Browsing Category

Breaking News

ପରୀ ମାମଲାର ଚାର୍ଜଫ୍ରେମ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟା ମାମଲା । ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍ । ଦଫା ୩୦୨, ୩୭୬ କ ଏବଂ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ୍ । ୬ ପକ୍ସୋ ଆକ୍ଟରେ ମଧ୍ୟ…

କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ, ମଉକା ଦେଖି ପଶି ଆସିଲା

ଓଡ଼ିଶା ଭାସ୍କର ବ୍ୟୁରୋ: କୋଟିଆ ଲୋଭ ଛାଡ଼ୁନି ଆନ୍ଧ୍ର । ପୁଣି କରିଛି ଅନୁପ୍ରବେଶ । କୋଟିଆରେ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ପକାଇଛି ଆନ୍ଧ୍ର । ଓଡ଼ିଶାର ନେତା ଓ ଅଧିକାରୀ ସେଠାରୁ ଫେରି ଆସିବା ପରେ ଆନ୍ଧ୍ର…

ହିନ୍ଦୀରେ ଉତ୍ତର ମିଳିବାରୁ ହାଇକୋର୍ଟରେ ପହଞ୍ଚିଲେ ସାଂସଦ, କେନ୍ଦ୍ରକୁ ଅଦାଲତ କହିଲେ- କେବଳ ଇଂରାଜୀରେ ଉତ୍ତର ଦିଅ

ନୂଆଦିଲ୍ଲୀ: ମଦ୍ରାସ୍ ହାଇକୋର୍ଟର ମଦୁରାଇ ବେଞ୍ଚ ଗୁରୁବାର ଦିନ ସରକାରୀ ଭାଷା ଆଇନ, ୧୯୬୩ କୁ କଡାକଡି ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଇଂରାଜୀରେ ଚିଠି ପାଇବା ପରେ…

ମହିଳାଙ୍କୁ ଦଣ୍ଡସ୍ୱରୂପ ହତ୍ୟା ପରେ ଶବକୁ କୁକୁରକୁ ଖୁଆଏ ତାଲିବାନ, ବର୍ବରତାର ଶିକାର ହୋଇଥିବା ମହିଳା କହିଲେ ହୃଦୟଥରା କାହାଣୀ

ନୂଆଦିଲ୍ଲୀ: ଭୟଙ୍କର ତାଲିବାନୀ ସରକାରକୁ ନେଇ ଆଫଗାନିସ୍ତାନ ବାସିନ୍ଦା ଭୟରେ ଥରହର ହୋଇ ବଞ୍ଚୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଲୋକମାନେ ଯେଉଁଆଡ଼େ ପାରୁଛନ୍ତି ଚାଲିଯାଉଛନ୍ତି । ତାଲିବାନୀ ମାନେ କେତେ…

ପିହୁ ନିଖୋଜ ମାମଲା; ରିପୋର୍ଟ ତଲବ କଲେ ଏନଏଚଆରସି

ଯାଜପୁରର ବହୁଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ମାମଲା । ରାଜ୍ୟ ପୋଲିସ ଡିଜିଙ୍କୁ ଜବାବ ତଲବ କଲେ ଏନଏଚଆରସି । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି । ଗାଁ ଦାଣ୍ଡରେ ଖେଳୁଥିବା…

ଚାକିରୀ ଦେବୁ ବୋଲି କହି ଚଳନ୍ତା କାରରେ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶ ଆଗକୁ ବଢ଼ିବା ସହିତ ବିଭିନ୍ନ ପ୍ରାନ୍ତରୁ ଅପରାଧର ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଖୋଦ୍ ଜାତୀୟ ରାଜଧାନୀ ଦିଲ୍ଲୀରୁ ମହିଳାଙ୍କ ପ୍ରତି କରାଯାଇଥିବା ଏକ କ୍ରୁର ଅପରାଧର ଖବର ସାମନାକୁ ଆସିଛି ।…

ରାକ୍ଷୀ ସ୍ପେଶାଲ୍: ଗତ ୨୬ ବର୍ଷ ହେଲା ମୋଦୀଙ୍କ ପାଇଁ ଖାସ୍ ରାକ୍ଷୀ ତିଆରି କରୁଛନ୍ତି ତାଙ୍କର ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ: ରାକ୍ଷୀ ପର୍ବ ପାଖେଇ ଆସୁଛି । ତେଣୁ ଭଉଣୀ ମାନେ ସେମାନଙ୍କ ପ୍ରିୟର ଭାଈ ହାତରେ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । କିଏ ନିଜେ ଘରେ ରାକ୍ଷୀ ତିଆରି କରୁଛି ତ କିଏ ଦୋକାନରୁ ଭଳିକି…

ଚଳନ୍ତା ଟ୍ରେନରେ ଡ୍ରାଇଭର୍ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ ଏହାର ଉତ୍ତର…

ଓଡ଼ିଶା ଭାସ୍କର ବ୍ୟୁରୋ: ଚଳନ୍ତା ଟ୍ରେନ୍ ରେ ଡ୍ରାଇଭର୍ ଶୋଇଗଲେ କଣ ହେବ? ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ ନିଶ୍ଚୟ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର । ଯଦି ଲୋକୋ ପାଇଲଟ୍ ଚଳନ୍ତା ଟ୍ରେନ୍ ରେ ୧…

ବୋହୂର ଅଭିଯୋଗ ଭିତ୍ତିହୀନ: ଭର୍ତ୍ତୃହରି, କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ବୋହୂ ଆଣିଲେ ସାଂଘାତିକ ଅଭିଯୋଗ । ୨୦୧୬ରେ ଦେଢ଼କୋଟି ଟଙ୍କା ଯୌତୁକ ଦାବିରେ ଦିଆଯାଇଥିଲା କିନ୍ତୁ ତଥାପି ତାଙ୍କୁ ନିର୍ଯାତନା ଦିଆଗଲା । ଏପରିକି ଘରୁ ତଡ଼ି ଦିଆଗଲା ବୋଲି ବରିଷ୍ଠ ରାଜନେତା…

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ମୋତିଆବିନ୍ଦୁ ସର୍ଜରୀ ସଫଳ, ଡିସଚାର୍ଜ ପରେ ଭବନକୁ ଫେରିଲେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଗୁରୁବାର ଦିନ ମୋତିଆବିନ୍ଦୁ ସର୍ଜରୀ ସଫଳ ହୋଇଛି । ତେଣୁ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ରାଷ୍ଟପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଭବନ…