Browsing Category

ଅପରାଧ

ରାଗ ପରମ ଚଣ୍ଡାଳ… ସିଗାରେଟ ପାଇଁ ମନା କରିବାରୁ ଗୁଳି ମାରିଲା ଯୁବକ, ମରଣ ସହ ଲଢ଼େଇ କରୁଛି ବାଳକ

ପାଟନା: ବିହାର ମୁଞ୍ଜର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୮ ବର୍ଷର କୁନି ପୁଅ ବିନା ଦୋଷରେ ଗୁଳିମାଡ଼ ଖାଇ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । କୁନି ପୁଅଟି ଘରପାଖ ଛକରେ ବସି ନିଆଁ…

Video: ଫାଙ୍କା ପଡିଛି ବିଦ୍ୟୁତ୍ ବିଭାଗ ଗାଡି, ଅଫିସ୍‌ରେ ଶୁଭୁନି ସାର୍ ସାର୍ ଡାକ…ନୀଳମାଧବଙ୍କୁ ଝୁରୁଛନ୍ତି କର୍ମଚାରୀ

ଯାଜପୁର: ନିଳମାଧବକୁ ଝୁରୁଛି ଗାଁ ମାଟି, ଆଉ ଝୁରୁଛନ୍ତି ସାଙ୍ଗ ସାଥି, ଏମିତି କି କି ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ତାକୁ ଆଉ ଅଫିସରେ ଦେଖିପାରୁନାହାଁନ୍ତି। ପଂଚଭୁତରେ ଲୀନ ହୋଇଯାଇଛନ୍ତି…

ଇଏ କି ମାନସିକତା…31 କୁକୁରକୁ ଏକାଥରେ ବ୍ରିଜରୁ ଛେଚିଦେଲେ, ସେଥିରୁ ମରିଗଲେ 20 ଜଣ

ନୂଆଦିଲ୍ଲୀ: ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । କିଛୁ ଦୁର୍ବୃତ୍ତ 31ଟି କୁକୁରଙ୍କୁ ଏକାସାଙ୍ଗରେ ଗୋଟିଏ ବିରାଟକାୟ ବ୍ରିଜ ଉପରେ ଛିଡ଼ା ହୋଇ ତଳକୁ ଫିଙ୍ଗି ଦେଇଛନ୍ତି । ଫଳରେ…

ଯୁବକଙ୍କ ଲାଇଭ୍ ସୁସାଇଡ୍ ଘଟଣା: ପ୍ରେମିକାର ମାନସିକ ଚାପ ଓ ପ୍ରତାରଣା ଯୋଗୁଁ ଆତ୍ମହତ୍ୟା ଅଭିଯୋଗ

କେନ୍ଦୁଝର: ଭିଡିଓ କଲ କରି ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଘଟଣା। ଗାର୍ଲ ଫ୍ରେଣ୍ଡଙ୍କ ମାନସିକ ଚାପ ଓ ପ୍ରତାରଣା ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ପରିବାର ଲୋକେ। ଚଳିତ ମାସ…

କେନ୍ଦୁଝର: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ରଙ୍ଗିଲା ଅଧ୍ୟାପକ ଗିରଫ

କେନ୍ଦୁଝର: କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଜଣେ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ତୁଷ୍କର୍ମ ଉଦ୍ୟମକୁ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ଅଧ୍ୟାପକ ଅମୀୟ ଭୂଷଣ…

ପରକୀୟା କେଳେଙ୍କାରୀ: ୬ ଛୁଆଙ୍କୁ ଛାଡ଼ି ଭିକାରି ସହ ପଳାଇଲେ ମହିଳା, ଥାନାରେ ସ୍ୱାମୀ

ଲକ୍ଷ୍ନୌ: ୟୁପିର ହରଦୋଇର ହରପାଳପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭବନୀୟ ଘଟଣା। ଭିକ ମାଗିବାକୁ ଗାଁକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଫେରାର୍ ହେଲେ ୬ଟି ଛୁଆଙ୍କ ମା'। ସେପଟେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ…

ନିଆରା ନିଯୁକ୍ତି ଅଫର! ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇଲେ ମିଳିବ ୫ ଲକ୍ଷ, ୩ ଅଭିଯୁକ୍ତ ଗିରଫ

ପାଟନା: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଜ୍ଞାପନ ପ୍ରକାଶିତ ହେଉଛି ଯାହା ମୋଟା ଅଙ୍କର ଟଙ୍କା ରୋଜଗାର କରିବା ନାଁରେ ଲୋକଙ୍କୁ ଭୂଆଁ ବୁଲାଉଛି । ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇବା ନାଁରେ…

ଠକ ହଂସିତାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଆୟକର ବିଭାଗ ଜାଲରେ ଛନ୍ଦି ହେଲେ ଠକ ହଂସିତା ଅଭିଲିପ୍ସା । ହଂସିତାଙ୍କ ଘରେ IT ରେଡ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଜାରି ରଖିଛି ଆୟକର ବିଭାଗ । ଅନିଲ ଓ…

Video: ଭକ୍ତଙ୍କ ବୋଦା ଖାଇଗଲେ ମନ୍ଦିର ଟ୍ରଷ୍ଟି.. ସାମନାକୁ ଆସିଲା ମା’ ରାମଚଣ୍ଡୀ ମନ୍ଦିର କେଳେଙ୍କାରୀ କଥା

କେନ୍ଦ୍ରାପଡ଼ା: ଚାଲିଥିଲା ଗୋଟେ କେଳେଙ୍କାରୀର ତଦନ୍ତ..ଗୁମର ଫିଟିଲା ଆଉ ଗୋଟେ କେଳେଙ୍କାରୀର। ଗୋଟେ ପରେ ଗୋଟେ ଖେଲୁଛି ଦରିଆପାରି ମା ରାମଚଣ୍ଡୀ ମନ୍ଦିରର ପୂର୍ବତନ ଟ୍ରଷ୍ଟିଙ୍କ କେଳେଙ୍କାରୀର ଲମ୍ବା ଚିଠା।…

ପ୍ରଥମେ ମହିଳାଙ୍କୁ ଛଟପଟ କରି ମାରିଲା, ଜୀବନ ଥିବାବେଳେ ଦେହରୁ ଚମଡ଼ା ଛେଲି ନେଇ ପିନ୍ଧିଲା 

ନୂଆଦିଲ୍ଲୀ: ରହସ୍ୟମୟ ଭାବେ ନିଖୋଜ ହୋଇଗଲେ ଜଣେ ୨୩ ବର୍ଷୀୟା ଯୁବତୀ। ସବୁଠି ତାଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସୁରାକ ମିଳିନଥିଲା। ଏହାର ଦୁଇ ମାସ ପରେ ନଦୀରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା।…