Browsing Category

Featured

ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝାରିଆ ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ: ବିଜେପି ଟିକେଟରେ ଲଢ଼ିବେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆ । ୪୨ ବର୍ଷୀୟ ଦେବେନ୍ଦ୍ର ପାରା ଜାଭେଲିନ୍ ଥ୍ରୋ’ରେ ଦେଶ ପାଇଁ…

ଇଣ୍ଡିଆ ମେଣ୍ଟରେ ସାମିଲ ହେବା କଥାକୁ ଖଣ୍ଡନ କଲେ ମାୟାବତୀ; କହିଲେ ଏହା ଏକ ଗୁଜବ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଇଣ୍ଡିଆ ମେଣ୍ଟରେ ସାମିଲ ହେବା କିମ୍ବା ତୃତୀୟ ମୋର୍ଚ୍ଚା ଗଠନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିବା ସହ ଏକ ଗୁଜବ ବୋଲି କହିଛନ୍ତି । ତାଙ୍କ ଦଳ ଏକାକୀ…

କେତେବେଳେ ଜିପ୍ ତ କେତେବେଳେ ହାତୀ ସଫାରୀ, ସାମ୍ନାକୁ ଆସିଲା ମୋଦୀଙ୍କ କାଜିରଙ୍ଗା ଯାତ୍ରାର ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶନିବାର ସକାଳେ ଆସାମର କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ବୁଲିଛନ୍ତି ଓ ଏହି ଅବସରରେ ମୋଦୀ ହାତୀ ଓ ଜିପ୍ ସଫାରୀର ମଜା…

ପଶ୍ଚିମବଙ୍ଗ: ବିଜେପିରୁ ଇସ୍ତଫା ଦେଲେ ସାଂସଦ କୁନର ହେମ୍ବ୍ରମ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଚଳିତ ମାସ ୧୫ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ…

ବ୍ୟାଙ୍କ କର୍ମଚାରୀଙ୍କ ଦରମା ୧୭ ପ୍ରତିଶତ ବୃଦ୍ଧି: IBA ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ସହମତି ପ୍ରକାଶ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବ୍ୟାଙ୍କ କର୍ମଚାରୀଙ୍କ ବାର୍ଷିକ ବେତନ ୧୭ ପ୍ରତିଶତ ବୃଦ୍ଧି ନେଇ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (ଆଇବିଏ) ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ…

ପଥର ଖସିଲା ବଡ଼ ଦେଉଳୁ; ସରି ଆସୁଛି କି କଳିଯୁଗ, ସତହେବ କି ମାଳିକା!

ଓଡ଼ିଶା ଭାସ୍କର: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ…

ଆଣ୍ଡରସନଙ୍କ ବିରଳ କୀର୍ତ୍ତିମାନ: ବିଶ୍ୱର ପ୍ରଥମ ଫାଷ୍ଟ ବୋଲର ଭାବେ ହାସଲ କଲେ ୭୦୦ ଟେଷ୍ଟ ୱିକେଟ୍

ନୂଆଦିଲ୍ଲୀ: ପଞ୍ଚମ ଟେଷ୍ଟରେ ଭାରତ ୪୭୭ ରନରେ ଅଲଆଉଟ୍ ହୋଇଯିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୫୯ ରନରେ ପଛରେ ରହିଛି । ଆଜିର ଦିନକୁ ମିଶାଇ ଖେଳ ଆହୁରି ୩ ଦିନ ବାକି ଥିବାବେଳେ ଏହି ମ୍ୟାଚ ବର୍ତ୍ତମାନ ସୁଦ୍ଧା ଭାରତ…

SSB ଓଡ଼ିଶା ଶିକ୍ଷକ ନିଯୁକ୍ତି; ୧୦୬୧ ପିଜିଟି ପଦବୀ ଖାଲି, ଏହିପରି କରନ୍ତୁ ଆବେଦନ

ଭୁବନେଶ୍ୱର: ପିଜିଟି (ସ୍ନାତକୋତ୍ତର ଶିକ୍ଷକ) ନିଯୁକ୍ତି ପାଇଁ ଓଡ଼ିଶା ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ଦରଖାସ୍ତ ଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶିତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ।…

କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ନେତାଙ୍କର ଦଳ ଡିଆଁ ପର୍ବ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ…

ଆଜିଠୁ କୁମ୍ଭ ରାଶିରେ ଅବସ୍ଥାନ କରୁଛନ୍ତି ଶୁକ୍ର ଓ ଚନ୍ଦ୍ର; ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଗଣନା ଅନୁଯାୟୀ ଆଜି ଅର୍ଥାତ୍ ମାର୍ଚ୍ଚ ୯, ୨୦୨୪, ଶନିବାର ଅତ୍ୟନ୍ତ ଶୁଭ ଗ୍ରହ ସ୍ଥିତି ସୃଷ୍ଟି ହେଉଛି। ଧନ-ବିଳାସର ପ୍ରତୀକ ଶୁକ୍ର ଭ୍ରମଣ କରି ଶନିଙ୍କ ସ୍ୱରାଶି କୁମ୍ଭ ରାଶିରେ ଅଛନ୍ତି।…