Browsing Category

Breaking News

ନୂଆ ସଂସଦ ଭବନ ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୫ା୧: କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ଗ୍ରୀନ ସିଗନାଲ ମିଳିଛି । ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି । ନୂଆ ସଂସଦ ଭବନ ନିର୍ମାଣ…

ରାଜ୍ୟରେ ଆଜି ୧୯୮ ପଜିଟିଭ୍ ଚିହ୍ନଟ, ୨ ମୃତ

ଭୁବନେଶ୍ୱର,୫।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ମାହାଙ୍ଗା ଡବଲ ମର୍ଡର: ମୁଖ୍ୟ ଅଭିଯୁକ୍ତ ସହ ୪ ଅଟକ

ମାହାଙ୍ଗା, ୫ା୧ (ଓଡିଶା ଭାସ୍କର): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । କଟକ ଗ୍ରାମାଞ୍ଚଳ ଥାନା ପୋଲିସ…

କରୋନା ଷ୍ଟ୍ରେନର ବ୍ୟାପକ ସଂକ୍ରମଣ: ଏହି ଦେଶରେ ଲାଗୁ ହେଲା ପୁଣି ଲକଡାଉନ

ନୂଆଦିଲ୍ଲୀ, ୫ା୧: କିଛି ଦେଶରେ କରୋନାର ସଂକ୍ରମଣ ହ୍ରାସ ପାଉଥିବା ବେଳେ ବ୍ରିଟେନରେ ନୂଆ ଷ୍ଟ୍ରେନର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ…

ଦେଶରେ ଦିନକରେ ୨୦୧ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୫ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୮୫୦କୁ ବୃଦ୍ଧି ପାଇଛି । ଦିନକରେ ୧୬ ହଜାର ୩୭୫ ଜଣ ଆକ୍ରାନ୍ତ ହୋଇଥିବା…

୮ରେ ପୁଣି ହେବ କେନ୍ଦ୍ର-କୃଷକ ଆଲୋଚନା

ନୂଆଦିଲ୍ଲୀ,୪ ।୧: ନୂଆ କୃଷି ଆଇନକୁ ନେଇ ଆଜି କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ହୋଇଥିବା ୭ମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । କିନ୍ତୁ ଆଜି ବି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ଫଳରେ…

ଭୁଶୁଡ଼ିବ ଡିଏମକେ: ଷ୍ଟାଲିନଙ୍କ ବିରୋଧରେ ଓହ୍ଲାଇଲେ ଆଲାଗିରି

ମଦୁରାଇ, ୪ା୧: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ କନିଷ୍ଠ ପୁତ୍ର ତଥା ଦ୍ରାବିଡ଼ ମୁନେତ୍ରା କାଝାଗମ (ଡିଏମକେ)ର ସଭାପତି ଏମକେ ଷ୍ଟାଲିନଙ୍କ ବିରୋଧରେ ଜ୍ୟେଷ୍ଠ ପୁତ୍ର ଆଲାଗିରି ବିଦ୍ରୋହ ଆରମ୍ଭ…

ବିଜେପିରୁ ଭଗବାନ ନାୟକ ନିଲମ୍ବିତ

ପୁରୀ,୪ ।୧(ଓଡିଶା ଭାସ୍କର): ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଆଜି ବିଜେପିରୁ ନିଲମ୍ବିତ ହୋଇଛନ୍ତି । ବିଜେପି ସଭାପତି ଭାବେ କାର୍ଯ୍ୟ କରୁଥିବା ଭଗବାନ ନାୟକଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସଭାପତି ସମୀର…

ବିନା ମାସ୍କରେ ବସିଲେ କ୍ୟାବରେ: ଗଣିଲେ ୫୦ ହଜାର ଜରିମାନା

ଭାନକୋଭର, ୪ା୧: ଦିନ ଥିଲା ଲୋକେ କରୋନାକୁ ନେଇ ବହୁତ ସଚେତନ ରହିବା ସହ କଟକଣାକୁ ମାନୁଥିଲେ । ମାତ୍ର ଟିକା ଆସିବା ନେଇ ଚର୍ଚ୍ଚା ହେବା ଦିନଠାରୁ କିଛି ଲୋକ କରୋନା ଗାଇଡଲାଇନକୁ ମାନୁ ନଥିବା ଦେଖା ଯାଉଛି । ଏହିପରି…

ଚଳିତମାସ ଶେଷ ସୁଦ୍ଧା ଓଡିଶାକୁ ଆସିପାରେ କରୋନା ଟିକା

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଚଳିତ ମାସ ଶେଷ ସୁଦ୍ଧା ଓଡିଶାକୁ କରୋନା ଟିକା ଆସିପାରେ ବୋଲି ଆଶା ପ୍ରକାଶ କରିଛନ୍ତି…