Browsing Category

Breaking News

ବସ୍ ଧକ୍କାରେ ଜଣେ ମୃତ, ୩ ଗୁରୁତର

କଟକ, ୨୮ା୨ (ଓଡିଶା ଭାସ୍କର): କଟକରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ବସ-ଅଟୋ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା । ଜଗତସିଂହପୁର ଅଭିମୁଖେ ଯାଉଥିବା ଏକ…

୨ ସହକର୍ମୀଙ୍କୁ ଜେଲ ୱାର୍ଡରଙ୍କ ଆକ୍ରମଣ

ସମ୍ବଲପୁର, ୨୮ା୨ (ଓଡିଶା ଭାସ୍କର): ସମ୍ବଲପୁର ସର୍କଲ ଜେଲରେ ସହକର୍ମୀଙ୍କୁ ଜେଲ ୱାର୍ଡର ଆକ୍ରମଣ କରିଛନ୍ତି । ଜେଲ ୱାର୍ଡର ୨ ଜଣ ସହକର୍ମୀଙ୍କୁ ମାଡ଼ ମାରିଛନ୍ତି । ତେବେ ଜେଲ କର୍ତ୍ତୃପକ୍ଷ ଏହି ଘଟଣାରେ ଧନୁପାଲି…

ଦେଶରେ ୨୪ ଘଣ୍ଟାରେ ୧୧୩ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୮ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୧କୁ ବୃଦ୍ଧି…

ପତ୍ନୀଙ୍କୁ ଲୁହା ରଡ଼ରେ ପିଟିଲେ, ଝିଅକୁ ତଣ୍ଟି ଚିପି କଲେ ହତ୍ୟା, ନିଜେ ଝୁଲି ପଡ଼ିଲେ ଫାଶୀରେ

ଅମୃତସର, ୨୮ା୨: ପଞ୍ଜାବର ଅମୃତସରରୁ ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଖବର ସାମନାକୁ ଆସିଛି । ଜଣେ ବ୍ୟକ୍ତି ନିଜର ପାରିବାରିକ ସମସ୍ୟାରେ ହତାଶ ହୋଇ ପତ୍ନୀ ଓ ଝିଅଙ୍କୁ ହତ୍ୟା କରି ନିଜେ ସୁଇସାଇଡ୍ କରିଛନ୍ତି । ପୋଲିସ ଖବର…

ସଂକ୍ରମଣ ବଢ଼ୁଛି, ‘ଭିସୁଟ ଏବେ କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର, ୨୮ା୨ (ଓଡିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ (ଭିସୁଟ)କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୧୧ ଛାତ୍ରାବାସ ଓ ଛାତ୍ରୀନିବାସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ…

ହସି ହସି ନଦୀକୁ ଡେଇଁଲେ ବିବାହିତା ମହିଳା, ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍

ଅହମ୍ମଦାବାଦ, ୨୮ା୨: ଗୁଜରାଟର ଅହମ୍ମଦାବାଦର ଜଣେ ବିବାହିତା ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । ଭିଡିଓରେ ମହିଳା ଜଣକ…

ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ

କଟକ, ୨୮ା୨ (ଓଡିଶା ଭାସ୍କର): କଟକ ଜିଲ୍ଲା ନରସିଂହପୁର ଥାନା ବାଲିପୁଟ ସ୍ଥିତ ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡରେ ୩ଟି କଟେଜ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପର୍ଯ୍ୟଟକମାନେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୩୬ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୮ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୩୬ ହଜାର ୬୯୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୪୩ ଲକ୍ଷ ୬୫ ହଜାର ୪୬୯କୁ…

‘ସାପମାନେ ବି ସୁଇସାଇଡ୍’ କରିଥାନ୍ତି, ଆପଣ ଏକଥା ଜାଣିଛନ୍ତି କି ?

ସାଧାରଣତଃ ମଣିଷମାନେ ଅନେକ ସମୟରେ କଠିନ ପରିସ୍ଥିତିକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥାନ୍ତି । ମାତ୍ର ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପମାନେ ମଧ୍ୟ ଆତ୍ମହତ୍ୟା କରିଥାନ୍ତି । ନିକଟରେ ଅଷ୍ଟ୍ରେଲିଆର ଏକ…

ବିଲେଇର ମୃତ୍ୟୁ: ଅବହେଳା ପାଇଁ ଡାକ୍ତରଙ୍କୁ ୨.୫ କୋଟିର କ୍ଷତିପୂରଣ ମାଗିଲେ ମହିଳା

ଆଜିକାଲିର ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ସବୁ ଘଟୁଛି । ଏପରି ଏକ ଖବର ପାକିସ୍ତାନରେ ଘଟିଛି । ଗୋଟିଏ ପୋଷା ବିଲେଇର ମୃତ୍ୟୁକୁ ନେଇ ଜଣେ ମହିଳା ଡାକ୍ତରଙ୍କ ଉପରେ ୨.୫ କୋଟିର ମୋକଦ୍ଦମା ଦାୟର…