Browsing Category

ଶିକ୍ଷା

ପିଲାଙ୍କ ଆଡମିସନରେ QR Code କରିବ ସାହାଯ୍ୟ : ସରକାରଙ୍କ ନୂଆ ପ୍ରୟାସ

ନୂଆଦିଲ୍ଲୀ: ବର୍ତ୍ତମାନ ଅଧିକାଂଶ ପେମେଣ୍ଟ ଲୋକେ ଡିଜିଟାଲ ମାଧ୍ୟମରେ କରୁଥିବାର ଦେଖାଦେଉଛି । ମାତ୍ର କ୍ୟୁଆର, କୋଡକୁ ସ୍କାନ କରି ଟଙ୍କା ପୈଠ କରାଯାଇ ପାରୁଛି । ଫଳରେ ଲୋକଙ୍କ ପାଖରେ ନଗଦ ଟଙ୍କା ରଖିବା ମଧ୍ୟ କମ୍…

ସବୁ ଚର୍ଚ୍ଚା ମିଛ, ଯୁକ୍ତଦୁଇ ଇତିହାସ ବହିରୁ ମୁଗଲ ବିଷୟ ବାଦ୍ ପଡ଼ିନି: ସ୍ପଷ୍ଟ କଲେ NCERT ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଯୁକ୍ତଦୁଇ ଇତିହାସ ବହିରୁ ମୋଗଲ ବିଷୟ ହଟାଯିବା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି)ର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ…

ବଡ଼ ନିଷ୍ପତ୍ତି: ନର୍ସିଂ ପଢ଼ିବା ପାଇଁ NEET ପରୀକ୍ଷା ଦେବାକୁ ପଡ଼ିବ, ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନର୍ସିଂକୁ ନେଇ କ୍ୟାରିୟର କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ସରକାର ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସ.ସି ନର୍ସିଂ ପଢ଼ିବାକୁ ହେଲେ ଏଣିକି…

ସାମ୍ବାଦିକତା ଡିଗ୍ରୀ ଥିଲେ ମିଳିବ ସରକାରୀ ଚାକିରି: ମାସକୁ ୬୦ ହଜାର, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କୁ…

୬ରୁ ଆରମ୍ଭ ହେବ JEE ମେନ୍ ସିଜନ ୨ ପରୀକ୍ଷା: ଜାଣନ୍ତୁ କିପରି ଡାଉନଲୋଡ କରିବେ ଆଡମିଟ୍ କାର୍ଡ଼ ?

ନୂଆଦିଲ୍ଲୀ : ଜାତୀୟ ପରୀକ୍ଷା ଏଜେନ୍ସି ତରଫରୁ ମିଳିତ ପ୍ରବେଶିକା ପରୀକ୍ଷା JEE ମେନ୍ ୨୦୨୩ର ଦ୍ୱିତୀୟ ସିଜନ ପରୀକ୍ଷା ଏପ୍ରିଲ ୬ରୁ ଆରମ୍ଭ ହେବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଜେନ୍ସି ଆଜି ଆଡମିଟ୍ କାର୍ଡ ଜାରି…

ନୂଆ ଶିକ୍ଷାବର୍ଷରେ ପିଲାମାନେ ପଢ଼ିବେନାହିଁ ମୋଗଲ ଇତିହାସ : ନୂଆ ଅଧ୍ୟାୟକୁ ହଟାଇବା ଉପରେ ଆସିଲା ଶିକ୍ଷାମନ୍ତ୍ରୀଙ୍କ ବୟାନ୍

ନୂଆଦିଲ୍ଲୀ: ଦେଶରେ ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି । ପୁସ୍ତକଗୁଡ଼ିକର ଅଧ୍ୟାୟରେ ସଂଶୋଧନ କରାଯାଉଛି । ଏହି କ୍ରମରେ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ନିଜ…

SSC CGL 2023ର ବିଜ୍ଞପ୍ତି ଜାରି: ୭୫୦୦ ପଦବୀ ପାଇଁ ଆବେଦନ ଆରମ୍ଭ, ମେ’ ୩ ପର୍ଯ୍ୟନ୍ତ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ଷ୍ଟାଫ୍ ସିଲେକ୍ସନ୍ କମିଶନ ମିଳିତ ସ୍ନାତକ ସ୍ତର ପରୀକ୍ଷା ଯଥା ସିଜିଏଲ ୨୦୨୩ ର ବିଜ୍ଞପ୍ତି ଜାରି କରିଛି । ଯେଉଁ ପ୍ରାର୍ଥୀମାନେ ଏସଏସସି ସିଜିଏଲ ଅଧୀନରେ ପ୍ରକାଶିତ ବମ୍ପର ପୋଷ୍ଟ ପାଇଁ ଆବେଦନ କରିବାକୁ…

ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ନିମନ୍ତେ ୩ ଲକ୍ଷରୁ ଅଧିକ ଶିକ୍ଷକ ଆବଶ୍ୟକ; ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର…

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶାରେ ମାତୃଭାଷା ସମେତ ବିଭିନ୍ନ ଭାଷାରେ ଶିକ୍ଷାଦାନ ଲାଗି ୩ ଲକ୍ଷ ୩୧ ହଜାର ୩୩୬ ଜଣ ଭାଷା ଶିକ୍ଷକଙ୍କ ଆବଶ୍ୟକ ରହିଥିବା କେନ୍ଦ୍ରଶିକ୍ଷା ରାଷ୍ଟ୍ର ମନ୍ତ୍ରୀ…

ପ୍ରକାଶ ପାଇଲା ରେଜଲ୍ଟ: ମାଗଣାରେ ଦିଆଯିବ ସିଭିଲ୍ ସର୍ଭିସ୍ କୋଚିଂ, ମାର୍ଚ୍ଚ ୨୬ରେ ହୋଇଥିଲା ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବା ନେଇ ରାଜ୍ୟ ସରକାର ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ ।…

ଜାତୀୟ ରାଜପଥ ଓ ବିକାଶ ନିଗମ ପକ୍ଷରୁ ଆସିଲା ବଢ଼ିଆ ନିଯୁକ୍ତି ସୁଯୋଗ: ପ୍ରାର୍ଥୀଙ୍କୁ ମିଳିବ ହାଇ ପ୍ୟାକେଜ୍

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି । ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଏନଏଚଆଇଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜେନେରାଲ…