Browsing Category

Featured

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

କମିଲା ସୁନା ଓ ରୁପା ଦର: ଜାଣନ୍ତୁ କେତେ ରହିଛି ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ଭାରତରେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧ ହଜାର…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ମିଥାଲି ରାଜ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ମିଥାଲି ରାଜ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ଏନେଇ ମିଥାଲି ଘୋଷଣା କରିଛନ୍ତି । ଏହା ସହିତ…

ଏବେ ପରସ୍ପରର ସାମରିକ ପ୍ରତିଷ୍ଠାନ ବ୍ୟବହାର କରି ପାରିବେ ଭାରତ ଏବଂ ଭିଏତନାମ

ନୂଆଦିଲ୍ଲୀ: ଭାରତ ଏବଂ ଭିଏତନାମ ଦୁଇ ଦେଶର ସେନା ପରସ୍ପରର ସାମରିକ ପ୍ରତିଷ୍ଠାନ ବ୍ୟବହାର କରି ପାରିବେ। ଏ ନେଇ ଦୁଇ ଦେଶ ରାଜିନାମା ସ୍ଵାକ୍ଷର କରିଛନ୍ତି। ଏହା ଅନୁଯାୟୀ, ୨୦୨୦ ଜୁନ ୮ ପର‌୍ୟ୍ୟନ୍ତ ପ୍ରତିରକ୍ଷା…

ଫ୍ଲିପକାର୍ଟ ସହ ହାତ ମିଶାଇବ ଆଦାନୀ ଗ୍ରୁପ୍, ଜିଓ ମାର୍ଟ ଏବଂ ଆମାଜନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା

ମୁମ୍ବାଇ(ଓଡ଼ିଶା ଭାସ୍କର): ଅଦାନୀ ଗ୍ରୁପ୍ ଏବଂ ୱାଲମାର୍ଟ ଇନ୍ ର ଫ୍ଲିପକାର୍ଟ ୟୁନିଟ୍ ଗୋଦାମ ଘର ଏବଂ ଡାଟା ସେଣ୍ଟର ବ୍ୟତୀତ ନୂତନ ଡୋମେନରେ ସେମାନଙ୍କର ସହଭାଗିତାକୁ ବିସ୍ତାର କରିବାକୁ ଆଲୋଚନା କରୁଛନ୍ତି। ଏଥିରେ…

ରଙ୍ଗ୍ ରୁଟରେ ଆସୁଥିଲା ସ୍କୁଟି: ଟ୍ରାଫିକ୍ ଖୋଲିବାକୁ ଯାଇଥିବା ପୋଲିସକୁ ନିର୍ମମ ଭାବେ ପିଟିଲେ ଯୁବକ-ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ଓ ଯୁବତୀ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଅତି ନିର୍ମମ ଭାବେ ପିଟିଥିବା ଖବର ସାମ୍ନାକୁ ଆସିଛି । ଏହା ପରେ ଜୋରଦାର ମାରପିଟ୍ ହୋଇଥିଲା । ଦିଲ୍ଲୀ ପୋଲିସର ଟ୍ରାଫିକ୍…

ଆପର ‘ଭଙ୍ଗ’ ରାଜନୀତି, ୩ ମାସରେ ଭାଙ୍ଗିଛି ୫ ରାଜ୍ୟର ସଂଗଠନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି(ଆପ୍) ବଡ ପଦକ୍ଷେପ ଉଠାଇଛି। ବୁଧବାର ପାର୍ଟି ରାଜ୍ୟ ସଂଗଠନ ଏବଂ ସମସ୍ତ କମିଟି ଭଙ୍ଗ କରିଛି। ପ୍ରଥମ ଥର ଆପ୍ ନିର୍ବାଚନ ପୂର୍ବରୁ କମିଟି…

ଟିଆରଏସକୁ ତାରି ଘରେ ଚ୍ୟାଲେଞ୍ଜ କରିବ ବିଜେପି, ହାଇଦ୍ରାବାଦରେ ହେବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ତେଲଙ୍ଗାନାରେ ଶାସକ ରାଷ୍ଟ୍ର ସମିତି(ଟିଆରଏସ)ର ମୁକାବିଲା କରିବାକୁ ଅଣ୍ଟା ଭିଡିଛି। ପାର୍ଟି ଜୁଲାଇରେ ହାଇଦ୍ରାବାଦରେ ଆଗାମୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିବାକୁ…

IND vs SA: ଟି-୨୦ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲ୍ଲା ଭାରି, ଦେଖନ୍ତୁ ଦୁଇ ଦଳର ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଅନେକ…

ପୁଣି ମାଡୁଛି କରୋନା : ୨୪ଘଣ୍ଟାରେ ଚିହ୍ନଟ ହେଲା ୫୦୦୦ରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀକୁ ନେଇ ପୁଣିଥରେ ଚିନ୍ତା ବଢିଛି । ଦେଶରେ ଗତ ୨୪ଘଣ୍ଟାରେ ୫୨୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେହିପରି ଗତକାଲି ତୁଳନାରେ ଏହା ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହ…