Browsing Category
Featured
ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲା NDA
ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର ।…
୮ ବର୍ଷର ନାବାଳିକା ସହ ଦୁଷ୍କର୍ମ, ଶରୀରକୁ ଦାନ୍ତରେ କାମୁଡ଼ି ପକାଇଲା… ଅଭିଯୁକ୍ତ ଏଚଆଇଭି ପିଜିଟିଭ
ସୀମା ଟପିଲା ଯୌନ ପିପାସୁର ଲୋଲୁପ ଦୃଷ୍ଟି । ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ କଲା ଅଭିଯୁକ୍ତ । ଖାଲି ସେତିକି ନୁହେଁ ଶରୀରକୁ ଦାନ୍ତରେ କାମୁଡ଼ି କାମୁଡ଼ି କ୍ଷତାକ୍ତ ମଧ୍ୟ କରିଦେଇଥିଲା ଅଭିଯୁକ୍ତ । ଡାକ୍ତରୀ ପରୀକ୍ଷା…
୩ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ସହାୟତା: ମାଓବାଦୀଙ୍କ ସହ ଗୁଳିବିନିମୟରେ ହୋଇଥିଲେ ସହିଦ
ନୂଆପଡ଼ା: ମଙ୍ଗଳବାର ବୋଡେନ ଥାନା ପାଟଧରା ଜଙ୍ଗଲରେ ମାଓ ହମଲାରେ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରତି ସହିଦଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ସହାୟତା ।…
ଲଞ୍ଚ ହେଲା ନୂଆ ପ୍ଲାନ୍: ମାତ୍ର ୧୯ ଟଙ୍କାରେ ମାସ ସାରା ଆକ୍ଟିଭ୍ ରହିବ ଆପଣଙ୍କ ସିମ୍
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଡୁଆଲ୍ ସିମ୍ କାର୍ଡ ବ୍ୟବହାର କରୁଛନ୍ତି । ତେବେ ଗ୍ରାହକମାନେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଉଥିବା ବେଳେ ଅନ୍ୟ ସିମକୁ ପ୍ରାୟ ସମୟରେ ବ୍ୟବହାର କରିନଥାନ୍ତି । ତେଣୁ ଅନେକ ସମୟରେ…
ପୋଲିସ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ, ଭାଇରାଲ ହେଲା ଭିଡିଓ…
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥାଏ । ଅନେକ ସମୟରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥାନ୍ତି ବିରୋଧୀ ରାଜନୀତିକ ଦଳ । ଏହି ସମୟରେ ହିଂସା ମଧ୍ୟ ଦେଖିବାକୁ ମିଳେ…
ଭେଙ୍କୟା ନାଇଡ଼ୁ ହେବେ NDAର ରାଷ୍ଟ୍ରପତି ପ୍ରାର୍ଥୀ!
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଏହା ମଧ୍ୟରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିଂହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଏବେ…
ରୋମରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରୋମର ପିଆଜା ସ୍ଥିତ ଗାନ୍ଧି ସ୍ମାରକୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
ମାଓବାଦୀ ଗୁଳିବିନିମୟରେ ୩ ଯବାନ ସହିଦ
ନୂଆପଡ଼ା: ବୋଡେନ ଥାନା ପାଟଧରା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟରେ ୩ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ।
ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ।…
ମଳଦ୍ୱାରରେ କରିହେବ ଶ୍ୱାସକ୍ରିୟା! ମଣିଷକୁ ନେଇ ବୈଜ୍ଞାନିକମାନେ ଖୁବଶୀଘ୍ର କରିବେ ପରୀକ୍ଷା
ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷ ନାକ ମାଧ୍ୟମରେ ଶ୍ୱାସକ୍ରିୟା କରିଥାଏ । କୌଣସି ଅସୁବିଧା ସମୟରେ ମଣିଷ ମୁହଁ ଦ୍ୱାରା ଶ୍ୱାସକ୍ରିୟା କରିଥାଏ, ମାତ୍ର ମଳଦ୍ୱାରା ଦ୍ୱାରା କେବେ କରି ନଥାଏ । ତେବେ ଏନେଇ ବୈଜ୍ଞାନିକମାନେ…
ସହଜରେ ବ୍ରେକଅପ୍ କରିନିଅନ୍ତି ଏହି ରାଶିର ବ୍ୟକ୍ତିି! ପାର୍ଟନର ବଦଳାଇବା ନୁହେଁ କଷ୍ଟ କାମ
ପ୍ରେମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ । ଯେଉଁ ଲୋକଙ୍କୁ ନିଜ ଲଭ ପାର୍ଟନର ମିଳିଯାନ୍ତି ସେମାନେ ଭାଗ୍ୟବାନ୍ । ଅବଶ୍ୟ ଲଭ୍ ପାର୍ଟନର କିମ୍ବା ପ୍ରକୃତ ଭଲ ପାଇବା ମିଳିବା ମଧ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେହିଭଳି…