Browsing Category
Breaking News
ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ପିପିଲି ଉପ-ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟୀ ହେବା ପରେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି…
Shah Rukh Khanଙ୍କ ସହିତ ଭେଟିବାକୁ ପୁଅକୁ ନେବାକୁ ପଡ଼େ Appointment, NCB ସାମନାରେ ଆର୍ଯ୍ୟନ୍ କଲେ ଖୁଲାସା
ମୁମ୍ବାଇ: ବଲିଉଡ୍ ର କିଙ୍ଗଖାନ୍ ଶାହରୁଖ ଖାନ୍ ଅନେକ ଦଶକକୁ ଲୋକମାନଙ୍କ ମନୋରଞ୍ଜନ କରିଆସୁଛନ୍ତି । ଶାହରୁଖ ଖାନ୍ ନିଜ କାମରେ ସବୁବେଳେ ବ୍ୟସ୍ତ ଥାନ୍ତି । ଅଭିନୟ, ପ୍ରଡକ୍ସନ୍ ବ୍ୟତୀତ ଅନ୍ୟ କାମରେ ବି ସେ ବ୍ୟସ୍ତ…
ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ SI, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସବ୍ ଇନ୍ସପେକ୍ଟର । ଏ ସମ୍ପର୍କୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ସହକାରୀ ସବ୍…
ଦେଶୀ ଘିଅରେ ରହିଛି ଏହିସବୁ ଔଷଧୀୟ ଗୁଣ, ଆଜି ହିଁ ଖାଇବା ଆରମ୍ଭ କରିଦିଅନ୍ତୁ
ଦେଶୀ ଘିଅ ହେଉଛି ଏକ ଶକ୍ତିଶାଳୀ ଜିନିଷ । ଏହାକୁ ସେବନ କରିବା ଦ୍ୱାରା ଆମକୁ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଘିଅକୁ ଆରୋଗ୍ୟକାରୀ ଖାଦ୍ୟ ବୋଲି କୁହାଯାଇଥାଏ । ଆମ ଶରୀର ପାଇଁ ଘିଅ ଅତ୍ୟନ୍ତ ଲାଭଦାୟକ ହୋଇଥାଏ…
ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର । ଏହାରି ମଧ୍ୟରେ ଆଉ ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଦୁର୍ନୀତିଗ୍ରସ୍ତ ଓ…
୩ ଦିନିଆ ଦକ୍ଷିଣା ଓଡ଼ିଶା ଗସ୍ତରେ ଅପରାଜିତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ୩ ଦିନିଆ ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇଥିଲେ । କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଅନୁରୋଧକ୍ରମେ…
ବିଏମସି ଅଫିସ୍ ଘେରାଉ କଲେ ବିଭିନ୍ନ ସଂଘର କର୍ମକର୍ତ୍ତା, ସାନି ଗାଇଡଲାଇନକୁ ଜୋରଦାର୍ ବିରୋଧ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏମସି ପକ୍ଷରୁ ଜାରି ହୋଇଥିବା ସାନି ଗାଇଡଲାଇନକୁ ବିଭିନ୍ନ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । କ୍ୟାଟରିଂ, ଟେଣ୍ଟ, ଫୁଲ ଓ ଡିଜେ ଲାଇଟ୍ ସଂଘ ପକ୍ଷରୁ ବିଏମସି ଅଫିସ୍ ଘେରାଉ…
ରାଜ୍ୟରେ ଟିକାଦାନ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ କିପରି ନେବେ ଏହାର ଫାଇଦା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାଦାନ କେନ୍ଦ୍ର ଯାଇ ଟିକା ନେବାକୁ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।…
ଆର୍ଯ୍ୟନ ଡ୍ରଗ୍ସ ମାମଲା: କ୍ରିପ୍ଟୋକରେନ୍ସି ଜରିଆରେ କ୍ରୁଜରେ କିଣାଯାଇଥିଲା ଡ୍ରଗ୍ସ, ଏହି ଦିଗରେ ଜୁନିଅର୍ ଖାନଙ୍କୁ କରାଯିବ ପ୍ରଶ୍ନ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲାରେ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏନସିବି ରିମାଣ୍ଡକୁ ନେଇଛି । ତେବେ ଶାହରୁଖ ଖାନ ନିଜ ପୁଅର…
ଦେଶ ଭିତରେ ସେ ଦେବାଳିଆ କିନ୍ତୁ ବିଦେଶରେ ଖୋଲିଛନ୍ତି ୧୮ଟି କମ୍ପାନୀ, Pandora Papers ଖୋଲିଲା ଅନିଲ ଅମ୍ବାନିଙ୍କ ସିକ୍ରେଟ୍ ରାଜ୍
ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ଖୋଲିଦେଇଛି ଅନିଲ ଅମ୍ବାନୀଙ୍କର ଅସଲ ମୁଖା । ଯେଉଁ ଅନିଲ ବ୍ରିଟେନ କୋର୍ଟରେ ନିଜକୁ ଦେବାଳିକା ବୋଲି ଘୋଷଣା କରିଥିଲେ, ତାଙ୍କ ପାଖରେ ୧୮ଟି ବିଦେଶୀ କମ୍ପାନୀ ଥିବା ରିପୋର୍ଟରୁ ସ୍ପଷ୍ଟ…