Browsing Category

Featured

ସମ୍ବିଧାନରେ Waqf Actର କୌଣସି ସ୍ଥାନ ନାହିଁ, ଗୋଟିଏ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବାକୁ କଂଗ୍ରେସ ଏହାକୁ ଆଣିଥିଲା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନର ଫଳାଫଳ ଘୋଷଣା ହୋଇଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମେଣ୍ଟ ସରକାର ଗଠନ କରିବ । ସେହିପରି…

ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଉପରେ ଗବେଷଣା କରିବ ମିଳିତ ଜାତିସଂଘ: ଜିରୋ କାଜୁଆଲିଟିର ରହସ୍ୟ ଜାଣିବ ବିଶ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହାର ମହାବାତ୍ୟା ପରେ ଦୀର୍ଘ ଦୁଇ ଦଶନ୍ଧିର ଏହି ଅବଧିକ ମଧ୍ୟରେ ଓଡ଼ିଶା ଫାଇଲିନ, ହୁଡହୁଡ, ଫନି ପରି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତେବେ ବନ୍ୟା, ବାତ୍ୟା…

ୱାୟନାଡରେ ବଡ଼ ରେକର୍ଡ କଲେ ପ୍ରିୟଙ୍କା ଗାନ୍ଧୀ: ୪ ଲକ୍ଷରୁ ଅଧିକ ଭୋଟରେ ଜିତି ଭାଇ ରାହୁଲଙ୍କୁ ବି ଟପିଗଲେ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ କେରଳର ୱାୟନାଡ ଲୋକସଭା ଆସନର ଉପନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା ହୋଇଛି । ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର…

ଓଡ଼ିଶାର ରାଜ୍ୟପାଳଙ୍କ ବୋହୂ ଝାଡ଼ଖଣ୍ଡ ନିର୍ବାଚନରେ ବିଜୟୀ: ୪୨ ହଜାର ଭୋଟରେ ହାରିଲେ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ରେଜଲ୍ଟ ପ୍ରକାଶ ପାଇଛି । ଏହା ମଧ୍ୟରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ…

Assembly Election Results: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳର ଡିଟେଲ୍ସ ରିପୋର୍ଟ

ନୂଆଦିଲ୍ଲୀ: ସାରା ଦେଶବାସୀଙ୍କ ନଜର ଏବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରହିଛି । ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା…

Industrial Policy ୨୦୧୫ର ୨ଟି ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ: ପ୍ରମାଣପତ୍ର ପାଇଁ ଆବେଦନ ଦାଖଲର ସମୟସୀମା ୨ବର୍ଷକୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିବା…

ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କିରବା ପାଇଁ ରାଜ୍ୟ ସରକାର ଏକ…

ରିଲ୍ ନୁହେଁ ରିୟଲ୍ ଘଟଣା: ମାଲିକାଣୀଙ୍କ ଜୀବନ ବଞ୍ଚାଇଦେଲା, କିନ୍ତୁ ନିଜେ ଏ ଦୁନିଆରୁ ବିଦାୟ ନେଲା ବିଶ୍ୱସ୍ତ କୁକୁର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହପାଳିତ ପଶୁ କୁକୁର ସବୁଠାରୁ ବଫାଦାର ବୋଲି କୁହାଯାଇଥାଏ । ନିଜର ମାଲିକ ବିପଦରେ ପଡ଼ିଥିବା ସମୟରେ ବିଶ୍ୱସ୍ତ କୁକୁର ତାଙ୍କର ଜୀବନ ବଞ୍ଚାଉଥିବାର ଅନେକ ଦୃଶ୍ୟ ଆମେ ଫିଲ୍ମ ସିନରେ…

ମହାରାଷ୍ଟ୍ରରେ NDA ସରକାର ଗଢ଼ିବ! ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଆଜି ଘୋଷଣା ହେବ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଆଜି ଚାଲିଛି ଭୋଗ ଗଣତି । ବର୍ତ୍ତମାନ ସୁଦ୍ଧା ଫାଇନାଲ ଫଳାଫଳ ଘୋଷଣା ହୋଇନଥିଲେ ହେଁ ରାଜ୍ୟରେ ଏଥର ସରକାର କିଏ ଗଢ଼ିବ ତାହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।…

(Video) ମାତୃତ୍ୱର ସଂଜ୍ଞା ବୁଝାଇଲା ଗୃହପାଳିତ ପଶୁ: ବାଛୁରୀର ଭୋକ ସହି ନପାରି ତାକୁ କ୍ଷୀର ପିଆଇଲା ମାଆ କୁକୁର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟିରେ ମା’ର ସ୍ଥାନ ସବୁଠାର ଉଚ୍ଚରେ, ତାହା ପୁଣି ଥରେ ପ୍ରମାଣିତ ହୋଇଛି । ସାଧାରଣ ଭାବେ ମଣିଷ ସମେତ ବିଭିନ୍ନ ପଶୁ, ପକ୍ଷୀମାନେ ନିଜ ନିଜ ଛୁଆଙ୍କୁ କ୍ଷୀର ପାନ…