Browsing Category

Breaking News

ଭାରତରେ ଆଶ୍ରୟ ନେଇପାରିବେ ଅଫଗାନ୍ ନାଗରିକ, ଘୋଷଣା ହେଲା ନୂତନ ଭିସା କାଟାଗୋରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଆସିବାକୁ ଚାହୁଁଥିବା ଅଫଗାନ୍ ନାଗରିକ ମାନେ ଆରାମ୍ ରେ ଆସିପାରିବେ । ଏହି ପରିପ୍ରେକ୍ଷୀରେ ଭାରତ ଆସିବାକୁ ଚାହୁଁଥିବା ଆବେନଦକାରୀଙ୍କ…

ତାଲିବାନ ପାଇଁ ଶକ୍ତିଶାଳୀ ହୋଇଉଠିବ ପାକିସ୍ତାନ, କଶ୍ମୀରରେ ବୃଦ୍ଧି ପାଇବ ଅଶାନ୍ତି: ବର୍ତ୍ତମାନ ସ୍ଥିତିରେ ଭାରତକୁ ବଦଳାଇବାକୁ ପଡ଼ିବ ରଣନୀତି

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱର ଫୋକସ୍ ଆଫଗାନିସ୍ତାନ ଉପରେ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ଜନସାଧାରଣ ବିକଳରେ ଦେଶ ଛାଡ଼ିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ସେଠାରେ ଫସି ରହିଥିବା…

କାବୁଲରୁ IAFର ବିମାନରେ ବାହାରିଲେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କାବୁଲ ଏୟାରପୋର୍ଟରେ ଦେଖାଯାଉଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ସି-୧୭ ବିମାନ ଭାରତ ଅଭିମୁଖେ ଉଡାଣ ଭରିଛି । ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ…

ଧ୍ୱଂସ ହୋଇଯିବ କି ବିଶ୍ୱ! ଭୂକମ୍ପରେ ଏହି ଦେଶରେ ୧୪୧୯ ଜଣଙ୍କ ମୃତ୍ୟୁ, ୬୦୦ ଆହତ

ନୂଆଦିଲ୍ଲୀ: ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଆଉ ଏକ ଦେଶକୁ ବିପଦ ଆସିଛି । ଲାଗୁଛି ସତେ ଯେପରି ବିଶ୍ୱକୁ…

‘ମୋତେ ଲୁହ ପୋଛିବାକୁ ପଡ଼ିବ’, କାନ୍ଦି କାନ୍ଦି କହୁଥିବା ଆଫଗାନିସ୍ତାନ ଯୁବତୀଙ୍କ Viral Video

କାବୁଲ: ଆଫଗାନିସ୍ତାନରେ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଯାଉଛି । ତାଲିବାନର ନିର୍ଦ୍ଦୟ ଶାସନରୁ ରକ୍ଷା ପାଇବା ପାଇଁ ଲୋକମାନେ ଆଫଗାନିସ୍ତାନ ଛାଡି ପଳାଉଛନ୍ତି । ସମଗ୍ର ଆଫଗାନିସ୍ତାନରେ ଲୋକମାନେ ଏଣେତେଣେ…

ଏହା ଦୁଃଖ ନୁହେଁ ତା’ଠାରୁ ଖୁବ୍ ଭୟଙ୍କର: ଆଫଗାନିସ୍ତାନବାସୀଙ୍କ ମୃତ୍ୟୁ ପୂର୍ବର ସଂଘର୍ଷକୁ ଦେଖୁଛି ସାରା ଦୁନିଆ (ଫଟୋ ଦେଖନ୍ତୁ)

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବର୍ତ୍ତମାନ ସାଧାରଣ ଜନତାଙ୍କ ଦୁଃଖ ବିଷୟରେ କହିବାକୁ ସତେ ଯେମିତି ଅଭିଧାନରେ ଭାଷା ନାହିଁ । ମୃତ୍ୟୁ ପୂର୍ବରୁ ଜଣେ ମଣିଷ ଯେପରି କିଛି ବି ଖାଇବାକୁ ବିକଳ ହୁଏ, ଅନୁରୂପ ଭାବେ…

ଆସିଲା କି ତୃତୀୟ ଲହର! ରାଜ୍ୟରେ ୭ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ଆଜି କେତେଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଉଛି କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ! ଏହି ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର…

ରାଜ୍ୟର ୧୨ ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ । ରାଜ୍ୟ ସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ ଆରଏମଆରସି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଭର…

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ: ଆଜି ୭୨୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…