Browsing Category
ଅପରାଧ
ଛି ଲଜ୍ଜ୍ୟା! ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲା ଯୁବକ: ଏବେ ପୋଲିସ ହେପାଜତରେ
କେନ୍ଦ୍ରାପଡା: ଗୋଟିଏ ନିରୀହ ନିର୍ବାକ ପଶୁ ଉପରେ ହୋଇଛି ଅମାନୁଷିକ ଅପରାଧ । ଅପ୍ରାକୃତିକ ଭାବରେ ଛେଳି ସହ ଯୌନ ସମ୍ପର୍କ ରଖିଥିବା ନେଇ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଛି । ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ…
‘Mo Bus’ରୁ ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ: ଝିଅ ଘରକୁ ଭାର ପାଇଁ ନେଉଥିଲେ ଟଙ୍କା
ବାରଙ୍ଗ: ଓଡିଶା ସରକାରଙ୍କ ତରଫରୁ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ 'ମୋ ବସ୍' ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି । ମୋ ବସ୍ ସେବାରେ ବୃଦ୍ଧି ପାଉଛି…
(Video) ଆହା କି ସ୍ନେହ! ମା’କୁ ଧରି ଗେହ୍ଲା କରୁଛି ନବଜାତ ଶିଶୁ: ଦେଖିଲେ ଆଖିରେ ଲୁହ ଆସିଯିବ
ନୂଆଦିଲ୍ଲୀ: ମା ହୋଇପାରେ ଗୋଟିଏ ଅକ୍ଷର । କିନ୍ତୁ ଏହି ଗୋଟିଏ ଅକ୍ଷର ଭିତରେ ଲୁଚି ରହିଛି ସାରା ସଂସାରର ଭଲ ପାଇବା, ଆଦର, ସ୍ନେହ ଆଉ ଯତ୍ନ । ନିଜ ସନ୍ତାନକୁ ଗର୍ଭରେ ଧରିବା ଦିନରୁ ଆରମ୍ଭ କରି ଶେଷ ନିଶ୍ୱାସ…
ଧରାପଡିଲେ ନାବାଳକ ଗାଡି ଚାଳକ: ୨୫ ହଜାର ଟଙ୍କାର ଜରିମାନା ଦେଲେ ଅଭିଭାବକ
ସମ୍ବଲପୁର: ଟ୍ରାଫିକ ନିୟମକୁ ଆହୁରି କଡାକଡି କରିଛି ଓଡିଶା ପୋଲିସ । ବିଶେଷ କରି ନାବାଳକ ଗାଡି ଚାଳନା ବିରୋଧରେ ପ୍ରଶାସନ ଜାରି କରିଛି ନୂଆ ନିୟମ । ନାବାଳକ ଗାଡି ଚାଳକ ଧରା ପଡିଲେ ଅଭିଭାବକଙ୍କ ପାଖରୁ ଜରିମାନା ଆଦାୟ…
ଉମେଶ ପାଲ ଅପହରଣ ମାମଲା : ଆତିକ ଅହମ୍ମଦଙ୍କ ସମେତ ୩ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ, ୭ ଜଣ ନିର୍ଦ୍ଦୋଷରେ ଖଲାସ
ନୂଆଦିଲ୍ଲୀ : ୧୭ ବର୍ଷ ପୁରୁଣା ଅପହରଣ ମାମଲାରେ ବାହୁବଲୀ ଅତିକ୍ ଅହମ୍ମଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉମେଶ ପାଲ ଅପହରଣରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆତିକ ଅହମ୍ମଦଙ୍କ ସମେତ ୩ ଜଣ ଆଜୀବନ…
