Browsing Category

ଅପରାଧ

କିଏ ବନ୍ଧୁ ପାଇଁ ଉପଯୁକ୍ତ, ପ୍ରକୃତ ବନ୍ଧୁ କାହାକୁ କହିବା, ବନ୍ଧୁ ତିଆରି କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା…..

ଓଡିଶା ଭାସ୍କର: ମିତ୍ରତା! କେତେ ସୁନ୍ଦର ଶବ୍ଦ । ଯାହାର ପରିକଳ୍ପନା କରିବା ମଧ୍ୟ କଷ୍ଟକର । ଶବ୍ଦ ଓ ଭାବରୁ ବି ଉର୍ଦ୍ଧ୍ୱରେ ଥାଏ ବନ୍ଧୁ । ଜନ୍ମ ପରେ ଏହା ପ୍ରଥମ ସଂପର୍କ ଥାଏ, ଯାହା ଆମେ ନିଜେ ତିଆରି କରିଥାଉ ।…

Video; ପୋଲିସ ହାତରେ ମଜନୁର ମୋବାଇଲ୍, ମୋବାଇଲରୁ ବାହାରିଲା ଗଦା ଗଦା ଭିଡ଼ିଓ, ୬୨ ଜଣ ମହିଳାଙ୍କ ସହ କାଟିଛି ରାତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୋଲିସ ହାତରେ ମଜନୁର ମୋବାଇଲ୍, ମୋବାଇଲରୁ ବାହାରିଲା ଗଦା ଗଦା ଭିଡ଼ିଓ ୬୦ ଜଣ ମହିଳାଙ୍କ ସହ ରାତି କାଟିଛି । ସାମ୍ବାଦିକ ଅଶ୍ଚର୍ଯ୍ୟ, ପୋଲିସ ବି ଆଶ୍ଚର୍ଯ୍ୟ, ଖବର ଶୁଣି ଲୋକେ ବି…

ସୋମାଲିଆର ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ; ଶତାଧିକ ଲୋକ ଆହତ, ୩୨ ମୃତ

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର କୂଳରେ ବନ୍ଧୁକଧାରୀଙ୍କ ଆତ୍ମଘାତୀ ଆକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି । ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ…

Video; ତାଜମହଲରେ ଗଙ୍ଗାଜଳ ଢ଼ାଳି ଗିରଫ ହେଲେ ୨ ଯୁବକ, ‘ତେଜୋମହାଳୟା’କୁ ଶିବ ମନ୍ଦିର ବୋଲି କରୁଥିଲେ ଦାବି

ନୂଆଦିଲ୍ଲୀ: ତାଜମହଲ ବିଷୟରେ ଅନେକ ସମୟରେ ଦାବି କରାଯାଏ ଯେ ଏହା ମୁମତାଜଙ୍କ ସମାଧି ନୁହେଁ, ବରଂ ଏକ ଶିବ ମନ୍ଦିର, ଯାହାକୁ ଶାହାଜାହାଁ ତାଜମହଲ ନିର୍ମାଣ ପାଇଁ ଭାଙ୍ଗି ଦେଇଥିଲେ। ଯଦିଓ ଏହି ଦାବିକୁ ପ୍ରମାଣିତ କରିବା…

ତୁଣ୍ଡରେ ଶିବ, କାମରେ ହିଂସା… କାଉଡ଼ି ଯାତ୍ରାରେ ହତ୍ୟାର ଖେଳ: ଜଣେ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଶ୍ରାବଣ ମାସରେ ବାବା ଭୋଳାନାଥଙ୍କ ଜଳାଭିଷେକ କରିବା ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଭକ୍ତିରେ ଶିବ ନାମ ଗାଇ ଗାଇ ଆଗେଇ ଯାଉଛନ୍ତି ଶୈବଭକ୍ତ । କିନ୍ତୁ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଦେଖିବାକୁ ମିଳିଛି…

Video; ମାଡ ମାରିଲେ ସରପଞ୍ଚ, କାନ୍ଦି କାନ୍ଦି କହୁଛନ୍ତି ପ୍ରଧାନ ଶିକ୍ଷକ, ‘ମୋତେ ଏଠୁ ଟ୍ରାନ୍ସଫର କରିଦିଅ’

କଟକ: (ଓଡ଼ିଶା ଭାସ୍କର) କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅଧିନସ୍ଥ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମାଡ଼ । ପ୍ରଧାନଶିକ୍ଷକ ମନୋରଞ୍ଜନ ଧଳ ଅଭିଯୋଗ କରିଛନ୍ତି କି ସ୍ଥାନୀୟ ସରପଞ୍ଚ ତୁଷାର…

ପ୍ୟାରିସ୍ ଅଲିମ୍ପିକ୍ସ: ତୀରନ୍ଦାଜୀର ମିଶ୍ରିତ ଦଳଗତ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଅଙ୍କିତା-ଧୀରଜ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମିଶ୍ରିତ ଦଳ ୧/୮ ଏଲିମିନେସନ ରାଉଣ୍ଡରେ ଶୁକ୍ରବାର ଭାରତର ତୀରନ୍ଦାଜୀ ଦଳ । ଇଣ୍ଡୋନେସିଆର ଦିୟାନା ଚୋଇରୁନିସା ଓ ଆରିଫ ପାଙ୍ଗେଷ୍ଟୁଙ୍କୁ ୫-୧ ଗୋଲରେ ପରାସ୍ତ…

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଠାବ ହେଲା ଏତିକି ସମ୍ପତ୍ତି

ବାଲେଶ୍ୱର: ଆଜି ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ସମୟରେ ଜଣାପଡିଛି ଏହି ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ୮୫ଟି ପ୍ଲଟ ରହିଛି ବୋଲି ଜଣାପଡିଛି । ଡେଲାଙ୍ଗରେ…

ସ୍ତ୍ରୀକୁ ୩୩ ଥର ଛୁରୀ ଭୂଷି ବୀଭତ୍ସ ହତ୍ୟା ମାମଲା: ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

ଭୁବନେଶ୍ୱର: ସ୍ତ୍ରୀକୁ ନିର୍ମମ ହତ୍ୟା ମାମଲାରେ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅତିିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦ୍ୱିତୀୟ । ମୃତ୍ୟୁ ଦଣ୍ଡାଦେଶ ପରେ ପେନ୍ ଭାଙ୍ଗିଥିଲେ ଜଜ୍ । ସର୍ବନିମ୍ନ ଦଣ୍ଡାଦେଶ ପାଇଁ…

କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବଡ଼ ଘୋଟାଲା: ୧୪୭ କୋଟିର ମହାଦୁର୍ନୀତିରେ ସାମିଲ ଥିବା ଅସାଧୁଙ୍କ ଉପରେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ଓଡିଶା ସମବାୟ ବ୍ୟାଙ୍କରେ ଘଟିଛି ମହାଦୁର୍ନୀତି । ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବାର ଜଣାପଡିଛି । କେବଳ ଏହି ବ୍ୟାଙ୍କ ନୁହେଁ, ୧୩ଟି ଅର୍ବାନ କୋ-ଅପରେଟିଭ୍‌…