CHARIDHAM
Browsing Category

ଅପରାଧ

ଭୁବନେଶ୍ବରରେ ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା ଘଟଣା; ବନ୍ଧା ହେଲା ଜହ୍ଲାଦ ସ୍ୱାମୀ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ବରରେ ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା ଘଟଣା । ବନ୍ଧା ହେଲା ଜହ୍ଲାଦ ସ୍ୱାମୀ । ଅଭିଯୁକ୍ତ ଦୋଷ ମାନିଛି କହିଲେ ଡିସିପି ପିନାକ ମିଶ୍ର । ଡିସିପି କହିଲେ, " ବଳିଷ୍ଠ…

Video; ଆକଟ ପାଇଁ ବଡ଼ ଭାଇକୁ ସାନ ଭାଇ ବିଷ ଦେଇ ମାରିବା ଘଟଣା, ଅଡିଓ ଭାଇରାଲ, ଆସିଲା ସାଙ୍ଘାତିକ ସତ…

ଭୁବନେଶ୍ୱର: ବଡ଼ ଭାଇକୁ ୪ ଥର ବିଷ ଦେଲା ସାନ ଭାଇ । କଷ୍ଟ ପାଇ ପାଇ ମରିଗଲା ବଡ଼ ଭାଇ । ଥରେ ନୁହେଁ ରାଗ ଏତେ ଥିଲାଯେ ଚାରି ଚାରି ଥର ବଡ଼ ଭାଇକୁ ବିଷ ଦେଇଦେଲା ସାନ ଭାଇ । ବଡ଼ ଭାଇ ଯେପର୍ଯ୍ୟନ୍ତ ନମରିଛି ସେପର୍ଯ୍ୟନ୍ତ…

ପ୍ରେମିକର ଜିଦି ମାନି ବ୍ଲାକମେଲର ଶିକାର ହେଲେ ଛାତ୍ରୀ, ଆଉ…

ନୂଆଦିଲ୍ଲୀ: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ଶାରୀରିକ ସମ୍ପର୍କ, ତା ପରେ ଯାହା ସବୁ ଘଟୁଛି ସମାଜକୁ ଅବସାଦଗ୍ରସ୍ତ କରିଦେଉଛି । ଦିନକୁ ଦିନ ଏମିତି ଘଟଣା ବ୍ୟାଧି ପରି ବ୍ୟାପିବାରେ ଲାଗିଛି । ଠିକ ଯେମିତି ଘଟିଛି ଉତ୍ତର…

ପରକୀୟା ପ୍ରୀତିର କରୁଣ ପରିଣତି! ଗୋଷ୍ଠୀ ସଂଘର୍ଷରୁ ରକ୍ତପାତ, ଗଡିଲା 5 ମୁଣ୍ଡ

ଭୁବନେଶ୍ବର: ସୁନ୍ଦରଗଡରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପରକୀୟା ପ୍ରୀତି ପାଇଁ ଗୋଷ୍ଠୀ ସଂଘର୍ଷ ହୋଇଛି । ତେବେ ଏହି ସଂଘର୍ଷରେ 5 ମୁଣ୍ଡ ଗଡିଥିବା ସୂଚନା ମିଳିଛି । କରମ ଡିହି ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ…

ଭୁବନେଶ୍ବରରେ ଚାଞ୍ଚଲ୍ୟ, ହୋଟେଲ ଭିତରେ ଗୋଡାଇ ଗୋଡାଇ ପନିକିରେ ହାଣି ହତ୍ୟା

ଭୁବନେଶ୍ବର:  ରାଜଧାନୀରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ । ହୋଟେଲ ଭିତରେ ଗୋଡାଇ ଗୋଡାଇ ପନିକିରେ ହାଣି ହତ୍ୟା କଲା ଦୁର୍ବୃତ୍ତ ।  ଡମଣା ଛକ ସ୍ଥିତ ଏକ ହୋଟେଲରେ ହତ୍ୟାକାଣ୍ଡ ହୋଇଛି । ଜଣେ…

ସଲମାନ ଖାନ ଓ ଜିଶାନ ସିଦ୍ଦିକିଙ୍କୁ ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ଓ ଏନସିପି ନେତା ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ମୁମ୍ବାଇ ପୁଲିସ ଉତ୍ତରପ୍ରଦେଶର ନୋଏଡାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ନ୍ୟୁଜ୍ ଏଜେନ୍ସି…

ଗର୍ଭବତୀ କର୍ମଚାରୀଙ୍କୁ ସିଡିପିଓଙ୍କ ନିର୍ଯାତନା ଅଭିଯୋଗ ମାମଲା; ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗର୍ଭବତୀ କର୍ମଚାରୀଙ୍କୁ ସିଡିପିଓଙ୍କ ନିର୍ଯାତନା ଅଭିଯୋଗ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଘଟଣାକୁ ଗୁରୁତ୍ବର ସହ ନେଇ କେନ୍ଦ୍ରାପଡ଼ା…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଗିରଫ ୩ ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: (ଓଡ଼ିଶା ଭାସ୍କର) ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର…

ସାଉଦୀରେ ୨୧ ହଜାର ଭାରତୀୟ-ନେପାଳୀ ଶ୍ରମିକଙ୍କୁ ହତ୍ୟା, ମାରିବା ପଛରେ ପ୍ରିନ୍ସ୍‌ଙ୍କ ହାତ ଥିବା ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ସାଉଦୀ ଆରବରେ ୨୧ ହଜାର ଭାରତୀୟ-ନେପାଳୀ ଶ୍ରମିକଙ୍କୁ ହତ୍ୟା କରାଯିବା ପଛରେ ପ୍ରିନ୍ସ୍‌ଙ୍କ ହାତ ଥିବା ନେଇ ହୋଇଛି ବଡ଼ ଖୁଲାସା । ପୁରା ବିଶ୍ୱରେ ନିଜର ସ୍ୱତନ୍ତ୍ରତା ଓ ତେଲ ଖଣି ପାଇଁ ପ୍ରସିଦ୍ଧି…

ହିନ୍ଦୁଙ୍କ ପାଇଁ ଯାହା କ୍ରୁର, ମୁସଲମାନଙ୍କ ପାଇଁ କାହିଁକି ନୁହେଁ: ମାଡ୍ରାସ ହାଇକୋର୍ଟ

ମାଡ୍ରାସ: ମାଡ୍ରାସ ହାଇକୋର୍ଟ ଟ୍ରିପଲ ତଲାକର ଏକ ମାମଲାକୁ ନେଇ ଶାଣିତ ଟିପ୍ପଣୀ ଦେଇଛନ୍ତି । ଶରିୟତ କାଉନସିଲକୁ ଭର୍ତ୍ସନା କରି ଏହା ଏକ ଘରୋଇ ସଂସ୍ଥା, କୋର୍ଟ ନୁହେଁ ବୋଲି କହିଛନ୍ତି । ଏକ ମୁସଲମାନ ଡାକ୍ତର…