Browsing Category

Featured

ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗ ହୁଏ ଏହି ପଖାଳ: ମହାପ୍ରଭୁଙ୍କ ପ୍ରିୟ ଅରୁଆ ପଖାଳ

ଭୁବନେଶ୍ୱର: ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ବୁଝାଏ । ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ । ଜଗତର ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି ।…

ବିପଦ ପୂର୍ବରୁ ସରକାର କରିବେ ସତର୍କ, ସବୁ ନାଗରିକଙ୍କ ଫୋନରେ ବାଜିବ ସାଇରନ, ଆସନ୍ତା ମାସରେ ହେବ ପରୀକ୍ଷଣ

ଲଣ୍ଡନ: ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ୱ ଭୟଭୀତ ଅବସ୍ଥାରେ ଗତି କରୁଛନ୍ତି। ଏହି ପର୍ଯ୍ୟାୟରେ, ବ୍ରିଟିଶ ସରକାର ରବିବାର ଘୋଷଣା କରିଛନ୍ତି ଯେ, ଏହା ଆସନ୍ତା ମାସରୁ ପାଣିପାଗ ଘଟଣା ପାଇଁ ପବ୍ଲିକ୍ ୱାର୍ଣ୍ଣିଂ…

ରାଶିଫଳ(ସୋମବାର,୨୦ ମାର୍ଚ୍ଚ,୨୦୨୩)

ମେଷ - ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ,…

ଖାଲି କ୍ଷୀର ୩ଦିନ ପର୍ଯ୍ୟନ୍ତ ପିଇଲେ କଣ ହେବ? ଡାକ୍ତର କହୁଛନ୍ତି ବଦଳିଯିବ ପୁରା ସିଷ୍ଟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଇଣ୍ଟରନେଟ ଯୁଗରେ ଆଜିକାଲି ସୋସିଆଲ ମିଡିଆରେ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରକାର ତଥ୍ୟ ସାମ୍ନାକୁ ଆସୁଛି । ସେଥିମଧ୍ୟରୁ ଗୋଟିଏ ବିଷୟ ହେଉଛି ଯଦି ଆପଣ ୩ରୁ ୪ ପର୍ଯ୍ୟନ୍ତ ଲଗାତାର କ୍ଷୀର ପିଇବେ ତେବେ…

ବ୍ରିଟେନରେ ଖଲିସ୍ତାନୀମାନେ ତ୍ରିରଙ୍ଗାର କଲେ ଅପମାନ, ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଅସନ୍ତୋଷ ବ୍ୟକ୍ତ କଲା ଭାରତ

ନୂଆଦିଲ୍ଲୀ: ବ୍ରିଟେନର ରାଜଧାନୀ ଲଣ୍ଡନରେ ରବିବାର ଦିନ ଖଲିସ୍ତାନ ସମର୍ଥକମାନେ ଭାରତୀୟ ଉଚ୍ଚ ଆୟୋଗରେ ଥିବା ତ୍ରିରଙ୍ଗାକୁ ବାହାର କରି ଖାଲିସ୍ତାନ ପତାକା ଉଡାଇଛନ୍ତି। ପଞ୍ଜାବରେ ଅମୃତପାଲ ସିଂଙ୍କୁ ଗିରଫ କରିବା ପାଇଁ…

ସ୍ୱିଜରଲ୍ୟାଣ୍ଡର UBS ବ୍ୟାଙ୍କ କ୍ରେଡିଟ୍ ସୁଇସ୍ କିଣିବାକୁ ରାଜି, ୩.୨୩ ବିଲିୟନ ଡଲାରରେ ହେଲା ଡିଲ୍

ନୂଆଦିଲ୍ଲୀ: ୟୁରୋପର ସର୍ବ ପୁରାତନ ବ୍ୟାଙ୍କ ମଧ୍ୟରୁ କ୍ରେଡିଟ୍ ସୁଇସ୍‌ ଅନ୍ୟତମ। ବ୍ୟାଙ୍କିଂ ସଂକଟ ସମ୍ମୁଖରେ ୧୬୫ ବର୍ଷରୁ ସ୍ୱିସ୍ ବ୍ୟାଙ୍କ ଇତିହାସ ଏବେ ହାଲ୍‌କା ପଡ଼ିଥିବା ଜଣାପଡ଼ିଛି । ବର୍ତ୍ତମାନ ସର୍ତ୍ତ ହେଉଛି…

କଙ୍ଗୋରେ ଉଗ୍ରବାଦୀଙ୍କ ତାଣ୍ଡବ, ନେଲେ ୨୨ ଲୋକଙ୍କ ଜୀବନ

କିଂଶାସା: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପୂର୍ବ ଇଟୁରୀ ଏବଂ ଉତ୍ତର କିଭୁ ପ୍ରଦେଶରେ ହୋଇଥିବା ଆକ୍ରମଣରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଅତି କମରେ ୨୨ ଜଣଙ୍କୁ ହତ୍ୟା କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ…

ଆଜି ପଖାଳ ଦିବସ: ବିଶ୍ୱ ଦରବାରରେ ଓଡ଼ିଆର ପରିଚୟ, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଲାଗି ହୁଏ ଅନେକ କିସମର ପଖାଳ

ଭୁବନେଶ୍ୱର: କଥାରେ ଅଛି ନଇକେ ବାଙ୍କ୍ ଦେଶକେ ଫାଙ୍କ୍ । ବିଶାଳ ଭାରତ ବର୍ଷରେ ଭାଷାରେ ଯେପରି ଭିନ୍ନତା ରହିଛି ଖାଦ୍ୟରେ ମଧ୍ୟ ବିବିଧତା ଭରି ରହିଛି । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି…

ପଶ୍ଚିମା-ଝଡ ପ୍ରଭାବ: ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସହ ପବନ, ବ୍ୟାପକ ଜମିରେ ଧାନ, ପନିପରିବା ଫସଲ ନଷ୍ଟ

ଭୁବନେଶ୍ୱର,୧୯ା୩(ଭାସ୍କର ନ୍ୟୁଜ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସହ ପବନ ଲାଗି ରହିଛି । ଏଥିରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶନିବାର ସନ୍ଧ୍ୟାରେ ଝଡ଼ତୋଫାନ ସହ ବର୍ଷା ଓ…

୪ବର୍ଷର ଶିଶୁ ସହ ଗଣ ଦୁଷ୍କର୍ମ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅକୁ ଦେଖିଲା ମାଆ, ଅଭିଯୁକ୍ତ ଗିରଫ

ବରେଲୀ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ଏକ ଚାରି ବର୍ଷର ନା ବାଳିକାକୁ ଜଣେ ବ୍ୟକ୍ତି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ, ଏହି ଘଟଣା ବରେଲିର ଏକ ଗାଁରୁ ଆସିଛି। ଅଭିଯୁକ୍ତଙ୍କୁ ପୋଲିସ ଗିରଫ…