Browsing Category

Breaking News

ଚାଷୀ ପାଇଲେ ୪୫୩୮ କୋଟି ଟଙ୍କା: ରଣେନ୍ଦ୍ର

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷ ୪୮ ହଜାର ୪୭୪ ମ୍ୟାଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଯାହାକି ଗତବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ରହିଛି ।…

ରାସ୍ତାରେ ଟଙ୍କା ବିଡ଼ା: ମିଳିନାହିଁ ମାଲିକଙ୍କ ପରିଚୟ

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ରାସ୍ତାରେ ପଡ଼ିଛି ଟଙ୍କା ବିଡ଼ା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜଧାନୀର ଗଙ୍ଗନଗର ଛକରୁ ଦେଢ଼ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଶାରୀରିକ ସମ୍ପର୍କ ଦ୍ୱାରା ପ୍ରଭାବିତ ହୋଇଥାଏ ଆପଣଙ୍କ ବୟସ, ତେବେ ଜାଣିନିଅନ୍ତୁ କାହିଁକି

ମଣିଷ ଜନ୍ମ ପରେ କିଛି ବର୍ଷ ଅତିକ୍ରାନ୍ତ ହୋଇ ବୃଦ୍ଧାବସ୍ଥାରେ ପହଞ୍ଚିଥାଏ । ମଣିଷର ବୟସ ଉପରେ ଉପରେ କାହାର ନିୟନ୍ତ୍ରଣ ନଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଉପଯୁକ୍ତ ଖାଦ୍ୟପେୟ, ବ୍ୟାୟାମ ଆଦି ନିୟମିତ କରିବା…

ସିଡନୀ ପାଇଁ ଭାରତୀୟ ଦଳ, ଡେବ୍ୟୁ କରିବେ ସୈନୀ

ନୂଆଦିଲ୍ଲୀ,୬ ।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଭାସ୍କର ଟ୍ରଫିର ୩ୟ ଟେଷ୍ଟ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆସନ୍ତା ୭ ଜାନୁଆରୀରେ ଖେଳାଯିବ । ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ଯୋଡି ହୋଇଛନ୍ତି ରୋହିତ…

ଏପରି କିଛି ଲକ୍ଷଣ ଆପଣଙ୍କଠାରେ ଦେଖା ଯାଉଛି କି, ତେବେ ଜାଣି ନିଅନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ, ଏଥିପାଇଁ ଉପଯୁକ୍ତ ଖାଦ୍ୟପେୟ ସହ ଶରୀରର ଯତ୍ନ ନେବା ନିହାତି ଦରକାର । ଅଧିକାଂଶ ଲୋକ ରୋଗ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି…

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଜାଣନ୍ତୁ କେଉଁଠି କେତେ ରହିଛି ଦାମ୍ ?

ନୂଆଦିଲ୍ଲୀ ,୬।୧: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ତୈଳ ବିତରଣ କମ୍ପାନୀ ମଧ୍ୟରୁ ଅଗ୍ରଣୀ କମ୍ପାନୀ ଇଣ୍ଡିଆନ୍ ଅଏଲ ଅନୁସାରେ ବୁଧବାର ଦିଲ୍ଲୀରେ ପେଟ୍ରୋଲ…

ରାଜ୍ୟରେ ଆଜି ୨୩୧ ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଶୂନ୍

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜ୍ୟରେ ୬ ମାସ ପରେ କରୋନା ମୃତ୍ୟୁ ସଂଖ୍ୟା ଶୂନ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ ମୃତ୍ୟୁ ହୋଇନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଲିଙ୍ଗରାଜ ଦର୍ଶନ: ବୟସସୀମା ନେଇ ହଟିଲା କଟକଣା

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଏଣିକି ସର୍ବସାଧାରଣ କରିପାରିବେ ଲିଙ୍ଗରାଜଙ୍କ ଦର୍ଶନ । ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପୂର୍ବରୁ ବୟସସୀମା ନେଇ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଏଣିକି ସବୁ ବୟସର ଲୋକ…

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ: ଡିଏମଇଟି

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): କେନ୍ଦ୍ର ସୂଚନା ଅନୁସାରେ ଆଗାମୀ ୧୦ ଦିନ ଭିତରେ ଓଡିଶାରେ ପହଞ୍ଚିବ ଟିକା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ‘ଟିକା ପହଞ୍ଚିବା…

RSP ରେ ବିଷାକ୍ତ ଗ୍ୟାସ୍ ଲିକ୍: ୨ ମୃତ

ରାଉରକେଲା,୬ ।୧(ଓଡିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଘଟିଛି ଅଘଟଣ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଚାଲିଯାଇଛି ୨ ଜୀବନ । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ୨ ଶ୍ରମିକ ମୃତ ।…