Browsing Category
Featured
ସମ୍ବଲ ଜାମା ମସଜିଦ ସର୍ଭେ ମାମଲା: ଇଲାହାବାଦ ହାଇକୋର୍ଟରୁ ମୁସଲିମ ପକ୍ଷକୁ ବଡ଼ ଝଟକା, ସିଭିଲ ରିଭିଜନ ପିଟିସନ ଖାରଜ
ଉତ୍ତରପ୍ରଦେଶର ସମ୍ବଲ ସ୍ଥିତ ଶାହୀ ଜାମା ମସଜିଦ ସର୍ଭେ ମାମଲାରେ ଇଲାହାବାଦ ହାଇକୋର୍ଟ ମୁସଲିମ ପକ୍ଷକୁ ବଡ଼ ଝଟକା ଦେଇଛି। ମେ ୧୯, ୨୦୨୫ରେ ହାଇକୋର୍ଟ ମସଜିଦ ପରିଚାଳନା କମିଟି ଦାଖଲ କରିଥିବା ସିଭିଲ ରିଭିଜନ…
‘ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ’, ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭାଗ ଦେବ କାର୍ଡ। ଶିକ୍ଷାରେ ସଂସ୍କାର ପାଇଁ…
ସ୍ୱର୍ଣ୍ଣ ମନ୍ଦିରକୁ ଜଗିବସିଥିଲା ଆକାଶ ମିଶାଇଲ, ପାକିସ୍ତାନର ଡ୍ରୋନକୁ କଲା ଖଣ୍ଡ ବିଖଣ୍ଡ
ନୂଆଦିଲ୍ଲୀ: ପାକିସ୍ତାନ ନଜରରେ ଥିଲା ଅମୃତସରର ଗୋଲ୍ଡେନ ଟେମ୍ପୁଲ । କିନ୍ତୁ ଏହାକୁ ଧ୍ୱଂସ କରିବା ପାକିସ୍ତାନ ପାଇଁ ସହଜ ନ ଥିଲା । କାରଣ ସ୍ୱର୍ଣ୍ଣ ମନ୍ଦିରର ରକ୍ଷକ ସାଜିଥିଲା ଆକାଶ ମିସାଇଲ ।
ଚାଲ୍ ବିଫଳ:…
କୌଣସି ପରୀକ୍ଷା ନଦେଇ NHAIରେ ପାଇପାରିବେ ଚାକିରି, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଡେପୁଟି ମ୍ୟାନେଜର (ଟେକ୍ନିକାଲ୍) ର 60…
ଭାଗ ଭାଗ ହୋଇଯିବ କି ପାକିସ୍ତାନ ? ବେଲୁଚିସ୍ତାନ ପରେ ଏବେ ସିନ୍ଧର ସ୍ବାଧିନତା ଦାବି
ଇସଲାମାବାଦ: ବେଲୁଚିସ୍ତାନ ପରେ ଏବେ ପାକିସ୍ତାନର ସିନ୍ଧ ପ୍ରଦେଶରେ ମଧ୍ୟ ସ୍ୱାଧୀନତା ଦାବି ଜୋର ଧରିଛି। ସିନ୍ଧକୁ ଏକ ସ୍ୱତନ୍ତ୍ର ଦେଶ ଭାବରେ ଗଠନ କରିବାକୁ ଦାବି କରି ଏକ ରାଜନୈତିକ ଗୋଷ୍ଠୀ ଜୟ ସିନ୍ଧ ପ୍ରିଡମ୍…
11ତମ ପଞ୍ଚେନ ଲାମା କିଏ? ଯାହାଙ୍କୁ 30ବର୍ଷ ପୂର୍ବରୁ 6 ବର୍ଷ ବୟସରେ ଚୀନ୍ ଗାୟବ କରିଦେଇଥିଲା
ଓଡିଶା ଭାସ୍କର : ତିବ୍ଦତୀୟ ବୌଦ୍ଧ ଧର୍ମରେ ଦ୍ୱିତୀୟ ସବୁଠାରୁ ବଡ ଧାର୍ମିକ ନେତା ଗେଧୁନ୍ ଚୋଏକି ନିଜମାଙ୍କ ନିଖୋଜ ବିଷୟରେ ଆମେରିକା ସ୍ୱର ଉଠାଇଛି , ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗେଧୁନ୍ ଚୋଏକି…
‘ଡିଜିଟାଲ ଆଫେୟାର’ କାହାକୁ କୁହନ୍ତି ? ଜାଣନ୍ତୁ ଭାରତରେ କାହିଁକି ବଢୁଛି ଏହି ରିଲେସନସିପ ଟ୍ରେଣ୍ଡ
ଆଜିର ଡିଜିଟାଲ ଯୁଗରେ ‘ଡିଜିଟାଲ ଆଫେୟାର’ ନାମକ ଏକ ନୂଆ ରିଲେସନସିପ ଟ୍ରେଣ୍ଡ ଭାରତରେ ଦ୍ରୁତ ଗତିରେ ପ୍ରସାରିତ ହେଉଛି। ‘ଡିଜିଟାଲ ଆଫେୟାର’ ହେଉଛି ଏକ ଏମିତି ରିଲେସନସିପ, ଯେଉଁଠି ଦୁଇ ବ୍ୟକ୍ତି ଅନଲାଇନ ପ୍ଲାଟଫର୍ମ,…
ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ହେଉଛି କି ସତ ? ହାତରେ ପାଳୁଛ ସାଇଲେଣ୍ଟ କିଲର, ଶୀଘ୍ର ହେବ ମଣିଷର ବିନାଶ !
ବୁଲଗାରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଏକ ଭୟଙ୍କର ଭବିଷ୍ୟବାଣୀ ଏବେ ସତ ହେବାରେ ଲାଗିଛି। ବାବା ଭେଙ୍ଗା ଚେତାବନୀ ଦେଇଥିଲେ ଯେ, ମଣିଷ ଛୋଟ ଛୋଟ ଇଲେକ୍ଟ୍ରୋନିକ୍ ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳ…
ଖୁଲାସା: ଭାରତ ବିରୋଧରେ ଲଢ଼େଇରେ ଚୀନ୍ ପାକିସ୍ତାନକୁ ଦେଇଥିଲା ଏହି ଦୁଇ ସାହାଯ୍ୟ
ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ୍ର ଭୂମିକାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏକ ରକ୍ଷା ଅନୁସନ୍ଧାନ ସଂଗଠନର ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନକୁ ନିଜର ସାଟେଲାଇଟ୍ ଏବଂ ଏୟାର…
ଏସିଆ କପରେ ଭାଗ ନେବ ନାହିଁ ଟିମ୍ ଇଣ୍ଡିଆ, BCCIର ବଡ଼ ନିଷ୍ପତ୍ତି!
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଆଗାମୀ ଏସିଆ କପ ୨୦୨୫ରେ ଭାଗ ନେବ ନାହିଁ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏକ ବଡ଼ ନିଷ୍ପତ୍ତି ନେଇଛି। BCCI ଏହି ନିଷ୍ପତ୍ତି ସମ୍ପର୍କରେ ଏସିଆନ୍ କ୍ରିକେଟ…