fbpx
Browsing Category

ଅପରାଧ

ପବଜି ଖେଳିବାକୁ ମନା କରିବାରୁ ମାଆ-ବାପାଙ୍କୁ ହତ୍ୟା କଲା ପୁଅ, ରାତିରେ ଶୋଇଥିବା ଅବସ୍ଥାରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନ୍ସି ସହରରେ ଜଣେ ଯୁବକ ନିଜ ଜନ୍ମ କଲା ମାଆ-ବାପାଙ୍କୁ ଜୀବନରୁ ମାରିଦେବା ଖବର ସାମ୍ନାକୁ ଆସିଛି । ସେ ଲୁହା ଏବଂ ଠେଙ୍ଗାରେ ପିଟିପିଟି ମାରିଦେଇଥିବା ଜଣାପଡିଛି । ପରିବାର ଲୋକଙ୍କ…

ଥମୁନି ହିଂସାକାଣ୍ଡ : ଶୋଇଥିବା ବେଳେ ଗୁଳିମାଡ଼, ୩ ମୃତ

ଇମ୍ଫାଲ : ମଣିପୁରରେ ଉଗ୍ରପନ୍ଥୀ ଚିନ୍ତା ବଢାଉଛନ୍ତି । ବିଷ୍ଣୁପୁର ଜିଲ୍ଲାରେ କୁକି ଉଗ୍ରପନ୍ଥୀମାନେ ମୈତେୟୀ ସଂପ୍ରଦାୟର ଲୋକଙ୍କ ଉପରକୁ ଶୋଇଥିବା ସମୟରେ ଗୁଳିମାଡ କରିଥିଲେ । ଉଗ୍ରପନ୍ଥୀମାନେ ମୈତେୟୀ ଲୋକଙ୍କ ୫୦ରୁ…

୧୨ ବର୍ଷର ପୁରୁଣା ମାମଲାରେ ବିଜେପି ନେତାଙ୍କୁ ଆଜି ମିଳିଲା ଦଣ୍ଡାଦେଶ: ଯାଇପାରେ ସଂସଦର ସଦସ୍ୟତା

ଭାରତୀୟ ଜନତା ପାର୍ଟିର ସାଂସଦଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଆଗ୍ରା ଦିୱାନୀ ନ୍ୟାୟାଳୟରେ ଏମପି/ଏମଏଲଏ କୋର୍ଟ ୧୨ ବର୍ଷର ଏକ ପୁରୁଣା ମାମଲାରେ ଆଗ୍ରା ବିଶ୍ୱବିଦ୍ୟାଳୟର ପ୍ରଫେସର…

ରାଗି ଯାଇ ଫିରିଙ୍ଗିଆ ଥାନା ଜାଳିଦେଲେ ଲୋକେ: ପୋଲିସ ପ୍ରତି ଆକ୍ରୋଶରୁ ଏମିତି କାଣ୍ଡ

ଫିରିଙ୍ଗିଆ: ପୋଲିସ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ନିଆଁରେ ଜଳୁଛି । ଆକ୍ରୋଶରୁ ଉତ୍ତେଜନା ଏବଂ ପରେ ବର୍ତ୍ତମାନ ଏହା ନିଆଁର ରୂପ ନେଇଛି । ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ତେବେ ପୋଲିସ ଉପରେ…

୧୪ ବର୍ଷର ଛାତ୍ରକୁ ଯୌନ ଶୋଷଣ କରୁଥିଲେ ୭୪ ବର୍ଷୀୟା ଶିକ୍ଷୟିତ୍ରୀ, ୬୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ୱାଶିଂଟନ: ଆମେରିକାର ବିସ୍କୋଜିନ୍ ପ୍ରାନ୍ତରୁ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ବୟସ୍କା ମହିଳା ଶିକ୍ଷୟିତ୍ରୀ ନିଜ ଛାତ୍ରମାନଙ୍କୁ ହିଁ ଯୌନ ଶୋଷଣ କରିଛନ୍ତି । ମହିଳା ଜଣକ ଥରେ ନୁହଁନ୍ତି…

