Browsing Category

Featured

ଏହି କମ୍ପାନୀର କର୍ମଚାରୀଙ୍କୁ ମିଳିବ ଏକ ବର୍ଷର ଛୁଟି, ଦରମା ବି ମିଳିବ ପୂରା

ନୂଆଦିଲ୍ଲୀ: ଅନେକ ସମୟରେ ଅଫିସରୁ ଛୁଟି ମିଳିବା କଷ୍ଟକର ହୋଇପଡ଼ିଥାଏ । କେବଳ କିଛି ପରିସ୍ଥିତିକୁ ଛାଡ଼ିଦେଲେ ହୁଏତ ଛୁଟି କଥା ଭାବିବା ବି ମୁସ୍କିଲ ହୋଇପଡ଼ିଥାଏ କର୍ମଚାରୀଙ୍କ ପାଇଁ । କାରଣ ଛୁଟି ନେଲେ ଏଥିପାଇଁ ଦରମା…

ଆସନ୍ତାକାଲି ପୁଣି ଥରେ EDରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମାମଲାରେ ଆସନ୍ତାକାଲି ରାହୁଲଙ୍କୁ ପଚରାଉଚରା କରିବ ଇଡି । ଏହାପୂର୍ବରୁ…

ପୂର୍ବରୁ ଥିଲେ ୬ଟି ସନ୍ତାନ, ଏବେ ପୁଣି ୧୩ ଜଣଙ୍କୁ ଜନ୍ମଦେବେ ମହିଳା: ପରିବାର କେମିତି ଚଳିବ, ସ୍ୱାମୀ ଚିନ୍ତାରେ

ନୂଆଦିଲ୍ଲୀ: ସାଧାରଣ ଭାବେ ଜଣେ ମହିଳା ଗୋଟିଏ ବା ଦୁଇଟି ଛୁଆକୁ ଏକସଙ୍ଗେ ଜନ୍ମ ନେବାର ଆପଣମାନେ ଶୁଣିଥିବେ । ଏହି ସଂଖ୍ୟାଠାରୁ ଅଧିକ ସଂଖ୍ୟକ ଶିଶୁଙ୍କୁ ଜନ୍ମଦେଲେ ଉକ୍ତ ମହିଳାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥାଏ ।…

ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ନାଁରେ ଦାଏର କଲେ ଅଦାଲତ ଅବମାନନା ମାମଲା

ଅନୁଭବ-ବର୍ଷା ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରଧୀନ ରହିଛି । ଏହାରି ମଧ୍ୟରେ ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅନୁଭବଙ୍କ ନାଁରେ ଅଦାଲତା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ପ୍ରାଣ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ପ୍ରାଣ । ବଲାଙ୍ଗିର ଟିଟିଲାଗଡ ରାଜରାସ୍ତା ବହଲି ଛକ ଠାରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୂଯାୟୀ, ବଲାଙ୍ଗିର ପଟୁ ଦ୍ରୁତ ଗତିରେ ଯାଉଥିବା…

ମୋବାଇଲ ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ମାରିଲେ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକରେ କରୁଥିଲେ ଅପହରଣ

ମୋବାଇଲ ଚୋର ସନ୍ଦେହରେ ଯୁବକକୁ ମାଡ ମାରିଲେ । ଖାଲି ମାଡ଼ ମାରିଲେନି ତ’ ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ପଳାଇଯାଉଥିଲେ । ହେଲେ ଘଟଣା ବିଷୟରେ ଖବର ପାଇଁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣା ଘଟିଛି ପାରଦୀପ…

ଅଗ୍ନିପଥ ସ୍କିମ୍: ଆସନ୍ତାକାଲି ତିନି ସେନାମୁଖ୍ୟଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବର୍ତ୍ତମାନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ଯୋଜନାକୁ ହଟାଯିବ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସର୍ଜରୀ ଯୋଗୁଁ ବିଗିଡ଼ିଗଲା ଅଭିନେତ୍ରୀଙ୍କ ଚେହେରା: କହିଲେ ଘରୁ ବାହାରିବା ହୋଇପଡ଼ିଛି ମୁସ୍କିଲ

ଜଣେ ଫିଲ୍ମ ଷ୍ଟାରଙ୍କ ପାଇଁ ତାଙ୍କ ଚେହେରା ହିଁ ସବୁକିଛି ହୋଇଥାଏ । ଖାସ୍ କରି ଅଭିନେତ୍ରୀ ମାନେ ନିଜ ଗ୍ଲାମର ଏବଂ ଚେହେରାର ସୁନ୍ଦରତା ଦ୍ୱାରା ଦର୍ଶକଙ୍କୁ ଆକର୍ଷିତ ହୋଇଥାନ୍ତି । କିନ୍ତୁ ଯଦି ଏହି ଚେହେରାକୁ କିଛି…

RTI ପରିସରକୁ ଆସିବ ଭିଜିଲାନ୍ସ, ୨୮ ଦିନ ମଧ୍ୟରେ ପ୍ରକାଶ ପାଇବ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୂଚନା ଅଧିକାର ଆଇନ (ଆରଟିଆଇ)କୁ ନେଇ ଏକ ବଡ଼ ଖବର ଆସିଛି । ଏଣିକି ଆରଟିଆଇ ପରିସରକୁ ଭିଜିଲାନ୍ସ ବିଭାଗ ଆସିବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା…

କବରରୁ କଢ଼ାଯିବ ପାକିସ୍ତାନ ଆଙ୍କର ଆମିର ଲିୟାକତଙ୍କ ଶବ, କୋର୍ଟ ଦେଲେ ଆଦେଶ

ପାକିସ୍ତାନୀ ଆଙ୍କର ତଥା ପୂର୍ବ ସାଂସଦ ଆମିର ଲିୟାକତଙ୍କ ମୃତ୍ୟୁ ରହସ୍ୟ ଘନେଇବାରେ ଲାଗିଛି । ତାଙ୍କ ମୃତ୍ୟୁ ଅନେକ କଥା କୁହାଯାଉଛି । ଏହାରି ମଧ୍ୟରେ ପାକିସ୍ତାନର ଏକ କୋର୍ଟ ଆଦେଶ ଦେଇଛନ୍ତି ଯେ ଲିୟାକତଙ୍କ ଶବକୁ…