Browsing Category
Breaking News
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ
ଖୋର୍ଦ୍ଧା, ୪ ।୧ (ଓଡିଶା ଭାସ୍କର) : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମାହୂତି ଉଦ୍ୟମ କରିଛନ୍ତି…
ରାଜ୍ୟରେ ଆଜି ୧୮୩ ପଜିଟିଭ୍ ଚିହ୍ନଟ, ୨ ମୃତ
ଭୁବନେଶ୍ୱର,୪।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…
ଟିକା ଆସିଲେ ତତକ୍ଷଣାତ୍ ଟିକାକରଣ
ନୂଆଦିଲ୍ଲୀ,୪ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛି । ୨ ଟି ଟିକାକୁ ଡିସିଜିଆଇର ଅନୁମୋଦନ ପରେ ଡିଏମଇଟି ସିବିକେ…
ଏହି କାରଣରୁ ବିବାହ ପରେ ଝିଅମାନେ ମୋଟା ହୋଇଯାଆନ୍ତି, ଜାଣନ୍ତୁ କାରଣ
ଭାରତୀୟ ସମାଜରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ବିବାହ ପରେ ଉଭୟ ପୁଅ ଓ ଝିଅଙ୍କର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ହୋଇଥାଏ । ବିଶେଷ କରି ଝିଅମାନଙ୍କର ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ…
ସେରମକୁ ଟିକା ପ୍ରସ୍ତୁତି ପାଇଁ ମିଳିଲା ଅନୁମତି
ନୂଆଦିଲ୍ଲୀ ୪ ।୧: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକ୍ସିନ ତିଆରି ପାଇଁ ଅନୁମତି ମିଳିଛି । କୋଭିସିଲ୍ଡ ଭ୍ୟାକ୍ସିନ ତିଆରି ପାଇଁ ସେରମକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ବିକ୍ରି ଉଦ୍ଦେଶ୍ୟରେ…
ଅଜଣା ଜନ୍ତୁ ଆକ୍ରମଣ: ୧୫ ଛେଳି ମୃତ
ଦେବଗଡ଼, ୪ା୧ (ଓଡିଶା ଭାସ୍କର): ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅଞ୍ଚଳରେ ଏକ ଅଜଣା ଜନ୍ତୁର ଶିକାର ହୋଇ ୧୫ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଜଣେ ଛେଳି ଚରାଳି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଅଜଣା…
ଦେଶରେ ଦିନକରେ ୨୧୪ ମୃତ, ୧୬ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୪ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୬୪୯କୁ ବୃଦ୍ଧି ପାଇଛି । ଦିନକରେ ୧୬ ହଜାର ୫୦୫ ଜଣ ଆକ୍ରାନ୍ତ ହୋଇଥିବା…
ଶପଥ ନେଲେ ମୁଖ୍ୟ ବିଚାରପତି ଏସ.ମୁରଲୀଧର
ଭୁବନେଶ୍ୱର, ୪ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଏସ.ମୁରଲୀଧର ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
S Muralidhar takes oath as Chief Justice of Orissa High Court.
Cuttack, 4/1: In a recent development Justice S Muralidhar takes oath as Chief Justice of Orissa High Court.
He was administered the oath of office by Governor Ganeshi Lal at…
ଆସନ୍ତାକାଲିଠାରୁ ରାଜ୍ୟର ଏହି ସ୍ଥାନମାନଙ୍କରେ ଘନକୁହୁଡ଼ି ଅନୁଭୂତ ହେବ, ଜାଣନ୍ତୁ କେଉଁଠି
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଜାରି ରହିବ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ହେତୁ ୟେଲୋ…