Browsing Category

Featured

ରାଷ୍ଟ୍ରପତି ନିର୍ବାଚନ: ଶରଦ ପାୱାରଙ୍କ ପରେ କାହାକୁ ପ୍ରାର୍ଥୀ କରିବେ ଦିଦି?

ନୂଆଦିଲ୍ଲୀ: ଆଉ ପ୍ରାୟ ଏକମାସ ପରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ବିରୋଧୀଦଳ ପ୍ରାର୍ଥୀ ଦେବା ପାଇଁ ଜୋରସୋରରେ କସରତ ଆରମ୍ଭ କରିଦେଇଛନ୍ତି । ଏହି ରେସରେ ବହୁ…

ସିଲିଣ୍ଡର ପରେ ମହଙ୍ଗା ହେଲା ଗ୍ୟାସ୍ କନେକ୍ସନ, ଜାଣନ୍ତୁ କେତେ ଦେବାକୁ ପଡିବ ଦାମ୍

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ଜୀବନରୁ ଦମଦାମ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଉପଭୋକ୍ତା । ତେବେ ଏହି ଧାଡିରେ ଏବେ ସାମିଲ ହୋଇଯାଇଛି ଗ୍ୟାସ୍…

ବିହାରରେ ସେନାର ଅଗ୍ନିପଥ ଯୋଜନାର ବିରୋଧ, ଟ୍ରେନ ଉପରେ ପଥରମାଡ, ଜାତୀୟ ରାଜପଥ ଅବରୋଧ

ମୁଜଫରପୁର: ସେନାରେ ଚାରି ବର୍ଷିଆ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାର ବିରୋଧ ଆରମ୍ଭ ହୋଇ ଯାଇଛି। ଏହି ବିରୋଧ ବିହାରରୁ  ଆରମ୍ଭ ହୋଇଛି। ରାଜ୍ୟର ବକ୍ସରରେ ଯୁବକମାନେ ଟ୍ରେନ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ: ଆଜିଠୁ ନାମାଙ୍କନ

ନୂଆଦିଲ୍ଲୀ: ଜୁଲାଇ ୧୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ବିଧାନସଭା ନୋଟିସ୍ ବୋର୍ଡରେ ଲାଗିଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ…

ସ୍ନାନ ପୂର୍ଣ୍ଣିମାରେ ଅଘଟଣ: ନରେନ୍ଦ୍ର ପୋଖରୀରେ ବୁଡି ଜଣେ ଯୁବକ ମୃତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନୀଳାଚଳ ଧାମ । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ହଜାର ହଜାର…

ବୋରୱେଲରୁ ଉଦ୍ଧାର ପରେ ବିଗିଡିଲା ରାହୁଲର ସ୍ୱାସ୍ଥ୍ୟବସ୍ଥା: ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଦୀର୍ଘ ସମୟରେ ଚେଷ୍ଟା ପରେ ସଫଳ ହୋଇଛି ଅପରେସନ ରାହୁଲ । ବୋରୱେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛି ଇଣ୍ଡିଆନ ଆର୍ମି । ତେବେ ଉଦ୍ଧାର ପରେ ରାହୁଲକୁ ଚିକିତ୍ସା ପାଇଁ ମେଡିକାଲରେ…

ଭାରତ ପ୍ରସ୍ତୁତ କରୁଛି ନୂଆ ସୁପରସୋନିକ ଡ୍ରୋନ: ମିସାଇଲ ଭଳି ରହିଛି ସ୍ୱେଶାଲ ଫିଚର

ନୂଆଦିଲ୍ଲୀ: ଭାରତୀୟ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ପ୍ରସ୍ତୁତ କରୁଛି ମିସାଇଲ ଭଳି ଏକ ନୂଆ ସୁପରସୋନିକ ଡ୍ରୋନ । ଏହାର ଅନେକ ସ୍ପେଶାଲ କ୍ୱାଲିଟି ଅନ୍ୟ ଡ୍ରୋନ ତୁଳନାରେ ଏହାକୁ ଭିନ୍ନ ବନାଇଛି ।…

ଆସନ୍ତା ଏକ ବର୍ଷ ମଧ୍ୟରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ରେଲୱେ: ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । କାରଣ ଆସନ୍ତା ଏକ ବର୍ଷ ଭିତରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ଭାରତୀୟ ରେଳବାଇ । ଗତ ୮ ବର୍ଷରେ ବାର୍ଷିକ ୪୩,୬୭୮ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା…

ପୁଣି ବଡମ୍ବା ରେଞ୍ଜରେ ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠି ଚାଲିଛି । ବିଭିନ୍ନ ସ୍ଥାନରେ ହାତୀ ଅସୁରକ୍ଷିତ ହୋଇ ରହିଥିବା ଦେଖିବାକୁ ମିଳୁଛି । ନରସିଂହପୁର ଜଙ୍ଗଲରେ ହାତୀକୁ ଗୁଳିବଦ୍ଧ ହାତୀର ମୃତ୍ୟୁ…

ତୃତୀୟ ଥର ପାଇଁ EDରେ ହାଜର ହେବେ ରାହୁଲ ଗାନ୍ଧୀ: ଜାଣନ୍ତୁ ଜେରା ସମ୍ବନ୍ଧିତ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡେ ମାମଲାରେ ତୃତୀୟ ଥର ପାଇଁ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜେରା କରିବ ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି) । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଅର୍ଥାତ୍ ଗତକାଲି…