Browsing Category

Featured

ଗ୍ରାହକଙ୍କୁ ଆଶ୍ବସ୍ତି ! ଆଜି କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ରେଟ୍

ନୂଆଦିଲ୍ଲୀ : ସୁନା ଓ ରୂପାରେ ଆଜି ହ୍ରାସ ଦେଖିବାକୁ ମିଳିଛି | ଗତ ଏକ ସପ୍ତାହରେ, ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ବୃଦ୍ଧି ରେକର୍ଡ କରାଯାଇଥିଲା | ଏହା ପରେ ଆଜି ପ୍ରାୟ 1000 ଟଙ୍କା ହ୍ରାସ ରେକର୍ଡ କରାଯାଇଛି।…

ସାବଧାନ୍! କାନ ପାଇଁ ବିପଦ ଆଣିପାରେ Ear Phone: ହରାଇପାରନ୍ତି ଶ୍ରବଣ ଶକ୍ତି

ଓଡ଼ିଶା ଭାସ୍କର: ଆଜିକାଲି ଲୋକେ ସ୍ମାର୍ଟଫୋନ୍ ବିନା ଘଡ଼ିଏ ରହିପାରୁନାହାନ୍ତି । କାମ କରିବା କିମ୍ୱା ଯାତ୍ରା କରିବା ସମୟରେ ଅନେକ ଇୟରଫୋନ୍ ଲଗାଇ ଗୀତ ଶୁଣନ୍ତି, ନଚେତ୍ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ଦିନରେ…

ଯାଜପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ହେବ ଖୋଳତାଡ଼

ଯାଜପୁର: ରାଜନୀତିର ପଶାପାଲିରେ ଜଳୁଛି ଯାଜପୁର । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ଆକ୍ରମଣ ମାମଲା ଏବେ ଜୋର ଧରିଛି । ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି ଏହି ଆକ୍ରମଣ ମାମଲା । କାରଣ ଲିକୁଙ୍କ…

‘ବିରାଟ’ ଶତକରେ ରାଗିଗଲେ ଦର୍ଶକ: ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ନେଇ ରାଗିଗଲେ Fans

ପର୍ଥ: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ କୋହଲିଙ୍କ ଏହି ଶତକ ବଳରେ…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ: ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ ସେଶନ୍

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ନଭେମ୍ବର ୨୫ ତାରଖରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସଂସଦରେ ଶୀତ ଅଧିବେଶନ ଜାରି ରହିବ । ତେବେ ଏହି ଅଧିବେଶନରେ ମୋଟ ୧୫ଟି ବିଲ୍ ଉପସ୍ଥାପନ…

IPL Mega Auction: କେଉଁ ଖେଳାଳିଙ୍କୁ ମିଳିଲା ନୂଆ ଦଳ? ଋଷଭ ପନ୍ତ ସବୁଠୁ ମହଙ୍ଗା, ଦେଖନ୍ତୁ ପ୍ରଥମ ଦିନର ଲିଷ୍ଟ

ହାଇଦ୍ରାବାଦ: ସାଉଦି ଆରବର ଜେଦାହ ସହରରେ ଆରମ୍ଭ ହୋଇଛି ଆଇପିଏଲ୍‌ର ମେଗା ନିଲାମୀ । ଦୁଇ ଦିନ ଧରି ଚାଲିବ ଏହି ମେଗା ନିଲାମୀ । ଏପଟେ ନିଲାମୀ ଆରମ୍ଭରୁ ସବୁ ରେକର୍ଡ ଭାଙ୍ଗିଛନ୍ତି ରିଷଭ ପନ୍ତ । ରିଷଭ ପନ୍ତ IPL…

(Video) ଆପଣଙ୍କୁ ମିଳିଲାନି କି ‘ସୁଭଦ୍ରା’ ଟଙ୍କା? ଏହିଦିନ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତି, କ’ଣ କହିଲେ ଉପ-ମୁଖ୍ୟମନ୍ତ୍ରୀ?

ଓଡ଼ିଶା ଭାସ୍କର: ଆଜି ରାଜ୍ୟର ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ରେ ଏକ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଯୋଗ୍ୟ…

ରାଜ୍ୟରେ ଆରମ୍ଭ ହେବ ‘Zoo Ambassador Programme’: ପରୀକ୍ଷା ମାଧ୍ୟମରେ ପ୍ରତି ସ୍କୁଲରୁ ଜଣକୁ ନନ୍ଦନକାନନ ଆମ୍ବାସଡର ଭାବେ ଚୟନ କରାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତରଫରୁ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ପ୍ରୋଗ୍ରାମ । ‘ଜୁ ଆମ୍ବାସଡର ପ୍ରୋଗ୍ରାମ’ ଜରିଆରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ…

ପଲିଟିକ୍ସରେ ଫେଲ୍ ମାରିଲା ଲୋକପ୍ରିୟତା! ବିଧାନସଭା ନିର୍ବାଚନରେ ମାତ୍ର ୧୫୫ ଖଣ୍ଡ ଭୋଟ ପାଇଲେ ଅଭିନେତା ଏଜାଜ୍ ଖାନ

ନୂଆଦିଲ୍ଲୀ: ନଭେମ୍ବର ୨୩ରେ ଘୋଷଣା ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସପକ୍ଷରେ ଯାଇଛି । ମୋଟ ୨୮୮ଟି ଆସନ ମଧ୍ୟରୁ ବିଜେପିକୁ ୧୩୨ଟି, ଶିବ ସେନା (ଏକନାଥ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠିତ କରାଯାଇଛି।…