Browsing Category
Breaking News
ଟିକାକରଣରେ ପଛୁଆ ଥିବା ୮ ଜିଲ୍ଲାକୁ ତାଗିଦ୍
ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରାଜ୍ୟର କେତେକ ଜିଲ୍ଲାରେ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇନାହିଁ । କୋଭିଡ ଟିକାକରଣରେ ପଛୁଆ ପଡିଛି ୮ ଜିଲ୍ଲା । ସେଠାରେ ଶତ ପ୍ରତିଶତ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ…
ମାଇନସ୍ ୯ ଡିଗ୍ରୀରେ ମ୍ୟୁଜିକ୍ ଭିଡିଓ ସୁଟ୍ କଲେ ଗୁରୁ, ନାକରୁ ବାହାରିଲା ରକ୍ତ
ମୁମ୍ବାଇ, ୨୯ା୧: କୌଣସି ଆଲବମ୍ ବା ଫିଲ୍ମ ସୁଟିଂ କରିବା ପାଇଁ ସେଲିବ୍ରେଟିମାନେ କଠୋର ପରିଶ୍ରମ କରିଥାନ୍ତି । ଏପରିକି ନିଜର ଜୀବନକୁ ବାଜି ଲଗାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି କଥାକୁ ପ୍ରମାଣ କରି…
ସମୁଦ୍ରରେ ଭାସିଗଲେ ୭ ପର୍ଯ୍ୟଟକ
ପୁରୀ,୨୯ ।୧(ଓଡିଶା ଭାସ୍କର): ପୁରୀ ଚକ୍ରତୀର୍ଥ ବେଳାଭୂମିରେ ଆଜି ଏକ ଅଘଟଣ ଘଟିଯାଇଛି । ଗାଧୋଇବାବେଳେ ୭ ଜଣ ପର୍ଯ୍ୟଟକ ଦୁର୍ଘଟଣାବଶତଃ ସମୁଦ୍ରରେ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆ…
ଓଡିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀଙ୍କୁ ଯୁଦ୍ଧ ସେବା ମେଡାଲ
ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଓଡିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚୀ ମହାନ୍ତିଙ୍କୁ ମିଳିବ ଯୁଦ୍ଧ ସେବା ମଡେଲ । ସୀମାରେ ଚୀନ ସେନାଙ୍କ ବିରୋଧରେ ପରାକ୍ରମ ପାଇଁ ଏହି ମେଡାଲ ମିଳିବ । ଏବେ ୯ ପାରା ସ୍ପେଶାଲ…
ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ
ନୂଆଦିଲ୍ଲୀ,୨୯ ।୧: ଲୋକସଭାରେ ୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅଧିବେଶନରେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ର ଜିଡିପି ଅଭିବୃଦ୍ଧି ୧୧% ରହିପାରେ । V…
ସରକାରୀ ଚାକିରିରୁ ବିଦା ହେଲେ ଆଉ ୯ ଅଧିକାରୀ
ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ସରକାରୀ ଚାକିରିରୁ ଆଉ ୯ ଅଧିକାରୀ ଆଜି ବିଦା ହୋଇଛନ୍ତି । ଦୁର୍ନୀତିଗ୍ରସ୍ତ ଓ ଅପାରଗତ କାରଣରୁ ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ପାଇଁ ୭,…
ବାସି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ହୋଇଥାଏ ଏହିସବୁ କ୍ଷତି
ଅଧିକାଂଶ ଲୋକଙ୍କର ବାସି ଖାଦ୍ୟ ଖାଇବା ଅଭ୍ୟାସ ରହିଥାଏ । ପୂର୍ବଦିନ ରାତିରୁ ରହିଥିବା ଖାଦ୍ୟକୁ ଗରମ କରି ଅନେକ ଖାଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣ ଭୟଙ୍କର ରୋଗରେ ପଡ଼ିବାର ସମ୍ଭାବନା…
ରାଜ୍ୟର ୫ ଜିଲ୍ଲାରେ ସାମାନ୍ୟ ବର୍ଷା
ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରାଜ୍ୟରେ ପାରଦ କମିଛି ଫଳରେ ଶୀତର ପ୍ରକୋପ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ଲାଗି ରହିଛି ସାମାନ୍ୟ ବର୍ଷା । ସେହି ୫ ଜିଲ୍ଲା ଯଥା-ଝାରସୁଗୁଡା, ବରଗଡ,…
ଭିଜିଲାନ୍ସ ଜାଲରେ ସିଏଚସିର ମେଡିକାଲ ଅଫିସର
ସୁନ୍ଦରଗଡ,୨୯ ।୧(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର । ମେଡିକାଲ ଅଫିସର ଶ୍ରଦ୍ଧାକର ଗରଡିଆଙ୍କୁ ଧରିଛି ଭିଜିଲାନ୍ସ । ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି…
ଜାନୁଆରି ୩୧ରୁ ୩ ଦିନ ଟିକାକରଣ ବନ୍ଦ
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଟିକାକରଣ ଅଭିଯାଦରେ ଓଡିଶା ବେଶ ସଫଳତା ହାସଲ କରିଛି । ତେବେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…