Browsing Category

Featured

ସଂଶୋଧିତ ତାଲିକା କୋର୍ଟରେ ଦାଖଲ, ସରକାରଙ୍କୁ ମାଗିଲେ ନିଯୁକ୍ତି ସମ୍ପର୍କିତ ତଥ୍ୟ

କଟକ- ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ହାଜର ହୋଇଛନ୍ତି ଓପିଏସସି ସଚିବ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସଚିବ ଆଜି କୋର୍ଟଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ହାଜର…

ବୋତଲରୁ କ୍ଷୀର ପିଉଥିବା ପିଲାମାନଙ୍କର ନିମୋନିଆ ହେବାର ଆଶଙ୍କା ୧୦ ଗୁଣ ଅଧିକ

ପାଣିପାଗର ପରିବର୍ତ୍ତନ, ପ୍ରଦୂଷଣ ବୃଦ୍ଧି ଏବଂ ଏହା ଉପରେ ଶୀତର ପ୍ରଭାବ ଏହି ଅବସ୍ଥା କାହାକୁ ମଧ୍ୟ ଅସୁସ୍ଥ କରିପାରେ । ଶୀତଦିନେ, ପିଲାମାନଙ୍କ ଠାରେ ଥଣ୍ଡା ଏବଂ କାଶର ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ । ଯେତେବେଳେ…

(Breaking) ଚାଷୀଙ୍କ ପାଇଁ ଖୁସି ଖବର, ଦାନା କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ, ଶୀଘ୍ର ମିଳିବ ଟଙ୍କା

ଭୁବନେଶ୍ୱର - ଦାନା ବାତ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡିଶା ଆସିଲେ କେନ୍ଦ୍ରୀୟ ଟିମ । ଏହି ଟିମ ଆସନ୍ତା ୨୭ ତାରିଖ ଯାଏଁ ଦାନାର କ୍ଷୟକ୍ଷତି ଆକଳନ କରିବେ । ଏଥିପାଇଁ ଦାନା ପ୍ରଭାବିତ ଜିଲ୍ଲା…

BGT-2024 ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ଟିମ ଇଣ୍ଡିଆ: ପର୍ଥରେ ବୁମରାହ ବାହିନୀର ବିଶାଳ ବିଜୟ

ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଳିଂ ସହ ୨୯୫ ରନରେ ପର୍ଥ ଟେଷ୍ଟ ନିଜ ନାମରେ କରିଛି ବୁମରାହ ବାହିନୀ । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ…

(Breaking) ବିଧାନସଭାର ଶୀତ ଅଧିବେଶନ ଆଗରୁ ବସିଲା ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର- ଆସନ୍ତା କାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏଥିପାଇଁ ଅଧିବେଶନ ପୂର୍ବରୁ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

iPhone ୟୁଜର୍ସ ସାବଧାନ! ହୋଇପାରେ ବଡ଼ Attack, ଚେତାବନୀ ଦେଉଛନ୍ତି ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆପଲ ଆଇଫୋନ୍ ୟୁଜରଙ୍କ ସଂଖ୍ୟା ଖୁବ ବଢିବାରେ ଲାଗିଛି । ତେବେ ଏହି ଆଇଫୋନକୁ ନେଇ ଏବେ ବିପଦ ଦେଖାଦେଇଛି । ଆଇଫୋନ ୟୁଜରଙ୍କ ଉପରେ ଏକ ବଡ଼ ‘ଆଟାକ’ ହୋଇପାରେ ବୋଲି ଚେତାବନୀ ଦେଉଛନ୍ତି…

ଏଇ ତ ଦୁନିଆ: ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ପରେ କାନ୍ଧ ଦେଲେନି କୁଟୁମ୍ବ, ଆଗେଇ ଆସିଲେ ଝିଅମାନ…

ରାୟପୁର- ଆଜିର ଏହି ଅର୍ଥ ସର୍ବସ୍ୱ ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ । ଭାଇ, ବନ୍ଧୁଙ୍କ ପାଇଁ ସମ୍ପତ୍ତି ସବୁ । ପୁଅକୁ ଲୋଡା ବାପାର ଧନ, ଦୌଲତ । ଏମିତି କି ସମ୍ପତ୍ତି ପାଇଁ ମରିଯାଇଥିବା ମଣିଷକୁ କାନ୍ଧ ଦେବାକୁ…

କେଉଁ ଖେଳାଳି ହେବେ ମାଲାମାଲ? ଆଜି ବି ଅକ୍ସନ ମଇଦାନରେ ମହାଲଢେଇ, ଭୁବନେଶ୍ୱର-ସାମ୍ କୁରାନଙ୍କ ଉପରେ ନଜର

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପ୍ରଥମ ଦିନରେ ଷ୍ଟାର ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଋଷଭ ପନ୍ତ ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ପାଇଁ ନୋଟ ବ୍ୟାଙ୍କ ଖୋଲିଥିଲେ ବିଭିନ୍ନ ଫ୍ରାଞ୍ଚାଇଜି । ତେବେ ଅକ୍ସନର…

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ବିପର୍ଯ୍ୟୟ ପରେ ଅଧ୍ୟକ୍ଷ ପଦ ଛାଡିଲେ ନାନା ପଟୋଲେ

ମୁମ୍ବାଇ- ମହାରାଷ୍ଟ୍ରରେ ଇଣ୍ଡିମେଣ୍ଟର ପରାଜୟ ପରେ କଂଗ୍ରେସର ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି । ପ୍ରଦେଶ ଅଧ୍ୟକ୍ଷ ନାନା ପଟୋଲେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୧୬…

ପୋଲିସ ଧରିଲା ଡାକ୍ତରଙ୍କ କଳା କାରନାମା: ୬୦୦୦ ଘଣ୍ଟାର ଅଶ୍ଳୀଳ ଭିଡିଓ ଜବତ, ଚେକ୍ଅପ୍ ବାହାନାରେ ମହିଳାଙ୍କୁ…

ଓଡ଼ିଶା ଭାସ୍କର: ଡାକ୍ତରକୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ମୃତ୍ୟୁ ସହ ଲଢିବା ବେଳେ ଜିଇବାର ଆଶା ନେଇ ରୋଗୀ ଡାକ୍ତରଙ୍କ ପାଖକୁ ଯାଏ । କିନ୍ତୁ ଚିକିତ୍ସା ବଦଳରେ ଡାକ୍ତରବାବୁ କରନ୍ତି କିଛି ଅଲଗା କାମ । ରୋଗୀ ସେବା…