେ ଆଜି ପୁଣି ୮୭ ଚିହ୍ନଟ, ଜଣେ ମୃତ
ଭୁବନେଶ୍ୱର, ୨୮ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୮୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩ ଓ ସ୍ଥାନୀୟ ଅଞ୍ଚଳରୁ…
‘ମନ୍ କି ବାତ୍’ରେ ଓଡିଆ ପୁଅକୁ ପ୍ରଶଂସା କଲେ ମୋଦୀ
ନୂଆଦିଲ୍ଲୀ,୨୮ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିକ କରିବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗ୍ରୀଷ୍ମ…
ନୂଆବର୍ଷର ପ୍ରଥମ ମିଶନ୍: ଏକସଙ୍ଗରେ ମହାକାଶକୁ ୧୯ ଉପଗ୍ରହ ପଠାଇଲା ଇସ୍ରୋ
ନୂଆଦିଲ୍ଲୀ, ୨୮ା୨: ଚଳିତବର୍ଷର ପ୍ରଥମ ମହାକାଶ ଅଭିଯାନ ଆରମ୍ଭ କରିଛି ଇସ୍ରୋ । ଏକସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଛି ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ସକାଳ ୧୦ଟା ୨୪ ମିନିଟରେ ଏହାକୁ ଉତକ୍ଷେପଣ…