Browsing Category

Breaking News

୫୪ ଦିନରେ ଚାଷୀ ଆନ୍ଦୋଳନ: ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୧୮ା୧: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଛି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନଥିଲା । ଆଜି…

୧୪ ପୁରୁଷଙ୍କ ସହ ପତ୍ନୀ ରଖିଥିଲେ ଅବୈଧ ସମ୍ପର୍କ, ପତି ଜାଣିବା ପରେ ନେଲେ ଅଜବ ପଦକ୍ଷେପ

ପାରିବାରିକ କଳହ, ବିବାହ ବିଚ୍ଛେଦ, ଅବୈଧ ସମ୍ପର୍କ ଆଜିକାଲି ଯେପରି ଏକ ସାଧାରଣ କଥା ହୋଇଗଲାଣି । କେତେବେଳେ ସ୍ୱାମୀ ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଉପରେ ଅସନ୍ତୁଷ୍ଟ ରହୁଛି । ଏପରି…

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ: ଜଣେ ଅଟକ

କେନ୍ଦୁଝର, ୧୮ା୧ (ଓଡିଶା ଭାସ୍କର): କେନ୍ଦୁଝରରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କାଶୀପୁରଠାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିବା…

ଦେଶରେ ଦିନକରେ ୧୪୫ ମୃତ, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୪୫ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୪୧୯କୁ ବୃଦ୍ଧି ପାଇଛି । ଦିନକରେ ୧୩ ହଜାର ୭୮୮ ଜଣ ଆକ୍ରାନ୍ତ ହୋଇଥିବା…

କଟକ ହରିଣ ପାର୍କର ସ୍ୱୀକୃତି ପ୍ରତ୍ୟାହାର

କଟକ, ୧୭ା୧ (ଓଡିଶା ଭାସ୍କର): କଟକର ହରିଣ ପାର୍କର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବାକୁ କିଏ ବା ନ ଚାହିଁବ । ତେବେ ବହୁ ପର୍ଯ୍ୟଟକଙ୍କୁ ଏହି ପାର୍କ ମନୋରମ ସୌନ୍ଦର୍ଯ୍ୟରେ ବାନ୍ଧି ରଖିଥିଲା । ତେବେ ଏହି ପାର୍କକୁ…

ଲଜ୍ଜାଜନକ ଘଟଣା: ୧୩ ବର୍ଷର ନାବାଳିକାଙ୍କୁ ୩ ଦିନ ଧରି ଦୁଷ୍କର୍ମ କଲେ ୯ ଅଭିଯୁକ୍ତ

ଉମରିଆ, ୧୭ା୧: ମଧ୍ୟପ୍ରଦେଶର ଉମରିଆ ଅଞ୍ଚଳରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ୧୩ ବର୍ଷର ଜଣେ ନାବାଳିକାଙ୍କୁ ଲଗାତର ୩ ଦିନ ଧରି ୯ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଉଛି,…

ଭୁବନେଶ୍ୱରରେ ଶୁଭ୍ରା କୁଣ୍ଡୁ: ଖୋଲିବ ରୋଜଭ୍ୟାଲି ଠକେଇର ଗୁମର

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଖୋଲିବ ରୋଜଭ୍ୟାଲି ଚିଟଫଣ୍ଡର ଗୁମର । ଆଜି କୋଲକତାରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ । ୪୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ…

ହଟିଲା କୋଭିଡ କଟକଣା: ୨୧ରୁ ଭକ୍ତ କରିିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ, ୧୭ା୧ (ଓଡିଶା ଭାସ୍କର): ଏଣିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ବାଧ୍ୟତାମୂଳକ ହେବନି । ଆସନ୍ତା ୨୧ ତାରିଖଠାରୁ ଭକ୍ତମାନେ ବିନା ରିପୋର୍ଟରେ କରିପାରିବେ…

ବାଇକ୍ ଯାଞ୍ଚ କରିବାକୁ ଆସି ପୋଲିସ ହଟହଟା: ଆଇଆଇସିଙ୍କୁ ମାଡ଼

ପୁରୀ, ୧୭ା୧ (ଓଡିଶା ଭାସ୍କର): ବାରମ୍ବାର ପୋଲିସ ଅବହେଳାର ଶିକାର ହୋଇଆସୁଥିବା ଗୋଟିଏ ପରିବାରର ଅସେନ୍ତାଷ ଶେଷରେ ଉଗ୍ରରୂପ ଧାରଣ କରିଛି । ଏହି ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ଆଇଆଇସି । ବାଇକ ଯାଞ୍ଚକୁ ନେଇ ଲଳିତା…

କରୋନାରେ ଜଣେ ମୃତ, ୧୮୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୮୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୬ ଓ ସ୍ଥାନୀୟ ଅଞ୍ଚଳରୁ…