Video: ସାମ୍ନାକୁ ଆସିଲା ଆମେରିକାର ଗୁଳିକାଣ୍ଡ ଭିଡିଓ, କାଚ ଭାଙ୍ଗି ବିଦ୍ୟାଳୟକୁ ପସିଲା ପରେ କଲେ ଗୁଳିବର୍ଷା, ଦେଖନ୍ତୁ ସଂପୂର୍ଣ୍ଣ ଦୃଶ୍ୟ
ନାଶଭିଲ୍: ଆମେରିକାରେ ଗୁଳି ବିନିମୟ ଘଟଣା ବନ୍ଦ ହେବାର ନାମ ନେଉନାହିଁ। ପୁଣି ଥରେ ଏଠାରେ ଏକ ବଡ଼ ଧରଣର ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ନାଶଭିଲର ଖ୍ରୀଷ୍ଟିଆନ କନଭେଣ୍ଟ ସ୍କୁଲରେ ଜଣେ ମହିଳା ଗୁଳି…
ଗର୍ଭାଶୟ କାଢିବା ଯାଗାରେ କାଟିଦେଲେ ମୁତ୍ରନଳୀ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ମୁଜାଫରପୁର: ଗର୍ଭାଶୟ ଅପରେସନ କରିବା ସମୟରେ ଶ୍ରୀଦ୍ଧି ସେବା ସଦନ ନାମକ ଏକ ନର୍ସିଂହୋମର ନକଲି ଡାକ୍ତର ପିଙ୍କି ନାମକ ୨୫ ବର୍ଷୀୟ ଯୁବତୀଙ୍କ ମୂତ୍ରନଳୀ କାଟି ଦେଇଥିବା ମାମଲା ପ୍ରକାଶ ପାଇଛି । ଅପରେସନ ପରେ ମହିଳାଙ୍କ…
ମୋଦୀଙ୍କ ଫଟୋ ଫାଡିବା ଅଭିଯୋଗରେ କଂଗ୍ରେସ ବିଧାୟକ ଦଣ୍ଡିତ, କୋର୍ଟ ଲଗାଇଲେ ୯୯ ଟଙ୍କାର ଜରିମାନା
ନୂଆଦିଲ୍ଲୀ: ଗୁଜରାଟ ନବସାରୀର ଏକ ଅଦାଲତ ଗୁଜରାଟ କଂଗ୍ରେସ ବିଧାୟକ ଅଞ୍ଜନ ପଟେଲଙ୍କ ଉପରେ ୯୯ ଟଙ୍କାର ଜରିମାନା ଲଗାଇଛନ୍ତି । ଅଦାଲତ ୨୦୧୭ ମସିହାର ଏହି ମାମଲାର ଆଜି ଶୁଣାଣି ହୋଇଛି । ଏହି କଂଗ୍ରେସ ବିଧାୟକ ଅନନ୍ତ…
ଅମୃତପାଲ ସିଂହଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି, ସମସ୍ତ ବିମାନବନ୍ଦରରେ ବୃଦ୍ଧି ପାଇଲା ପୋଲିସ ଗାର୍ଡ
ନେପାଳ: ଖାଲିସ୍ଥାନ ସମର୍ଥକ ଅମୃତପାଲ ସିଂହ ଏବେ ମଧ୍ୟ ସୁରକ୍ଷା ଏଜେନ୍ସି କବଳ ବାହାରେ ଅଛନ୍ତି । ପଞ୍ଜାବ ପୋଲିସ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାତାର ଆକ୍ରମଣ କରୁଛନ୍ତି…
ଖାଇବାକୁ ନଦେଇ ନିଜ ସନ୍ତାନକୁ ମାରିଦେଲେ ପିତାମାତା! କ୍ଷୀର ଦେବା ବଦଳରେ ଶୁଆନ୍ତି ଖରାରେ
ନୂଆଦିଲ୍ଲୀ: ଦୁନିଆକୁ ଯେତେବେଳେ ଶିଶୁ ଟିଏ ଆସେ, ସେତେବେଳେ ତାର ଯତ୍ନ ନେବା ପିତାମାତାଙ୍କ ଦାୟିତ୍ୱ ଅଟେ। ବାପା ତାଙ୍କୁ ସୁରକ୍ଷା ଦେଉଥିବାବେଳେ ମା ’ପେଟ ଭରିବା ଠାରୁ ତାର ସମସ୍ତ ଆବଶ୍ୟକତାର ଯତ୍ନ ନିଅନ୍ତି।…