fbpx
Browsing Category

Breaking News

ପ୍ରବଳ ଝଡତୋଫାନ, ଗଛ ଭାଙ୍ଗି ରାସ୍ତା ଅବରୋଧ

ମାଲକାନଗିରି ମୋଟୁ  ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ବର୍ଷା ପବନ ହେବା ଫଳରେ ରାସ୍ତା କଡରେ ଥିବା ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଛି। ଯାହା ଫଳରେ ଏହି ରାସ୍ତା ଆନ୍ଧ୍ରକୁ ଯୋଗାଯୋଗ କରୁଥିବାରୁ ମାଲକାନଗିରି ରୁ…

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତାକାଲିଠାରୁ ସ୍ଲଟ୍ ବୁକିଂ

ଭୁବନେଶ୍ୱର, ୧୦/୬(ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ଆରମ୍ଭ ହେବ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା କାଲିଠାରୁ ସକାଳ ୭ଟାରୁ ସ୍ଲଟ୍ ବୁକିଂ ହେବ । ୨୯ ତାରିଖରୁ ଲର୍ଣ୍ଣିଂ…

ଅନୁଷ୍କା ଶର୍ମାଙ୍କ ‘ବୁଲବୁଲ’ର ଫାଷ୍ଟ ଲୁକ୍ ଲିକ୍

ବଲିଉଡର ସଫଳ ହିରୋଇନ୍ ସାଜିଥିବା ଅନୁଷ୍କା ଶର୍ମା ନିଜର ପ୍ରଡକ୍ସନ ହାଉନରେ ନିମର୍କିତ ୱେବ ସିରିଜ୍’ପାତାଳ ଷଳାକ୍’ ପରେ ଖୁବଶୀଘ୍ର ‘ବୁଲବୁଲ’ ଫିଲ୍ମରେ ନଜର ଆସିବେ । ଏହି ସିନେମାର ପ୍ରଥମ ଲୁକ୍ ମଧ୍ୟ ଆଜି ରିଲିଜ୍…

୧୫ଜୁନ ପରେ ବଢ଼ିବ କି ଲକଡାଉନ , ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ, ୧୦ା୬: କରୋନା ସ୍ଥିତି ଦେଶରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେଣୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିଲା । ଏବେ ଅନଲକ ୧ରେ ସମ୍ପୂର୍ଣ୍ଣ ଲକଡାଉନ ନରହିଥିଲେ ମଧ୍ୟ କିଛିଟା କ୍ଷେତ୍ରରେ କଟକଣା ମଧ୍ୟ…

ଜମି ଦାଖଲ ଖାରଜ ପାଇଁ ଆସିଲା ନୂଆ ନିୟମ, ଜାଣନ୍ତୁ

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ଜମି ମ୍ୟୁଟେସନ ବା ଦାଖଲ ଖାରଜ ପାଇଁ ନୂଆ ନିୟମ ଆସିଛି । ୭ଦିନ ଭିତରେ ଜମିର ମ୍ୟୁଟେସନ ବା ଦାଖଲ ଖାରଜ ହୋଇପାରିବ । ୭ଦିନରେ ଜମିର ମ୍ୟୁଟେସନ ବା ଦାଖଲ ଖାରଜ ହୋଇପାରିବ । ବିବାଦ…

ମୋ ବସରେ ଆରମ୍ଭ ହେବ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ମୋ ବସରେ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା ଆରମ୍ଭ ହେବ । ବର୍ତ୍ତମାନ ୧୬ ଓ ୨୦ ନମ୍ବର ରୁଟରେ ଏହି ସବୁିଧା ଉପଲବ୍ଧ ରହିଛି । ପରେ ସବୁ ରୁଟ୍ରେ କ୍ୟୁଆର କୋଡ଼ ମାଧ୍ୟମରେ ଟିକେଟ…

ରାଜ୍ୟର ୬ ବିଶ୍ୱବିିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ରାଜ୍ୟର ୬ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି କରାଯାଇଛି । ମହାମାରୀ କରୋନା ଦୃଷ୍ଟିରୁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କୁଳାଧିପତି । ଉକ୍ରଳ, ଗଙ୍ଗାଧର ମେହେର,…

ରାଜଧାନୀରେ ଆଜି ଚିହ୍ନଟ ହୋଇଥିବା ୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲ କର୍ମଚାରୀ

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଆଜି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଜଣେ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲରୁ ଓ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା…