Browsing Category

City News

ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ଜଳିଗଲା କୋଟି କୋଟି ଟଙ୍କାର ସାମଗ୍ରୀ

ଭୁବନେଶ୍ବର: କଳ୍ପନା ସ୍ଥିତ ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । କମ୍ପୁଟର ସର୍ଟ ସର୍କିଟରୁ ଜଳିଗଲା କୋଟି କୋଟି ଟଙ୍କାର ଲୁଗାପଟା ଏବଂ ଆସବାବ ପତ୍ର । ବୁଧବାର ବିଲମ୍ବିତ ରାତିରେ ମା ତାରିଣୀ…

ରାତି ପାହିଲେ ରଥାରୂଢ ହେବେ ଚତୁଧାମୂର୍ତ୍ତି, ଆଜି ବିଜେ ହେବ ଆଜ୍ଞା ମାଳ

ପୁରୀ: ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନ ବେଦୀ ଛାଡି ନବଦିନାତ୍ମକ ଜନ୍ମ ସ୍ଥାନ ମାଉସୀ ମା' ମନ୍ଦିରକୁ ଯାତ୍ରା କରିବେ 3 ଭାଇ-ଭଉଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।…

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା, ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

ଭୁବନେଶ୍ବର: ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ । ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ । ଏନେଇ ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ।…

ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଜାଣନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି

ପୁରୀ: ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ 9 ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । 9.15 ରେ ମଙ୍ଗଳାର୍ପଣ ପରେ 9.30 ରୁ…

ଆସିବ EV ପଲିସି 2.0; ପରିବହନ ଓ ଶକ୍ତି ବିଭାଗର ମିଳିତ କର୍ମଶାଳା

ଭୁବନେଶ୍ବର: EV ପଲିସି-2021 ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ଆସିବ EV ପଲିସି 2.0; ପରିବହନ ଓ ଶକ୍ତି ବିଭାଗର ମିଳିତ କର୍ମଶାଳା । 2036 ସୁଦ୍ଧା 50 ପ୍ରତିଶତ ଯାନକୁ BEV କରିବା ଲକ୍ଷ ରଖାଯାଇଛି ।…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ ଆଡଭାଇଜରୀ, ଦେଖନ୍ତୁ ରୁଟ୍ ଚାଟ୍…

ପୁରୀ: ଆଉ ଦୁଇଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ସେଥିପାଇଁ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମଧ୍ୟ…

ପ୍ରବଳ ବର୍ଷା ଯୋଗୁଁ କଟକ ସିଡିଏରେ ଧସିଲା ରାସ୍ତା, ଯାତାୟାତ ବାଧାପ୍ରାପ୍ତ

କଟକ: ସିଡିଏରେ ଧସିଲା ରାସ୍ତା । ସିଡିଏ ସେକ୍ଟର 10 ଅଞ୍ଚଳରେ ଧସିଲା ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପ୍ରାୟ 20 ଫୁଟ ରାସ୍ତା ଦବିଲା । ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେପଟେ ରାସ୍ତା ଧସିବା…

ବୁଲା କୁକୁର ଗଣନା କରିବ BMC, ଖର୍ଚ୍ଚ ହେବ 12 ଲକ୍ଷ

ଭୁବନେଶ୍ବର: ବୁଲା କୁକୁର ଗଣନା କରିବ BMC । 67ଟି ୱାର୍ଡରେ ଥିବା ବୁଲା କୁକୁରଙ୍କ ସଂଖ୍ୟା ଗଣାଯିବ । କୁକୁର ଗଣନା ପାଇଁ ଏକ ଠିକା ସଂସ୍ଥାତୁ ଦାୟିତ୍ବ ଦେବ ବିଏମସି । ଏନେଇ 12 ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି…

ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ; 28 ଯାଏଁ ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 4 ଦିନ ଧରି ଲାଗି ରହିବ ବର୍ଷା । 28 ତାରିଖ ଯାଏଁ…

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍, ଏଥର ଶ୍ରୀକ୍ଷେତ୍ର ଜଗିବେ 200 ପ୍ଲାଟୁନ୍ ଫୋର୍ସ

ପୁରୀ: ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍ । 8 ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ କଣ୍ଟ୍ରୋଲ ବ୍ୟବସ୍ଥା…