Browsing Category

Breaking News

ରାଜଧାନୀରୁ ମାଫିଆ ଷ୍ଟାର ପିଣ୍ଟୁ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛି ଦୁର୍ଦ୍ଦାନ୍ତ ମାଫିଆ ଷ୍ଟାର ପିଣ୍ଟୁ । ପ୍ରାୟ ୭୪ ଗ୍ରାମର ବ୍ରାଉନସୁଗାର ପିଣ୍ଟୁଠାରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ…

ଆନ୍ଧ୍ର ସୀମାରେ ପିଲାଙ୍କୁ ଓଡ଼ିଆ ବହି ନମିଳିବା ପ୍ରସଙ୍ଗରେ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ସୀମାବର୍ତ୍ତୀ ଜିଲ୍ଲାରେ ପିଲାଙ୍କୁ ଓଡ଼ିଆ ବହି ନମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଉତ୍କଳ ସମ୍ମିଳନୀ ଜରିଆରେ ଓଡ଼ିଆ…

‘ସୋସିଆଲ ମିଡିଆରେ ଆମକୁ ଟଙ୍କା ଦରକାର ବୋଲି ମିଥ୍ୟାପ୍ରଚାର କରନ୍ତୁ ନାହିଁ’- ଅରିନ୍ଦମଙ୍କ ଭଉଣୀ କଲେ ଅନୁରୋଧଭରା ଟୁଇଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ପକ୍ଷରୁ ଏକ ଅନୁରୋଧ ପୂର୍ଣ୍ଣ ଟୁଇଟ୍ କରାଯାଇଛି । ଅରିନ୍ଦମ୍ ଙ୍କ ବିୟୋଗରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ମୃତ୍ୟୁ…

HDFC ଓ Paytm ଲଞ୍ଚ କରିବେ ସ୍ପେଶାଲ କ୍ରେଡିଟ୍ କାର୍ଡ, କ୍ଷୁଦ୍ର ବେପାରୀଙ୍କୁ ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଏକ ନୂଆ ଅଫର ସହିତ କ୍ରେଡିଟ୍ କାର୍ଡ ଜାରି କରିବାକୁ ଯାଉଛି । ଏହି କାର୍ଯ୍ୟର ଶୁଭାରମ୍ଭ ନେଇ ଏଚଡିଏଫ୍ ବ୍ୟାଙ୍କ ପେଟିଏମ୍ ସହିତ ବୁଝାମଣା କରିଛି । ଅର୍ଥାତ ଏଚଡିଏଫସି ଓ ପେଟିଏମ୍…

REET Paper Leak ବିବାଦ ବଢ଼ିଲା: ହଙ୍ଗାମା ପରେ ରାତିଅଧିଆ ବଦଳିଲେ ୩୭ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ: ରିଟ୍ ପରୀକ୍ଷା ପେପର ଲିକ୍ ମାମଲାକୁ ନେଇ ହଙ୍ଗାମା ସୃଷ୍ଟି ହେବା ପରେ ୩୭ ଜଣ ରାଜସ୍ଥାନ ପ୍ରଶାସନିକ ଅଧିକାରୀ (ଆରଏଏସ)ଙ୍କୁ ଟ୍ରାନ୍ସଫର କରାଯାଇଛି । ରିଟ ପରେ ଚିଟ୍ ପର୍ଦ୍ଦଫାସ ହେବା ପରେ ବର୍ତ୍ତମାନ…

ସ୍ୱାମୀ ଉପରେ ସ୍ତ୍ରୀର ଅକଥନୀୟ ଅତ୍ୟାଚାର, ଛୁରୀରେ କଲା ରକ୍ତାକ୍ତ; ନିଜ ପୁଅକୁ ବି ପ୍ଲାଷ୍ଟିକ୍ ଚେୟାରରେ ମାରିଲା ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋସିଆଲ ମିଡିଆରେ ସ୍ୱାମୀ ଓ ସ୍ତ୍ରୀର ମାଡ଼ ମାରିବାର ଦୃଶ୍ୟ ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଥିବା ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।…

ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ…

ଶରୀରରେ ଆୟୋଡିନର ଅଭାବ ହେଲେ ଦେଖାଦେଇଥାଏ ଏହିସବୁ ଲକ୍ଷଣ, ଏହାକୁ କଦାପି ଅଣଦେଖା କରନ୍ତୁ ନାହିଁ

ଶରୀରର ବିକାଶରେ ଆୟୋଡିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଖ୍ୟତଃ ଆମ ଶରୀରରେ ଥାଇରଏଡ୍ ହରମୋନ୍ ତିଆରି ପାଇଁ ଆୟୋଡିନ ଆବଶ୍ୟକ ହୋଇଥାଏ । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥର ସୂଚନା ଅନୁଯାୟୀ, ଜଣେ…

ନା କଂଗ୍ରେସ, ନା ବିଜେପି; କ୍ୟାପଟେନ୍ ଗଢ଼ିବେ ନୂତନ ଦଳ, ଅନେକ ବରିଷ୍ଠ ନେତା ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ବିବାଦ ମଧ୍ୟରେ ପାର୍ଟି ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ତେବେ ସେ ଏକ ସ୍ୱତନ୍ତ୍ର ପାର୍ଟିର ଗଢ଼ିବେ ବୋଲି ଶୁଣିବାକୁ ମିଳୁଛି । ହେଲେ…

କରୋନା ଭ୍ୟାକ୍ସିନ ନେଇ ନଥିଲେ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ଶିକ୍ଷକ ଓ ଷ୍ଟାଫ୍, ଜାଣନ୍ତୁ କେଉଁଠି ଓ କେବେଠାରୁ ଲାଗୁହେବ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ ନେଇନଥିଲେ ଶିକ୍ଷକ ଓ ଷ୍ଟାଫମାନେ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ । ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏପରି ଏକ ନିୟମ ଲାଗୁ କରାଯାଇଛି । ଆସନ୍ତା ୧୫ ତାରିଖ ପରେ ଟିକା…