Browsing Category

Breaking News

ବନ୍ଧାହେଲେ ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ

ମଞ୍ଚେଶ୍ୱର,୩ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଓ କଟକରେ ଅନେକ ନକଲି ମାଲ୍ ଜବତ ହେବାରେ ଲାଗିଛି । ଏହାରି ମଧ୍ୟରେ ଗତକାଲି ଭୁବନେଶ୍ୱରର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ କରାଯାଇଥିଲା । ଏହି ମାମଲାରେ…

୫ଟି ସଚିବଙ୍କ ପଶ୍ଚିମ ଓଡ଼ିଶା ଗସ୍ତ: କଲେ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବରଗଡ଼, ୩ା୨ (ଓଡିଶା ଭାସ୍କର): ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ୫ଟି ସଚିବ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି…

ଏରୋ ଇଣ୍ଡିଆ ସୋ’ରେ ତେଜସ୍‌ ଓ ରାଫେଲର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୩ ।୨: ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଏରୋ ଇଣ୍ଡିଆ ସୋ ଆରମ୍ଭ ହୋଇଛି । ଏହି ଏରୋ ଇଣ୍ଡିଆ ସୋ’କୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୋ’ରେ ୧୪ଟି ଦେଶ ସାମିଲ ହୋଇଛି…

ରାଜ୍ୟସଭାରେ ହେବ ଚାଷୀ ଆଲୋଚନା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ପରେ ବି ଏହାର କୌଣସି ସମାଧାନ ହୋଇପାରୁ ନାହିଁ । ଚାଷୀ ଆନ୍ଦୋଳନ…

ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମଚାରୀଙ୍କର ଟିକାକରଣ ହୋଇଛି । ଏହା ପରେ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରରେ ଟିକା ରୁମ୍ ହେବ । ଏନେଇ ପରିବାର…

୨୪ ଘଣ୍ଟାରେ ୧୧୦ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୫୯୬କୁ ବୃଦ୍ଧି…

୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ୱର, ୩ା୨ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥଣ୍ଡା ଫେରିଛି । ଗତ ତିନିଦିନ ଧରି କ୍ରମାଗତ ଭାବେ ଥଣ୍ଡା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ…

ଶ୍ରୀଜଗନ୍ନାଥଙ୍କ ବନକଲାଗି: ଅପରାହ୍ଣ ୪ରୁ ରାତ୍ରି ୮ ବନ୍ଦ ରହିବ ଦର୍ଶନ

ପୁରୀ, ୩ା୨ (ଓଡିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଭୁଙ୍କ ଦର୍ଶନ ଅପରାହ୍ଣ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୪ ଘଣ୍ଟାରେ…

ବଡ଼ ପରଦାରେ ହେବ ଡବଲ୍ ଧମାଲ୍: ‘ପଠାନ’ରେ ଏକାଠି ଆସିବେ ଶାହାରୁଖ-ସଲମାନ

ମୁମ୍ବାଇ, ୩ା୨: ସୋସିଆଲ ମିଡ଼ିଆରେ ଆଜି ଏକ ଫଟୋ ଖୁବ ଅଧିକ ଭାଇରାଲ ହେବାରେ ଲାଗିଛି । ଫଟୋଟି ହେଉଛି ବଲିଉଡର ଦୁଇ ଖାନ ଶାହାରୁଖ ଖାନ ଓ ସଲମାନ ଖାନ । ଆଜିକାଲି କିଙ୍ଗଖାନ ଶାହରୁଖ ପଠାନ ଫିଲ୍ମର ସୁଟିଂ ପାଇଁ ଦୁବାଇରେ…

ଦିଲ୍ଲୀ ହିଂସା: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୩ା୨: ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ । ଏନେଇ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ ।…