Browsing Category

Breaking News

ସେୟାର ବଜାରରେ ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ,୧୫ ।୨: ସପ୍ତାହର ପ୍ରଥମ ଦିନରେ ଘରୋଇ ଷ୍ଟକ ମାର୍କେଟ ଜୋରଦାରରେ ଆରମ୍ଭ ହୋଇଛି । ସେୟାର ବଜାରରେ ପ୍ରଥମ ଥର ପାଇଁ ୫୨ ହଜାର ଟପିଛି ସେନସେକ୍ସ । ୪୭୩ ପଏଣ୍ଟ ବଢି ୫୨,୦୧୭ ପଏଣ୍ଟ ଛୁଇଁଛି ବିଏସଇ ସୂଚକାଙ୍କ ।…

ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ: ଡିସିପି

ଭୁବନେଶ୍ୱର, ୧୫ା୨(ଓଡିଶା ଭାସ୍କର): କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଉଛି । ଭୁବନେଶ୍ୱରରେ ବନ୍ଦ ପାଳନ ନେଇ ଡିସିପି ଉମାଶଙ୍କର ଦାସ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ,…

ଶ୍ରୀମନ୍ଦିରରେ ମାରପିଟ୍: ଲାଗିଲା ରକ୍ତର ଛିଟା, ସୁଆର ସେବାୟତ ଅଟକ

ପୁରୀ, ୧୫ା୨ (ଓଡିଶା ଭାସ୍କର): ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଶ୍ରୀମନ୍ଦିରରେ ଲାଗିଛି ରକ୍ତର ଛିଟା । ଜଣେ ଯାତ୍ରୀ ସହାୟକ ଓ ସେବାୟତଙ୍କ ମଧ୍ୟରେ ହୋଇଛି ମାରପିଟ୍ । ଫଳରେ ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ…

ଦେଶରେ ୨୪ ଘଣ୍ଟାରେ ୯୦ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୫ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୭୩୨କୁ ବୃଦ୍ଧି…

ଫାସଟ୍ୟାଗ୍ ନଥିଲେ ଡବଲ୍ ଫି: ଆଜି ମଧ୍ୟରାତ୍ରରୁ ହେବ ଲାଗୁ

ନୂଆଦିଲ୍ଲୀ, ୧୫ା୨: ଏଣିକି ଗାଡ଼ିରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଗାଡ଼ିରେ ଫାସଟ୍ୟାଗ୍ ନଥିଲେ ଗଣିବାକୁ ହେବ ଡବଲ ଫାଇନ୍ । ଏହି ନିୟମ ଆଜି ମଧ୍ୟରାତ୍ରିରୁ ଲାଗୁ କରାଯିବ । ଫାସଟ୍ୟାଗ୍ ନଥିଲେ ଜାତୀୟ ରାଜପଥରେ…

ବଢ଼ିଲା ପ୍ରଥମ ଡୋଜର ଅବଧି: ଆଜିଠାରୁ କୋଭିଡ୍ ଟିକାର ଡୋଜ୍-୨

ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯିବ । ରାଜ୍ୟରେ ପୁଣି କୋଭିଡ ଟିକାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଅବଧି ବୃଦ୍ଧି କରାଯାଇଛି । ପ୍ରଥମ ଡୋଜ୍ ଟିକା…

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ, ୧୫ା୨ (ଓଡିଶା ଭାସ୍କର): ଆଜି ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ନିଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଜାତୀୟ…

ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା: ଗାଡ଼ି ଓଲଟି ଚାଲିଗଲା ୧୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୫ା୨: ମହାରାଷ୍ଟ୍ରରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଓଲଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଜଳଗାଓଁ ଜିଲ୍ଲାର କିଗାଓଁଠାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ…

ତୈଳ ପରେ ଗ୍ୟାସ୍ ମହଙ୍ଗା: ୫୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ, ୧୫ା୨: ଲଗାତର ତୈଳ ଦର ବୃଦ୍ଧି ହୋଇ ଚାଲିଥିବା ବେଳେ ପୁଣି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଆସନ୍ତାକାଲିଠାରୁ ଗ୍ୟାସ୍ ସିଲିଣ୍ଡର ଦର ମହଙ୍ଗା ହେବ । ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ…

ଓଡ଼ିଶା ବନ୍ଦ: କଣ ରହିଛି ବନ୍ଦର ପ୍ରଭାବ

ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ତୈଳ ଦର ବୃଦ୍ଧି, ବେକାରୀ, ଚାଷୀ ସମସ୍ୟା ଆଦି…