Browsing Category

Featured

(Video) ରାସନ ସାମଗ୍ରୀ ନିର୍ଦ୍ଧାରିତ ସମୟରେ ସଂଗ୍ରହ କରୁନଥିଲେ ଏମିତି ସମସ୍ୟାର ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ- ଖାଦ୍ୟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଖାଦ୍ୟ । ଏଥିରେ ଲୋକଙ୍କୁ ମାଗଣାରେ ରାସନ ଯୋଗାଇବାର ବ୍ୟବସ୍ଥା ରହିଛି । କିଛି ରାଜ୍ୟରେ ଚାଉଳ ବ୍ୟତୀତ ତେଲ, ଅଟା ଆଦି ମଧ୍ୟ…

ମୃତ୍ୟୁ ପରେ ଦିଆ ଯାଏନି କବର, ଶବକୁ ଘରେ ରଖନ୍ତି ଲୋକେ: କ’ଣ ରହିଛି ଏଠାକାର ପରମ୍ପରା?

ଓଡ଼ିଶା ଭାସ୍କର: ଦୁନିଆରେ ଅନେକ ପ୍ରକାରର ଜନଜାତି ବସବାସ କରନ୍ତି । କିଛି ଜନଜାତିଙ୍କ ବିଷୟରେ ଅଧିକାଂଶ ଲୋକେ ଏବେ ବି ଜାଣିନାହାନ୍ତି । ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପୁରୁଣା ପରମ୍ପରା ଏବଂ ନୀତି ନିୟମକୁ…

ଏହି Tea ପିଇଲେ କମିଯିବ ଫ୍ୟାଟିଲିଭର, ଜାଣନ୍ତୁ ଚାହା ବନାଇବାର ପ୍ରଣାଳୀ

ଓଡ଼ିଶା ଭାସ୍କର: ଠିକ ସମୟରେ ନ ଖାଇବା ଅଭ୍ୟାସ, ଖରାପ ଶୋଇବା ଶୈଳୀ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଆଜିକାଲି ଲୋକଙ୍କ ସ୍ୱାସ୍ଥ୍ୟ ବହୁତ ପ୍ରଭାବିତ ହେଉଛି। ଏହା ବ୍ୟତୀତ କାର୍ଯ୍ୟଭାର ବୃଦ୍ଧି ହେତୁ ଲୋକମାନେ ଖାଦ୍ୟ…

ଡିସେମ୍ବର ୨୫ ତାରିଖରେ ‘ସୁଭଦ୍ରା’ର ଚତୁର୍ଥ ପର୍ଯ୍ୟାୟ ଟଙ୍କା: ସରକାର ଦେବେ କ୍ରିସମାସ ଗିଫ୍ଟ

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରେ ବଡ଼ ଦିନ ପାଳନ କରାଯିବ । ଏହି ବଡ଼ଦିନ ଅବସରରେ ଓଡ଼ିଶାର ମହିଳାଙ୍କୁ ବଡ଼ ଉପହାର ଦେବେ ସରକାର । ଡିସେମ୍ବର ୨୫ ତାରିଖରେ ସୁଭଦ୍ରା ପର୍ଯ୍ୟାୟର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ…

FSSAI ଜାରି କଲା ଗାଇଡଲାଇନ, ଏଣିକି ଏଭଳି ଡେଲିଭରି କଲେ …

Fssai Issues Health Advisory: ସମୟ ବଦଳୁଛି ଓ ବଦଳୁଛି ଲୋକଙ୍କ ଜୀବନଶୈଳୀ । ଫଳରେ ରୋଷେଇ ଘର ଉପରେ ନିର୍ଭର ନ କରି ଲୋକେ ଏବେ ଅଧିକ ନିର୍ଭରଶୀଳ କମର୍ସ କମ୍ପାନୀ ଉପରେ । ଖାଦ୍ଯ ବନାଇବା ପାଇଁ ଆବଶ୍ୟକ ହେଉଥିବା…

(Video) ମୋ ବୋପାଲୋ… ବସ୍ ଭିତରେ ‘ପୁଚୁକି ଗାଲି’ ଗୀତ ଗାଇଲେ ସୁପରଷ୍ଟାର ସିଦ୍ଧାନ୍ତ: ପାଳି ଧରିଲେ ବିଧାୟକ

ଓଡ଼ିଶା ଭାସ୍କର: ଓଡ଼ିଆ ସିନେ ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ‘ପୁଚୁକି ଗାଲି, ଫେସନ ବାଲି...’ ଗୀତରେ ସାରା ଓଡ଼ିଶାରେ ସିଦ୍ଧାନ୍ତ ପାଇଥିଲେ ସୁପରଷ୍ଟାରର ନୂଆ ପରିଚୟ । ୧୯୯୫ ମସିହାରେ ରିଲିଜ ହୋଇଥିବା ‘ସୁନା…

ବ୍ୟାନ ହେଲା ଗୋମାଂସ, ହୋଟେଲ-ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ପରସା ଯିବନି

ନୂଆଦିଲ୍ଲୀ: ଆସାମ ସରକାର ବୁଧବାର ଦିନ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ହେମନ୍ତ ବିଶ୍ୱ ସରକାର ବିଫ ବା ଗୋମାଂସ ଉପରେ ବ୍ୟାନ ଲଗାଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ଘୋଷଣା…

ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ କାହିଁକି ବୃଦ୍ଧି ପାଏ ଯୌନ ଆଗ୍ରହ, କ’ଣ କହୁଛି ଗବେଷଣା?

ଓଡ଼ିଶା ଭାସ୍କର: ବର୍ତ୍ତମାନ ଶୀତଋତୁ ଜାରି ରହିଛି। ଏହି ସମୟରେ ଆପଣଙ୍କ ମଧ୍ୟରେ ଦେଖାଦେଉଥିବା ପରିବର୍ତ୍ତନକୁ ଆପଣ ଠିକ୍ ଅନୁଭବ କରିପାରୁଥିବେ। କିନ୍ତୁ ଏହି ପରିବର୍ତ୍ତନ ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ କାହିଁକି…

ବିରାଟଙ୍କ ସ୍ଥାନରେ ଏହି ଖେଳାଳି ହେବେ ଅଧିନାୟକ: IPL-2025ରେ ବଦଳିବ RCB?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନରେ ସମସ୍ତଙ୍କୁ ଚମକାଇ ଦେଇଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଆଗାମୀ ସିଜନ ପାଇଁ ଅଧିନାୟକ ଫାଫ୍ ଡୁ ପ୍ଲେସିସ, ମହମ୍ମଦ ସିରାଜ ଏବଂ ଗ୍ଲେନ ମାକ୍ସୱେଲଙ୍କ ଭଳି ଷ୍ଟାର…

Whatsappରେ ଭିଡିଓ କଲ୍ ପ୍ରତି ସାବଧାନ୍! ସବୁ ଲୁଟିନେବ ସାଇବର ଠକ! କେମିତି ବଞ୍ଚିବେ?

ଓଡ଼ିଶା ଭାସ୍କର: ବର୍ତ୍ତମାନ ଠକେଇ ଏବଂ ଲୁଟ ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି ଲୁଟେରା । ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କୁ ଠକି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ସେମାନଙ୍କର ଏହି ଲୁଟ୍ ପାଇଁ ଏବେ ଲୁଟେରା…