fbpx
Browsing Category

Featured

ବ୍ଲଡ ସାମ୍ପୂଲରୁ ଚିହ୍ନଟ ହେବ କ୍ୟାନସର ସେଲ୍: ବୈଜ୍ଞାନିକମାନେ ଉଦ୍ଭାବନ କଲେ ଏକ ନୂଆ ଡିଭାଇସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ସାରା ବିଶ୍ୱବାସୀଙ୍କ ପାଇଁ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କୁ କ୍ୟାନସର ସଂକ୍ରମିତ…

କମିବ ବିଦ୍ୟୁତ ଖର୍ଚ୍ଚ: ଏଣିକି ସୌରଶକ୍ତିରେ ଚାଲିବ ଓଡ଼ିଶାର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଏଣିକି ବିଦ୍ୟୁତ ବ୍ୟବହାର ଉପରେ ନୁହେଁ ସୌର ଶକ୍ତି ମୁହାଂହେବ ଓଡିଶା।ଏହା ସହିତ ସୌର ଶକ୍ତିରେ ପରିଚାଳିତ ହେବ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ। ବିଜୁଳି ବାବଦକୁ ବିଶ୍ବବିଦ୍ୟାଳୟଗୁଡ଼ିକର ଖର୍ଚ୍ଚ…

ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ: ହାଇଦ୍ରାବାଦର ଘରୋଇ ମେଡିକାଲରେ ତ୍ୟାଗ କଲେ ଶେଷ ନିଶ୍ବାସ

ଭୁବନେଶ୍ବର: ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ୪୭ ବର୍ଷ ବୟସରେ ହାଇଦ୍ରାବାଦର ଘରୋଇ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଅଭିନେତା ପିଣ୍ଟୁ ନନ୍ଦ ଏବେ…

ଓଡ଼ିଶା ସରକାରଙ୍କ ବଡ ପଦକ୍ଷେପ: DL ପାଇଁ ଡ୍ରାଇଭିଂ ଦକ୍ଷତାର ବିଚାର କରିବ ‘ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ'(ADTS)

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ (ADTS) ପ୍ରବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ, ଜଣେ ଆବେଦନକାରୀଙ୍କୁ DL ପାଇବା ପାଇଁ ମୋଟର ଯାନ ଇନ୍ସପେକ୍ଟରଙ୍କ…

ଶନି ଦେବଙ୍କ କୋପ ଦୃଷ୍ଟି କେବେବି ଏହି ରାଶି ଉପରେ ପଡ଼େ ନାହିଁ, ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ

ଜ୍ୟୋତିଷ ଶାସ୍ତ୍ରରେ ଶନି ଜୀବନର ସମସ୍ତ ସଂଘର୍ଷ, ବିବାଦ, କୋର୍ଟ-କୋର୍ଟ, ଦୀର୍ଘ ଅସୁସ୍ଥତା ଏବଂ ବୟସ ପାଇଁ ବିବେଚନା କରାଯାଏ। ଯାହାର ରାଶିରେ ଶନି ଦେବ ଏକ ଖରାପ ସ୍ଥିତିରେ ଅଛନ୍ତି, ତାଙ୍କ ଜୀବନରେ ସମସ୍ୟା ବଢିଥାଏ।…

ହିଣ୍ଡେନ୍‌ବର୍ଗ ଝଡ଼ରୁ ବାହାରକୁ ଆସିଲେ ଗୌତମ ଆଦାନୀ: ଗୋଟିଏ ଦିନରେ ରୋଜଗାର କଲେ ୩,୩୦,୩୨,୩୨,୦୦,୦୦୦ ଟଙ୍କା

ନୁଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତୀୟ ଷ୍ଟକ ବଜାରରେ ଆଦାନୀ ଗ୍ରୁପ୍‌ର ସେୟାରରେ କ୍ରମାଗତ ହ୍ରାସ ପରେ ମଙ୍ଗଳବାର ଦିନ ପୁଣି ଉପରକୁ ଉଠିବା ଆରମ୍ଭ କରିଛି। ଆଜି ବୁଧବାର ଦିନ ଆଦାନୀ ଗ୍ରୁପ୍‌ର ସେୟାରଗୁଡିକ ରାତି…

ଲଦାଖରେ ଅଜବ ଜନ୍ତୁକୁ ନେଇ ଚର୍ଚ୍ଚା: ଆପଣ କେବେ ଦେଖିଛନ୍ତି କି ଏମିତି ଜୀବ?

ନୂଆଦିଲ୍ଲୀ: ଦେଶର ବିଭିନ୍ନ କୋଣ ଅନୁକୋଣରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି, ଯେଉଁମାନେ ସମୟ ସମୟରେ ଦେଖା ଦେଇଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦେଖିବା ପାଇଁ କୌତୁହଳ ସୃଷ୍ଟି ହୋଇଯାଏ । ସୋସିଆଲ ମିଡିଆରେ…

ଫେବୃଆରୀରେ ୧୨% ବୃଦ୍ଧି ସହ ୧. ୪୯ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ଫେବୃଆରୀ ୨୦୨୩ ରେ, ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରେ ବଡ଼ ବୃଦ୍ଧି ହୋଇଛି। ଫେବୃଆରୀରେ ଜିଏସଟି ରାଜସ୍ୱ ସଂଗ୍ରହ ବାର୍ଷିକ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇ ୧,୪୯,୫୭୭ କୋଟିରେ ପହଞ୍ଚିଛି। ଏହା ସହିତ…

ହୋଲିକା ଦହନ ରାତିରେ କରନ୍ତୁ ଏହି ସବୁ କାମ ମିଳିବ ପିତୃପୁରୁଷଙ୍କ ଆଶୀର୍ବାଦ, ଗ୍ରହ ସମସ୍ୟା ହେବ ଦୂର

ନୂଆଦିଲ୍ଲୀ: ଧାର୍ମିକ ବିଶ୍ୱାସ ଅନୁଯାୟୀ, ହୋଲିକା ଦହନର ପର୍ବର ବହୁତ ମାନ୍ୟତା ରହିଛି। ଯାହାକୁ ଫାଲଗୁନ ପୂର୍ଣ୍ଣିମା ଦିନ ପାଳନ କରାଯାଏ। କୁହାଯାଏ ଏହି ଦହନରେ ମନରେ ଥିବା ସମସ୍ତ କୁ କଥା କୁ ଆହୁତି ଦେଇଦେବ ଆବଶ୍ୟକ…

ରାନୁମଣ୍ଡଳ ପରେ ଭୂବନଙ୍କ ପାଳି ! ଅଜାଣତରେ ଦେଇଦେଲେ କପି ରାଇଟ୍ , ଏବେ ରୋଜଗାର ବନ୍ଦ

ନୂଆଦିଲ୍ଲୀ : ଗୀତ ଗାଉଛନ୍ତି, ରାତିରାତିରେ ଫେମସ୍ ବି ହେଉଛନ୍ତି । ହେଲେ ବେଶି ଦିନ ତିଷ୍ଟି ରହି ପାରୁନାହାଁନ୍ତି । କିଛି ଦିନର ନେମ୍ ଫେମ୍ ପରେ ସେମାନେ ପୁଣି ନିଜ ସ୍ଥିତିକୁ ଫେରୁଆସୁଛନ୍ତି । ପ୍ରଥମେ ରାନୁ ମଣ୍ଡଳ…