ଭିଜିଲାନ୍ସ ଜାଲରେ RI : ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଜଗତସିଂହପୁର : ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେଉ ବା ଲାଞ୍ଚ ନେବା ଅଭିଯୋଗରେ ହେଉ ପ୍ରତ୍ୟେକ ଦିନ କେହି ନା କେହି ଭିଜିଲାନ୍ସ ଜାଲରେ ଫସୁଛନ୍ତି । ପିଅନ…

ନୁହ ହିଂସା ବେଳେ ଛୁଟିରେ ଥିଲେ ଜିଲ୍ଲା ଏସପି, ହୋଇଥିଲା ୬ ଲୋକଙ୍କ ମୃତ୍ୟୁ, ଏବେ ହେଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ହରିଆଣାରେ କିଛିଦିନ ହେଲାଣି ହିଂସା ଜାରି ରହିଛି । ଏହି ସମୟରେ ଆଇପିଏସ ବରୁଣ ସିଙ୍ଘଲାଙ୍କୁ ସ୍ଥାନାନ୍ତର କରାଯାଇଛି । ହରିଆଣାରେ ହିଂସା ନୁହ ଠାରେ ଆରମ୍ଭ ହୋଇଛି । ଆଇପିଏସ ବେରୁଣ ସିଙ୍ଗଲାଙ୍କୁ…

ବାଥରୁମକୁ ଗଲାବେଳେ ସଫେଇ କର୍ମଚାରୀ ଅଙ୍କଲ ମୋ ସହ କଲେ ଦୁଷ୍କର୍ମ: ବିଦ୍ୟାଳୟରେ ବଡ଼ କାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ବିଦ୍ୟାଳୟରେ ନାବାଳିକା ସହ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ବିଦ୍ୟାଳୟର ଜଣେ ୩୩ ବର୍ଷୀୟ କର୍ମଚାରୀଙ୍କୁ ଗିରଫ କରିଛି । ସେ ଏହି ବିଦ୍ୟାଳୟରେ ସେଢେ ତିନି ବର୍ଷ…

(Video) ହିନ୍ଦୁ ଦେବତାଙ୍କୁ ନେଇ ପ୍ରଫେସରଙ୍କ ବିବାଦୀୟ ବିବୃତ୍ତି: ତାତିଲେ କଲେଜ ଛାତ୍ରଛାତ୍ରୀ, ଭିଡ଼ିଓ ଭାଇରାଲ

ପୁଣେ: ସିମ୍ବିଓସିସ୍ କଲେଜର ପ୍ରଫେସର ଅଶୋକ ଧୋଲେ ହିନ୍ଦୁ ଦେବତାଙ୍କୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାରେ କଲେଜ ପ୍ରଶାସନ ଗୁରୁତର ପଦକ୍ଷେପ ନେଇ…

ବ୍ୟକ୍ତିଗତ ଡାଟାକୁ ସାର୍ବଜନୀନ କରୁଛନ୍ତି ସରକାରୀ-ଅନୁଷ୍ଠାନର ମୋବାଇଲ କମ୍ପାନୀ! ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ଆପଣ ନିଜର ବହୁ ସୂଚନା ଅନଲାଇନରେ ରଖୁଛନ୍ତି । ଏଥିରେ ବ୍ୟକ୍ତିଗତ ଡାଟା, ଆର୍ଥିକ ତଥ୍ୟ ମଧ୍ୟ ସାମିଲ ରହୁଛି । ହେଲେ ଏକ ସର୍ଭେରେ ଆଶ୍ଚର୍ଯ୍ୟ ହେଲା ଭଳି ଏକ ତଥ୍ୟ ପଦାକୁ ଆସିଛି ।…