Browsing Category

Breaking News

ଏହି କାରଣରୁ ବିବାହ ପରେ ଝିଅମାନେ ମୋଟା ହୋଇଯାଆନ୍ତି, ଜାଣନ୍ତୁ କାରଣ

ଭାରତୀୟ ସମାଜରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ବିବାହ ପରେ ଉଭୟ ପୁଅ ଓ ଝିଅଙ୍କର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ହୋଇଥାଏ । ବିଶେଷ କରି ଝିଅମାନଙ୍କର ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ…

ସେରମକୁ ଟିକା ପ୍ରସ୍ତୁତି ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ ୪ ।୧: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକ୍ସିନ ତିଆରି ପାଇଁ ଅନୁମତି ମିଳିଛି । କୋଭିସିଲ୍ଡ ଭ୍ୟାକ୍ସିନ ତିଆରି ପାଇଁ ସେରମକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ବିକ୍ରି ଉଦ୍ଦେଶ୍ୟରେ…

ଅଜଣା ଜନ୍ତୁ ଆକ୍ରମଣ: ୧୫ ଛେଳି ମୃତ

ଦେବଗଡ଼, ୪ା୧ (ଓଡିଶା ଭାସ୍କର): ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅଞ୍ଚଳରେ ଏକ ଅଜଣା ଜନ୍ତୁର ଶିକାର ହୋଇ ୧୫ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଜଣେ ଛେଳି ଚରାଳି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଅଜଣା…

ଦେଶରେ ଦିନକରେ ୨୧୪ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୪ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୬୪୯କୁ ବୃଦ୍ଧି ପାଇଛି । ଦିନକରେ ୧୬ ହଜାର ୫୦୫ ଜଣ ଆକ୍ରାନ୍ତ ହୋଇଥିବା…

ଶପଥ ନେଲେ ମୁଖ୍ୟ ବିଚାରପତି ଏସ.ମୁରଲୀଧର

ଭୁବନେଶ୍ୱର, ୪ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଏସ.ମୁରଲୀଧର ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

ଆସନ୍ତାକାଲିଠାରୁ ରାଜ୍ୟର ଏହି ସ୍ଥାନମାନଙ୍କରେ ଘନକୁହୁଡ଼ି ଅନୁଭୂତ ହେବ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଜାରି ରହିବ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ହେତୁ ୟେଲୋ…

୬ରୁ ଖୋଲିବ ପାଇକମାଳର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର

ବରଗଡ଼, ୩ା୧ (ଓଡିଶା ଭାସ୍କର): ଆସନ୍ତା ୬ ତାରିଖରୁ ଖୋଲିବ ବରଗଡ଼ ଜିଲ୍ଲାର ପାଇକମାଳର ନୃସିଂହନାଥ ମନ୍ଦିର । ତେବେ ମନ୍ଦିର ଖୋଲିବାର ପ୍ରଥମ ୭ ଦିନ ବରଗଡ଼ ଜିଲ୍ଲାବାସୀଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ବରଗଡ଼ ଜିଲ୍ଲାପାଳ…

ଅନ୍ତିମ ସଂସ୍କାରରୁ ଅନ୍ତିମ ଯାତ୍ରା: ଶ୍ମଶାନ କାନ୍ଥ ଭୁଶୁଡ଼ି ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩ା୧): ଦିଲ୍ଲୀର ଗାଜିଆବାଦରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଶ୍ମଶାନ ଛାତ ଭୁଶୁଡ଼ି ପଡ଼ିବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା…

ଜାଣନ୍ତୁ କରୋନା ଟିକା ପାଇଁ କେମିତି କରିବେ ପଞ୍ଜିକରଣ, କଣ ରହିଛି ନିୟମ

ନୂଆଦିଲ୍ଲୀ, ୩ା୧: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ୩ଟି ପର୍ଯ୍ୟାୟରେ ଦେଶବାସୀଙ୍କୁ ଟିକା…