fbpx
Browsing Category

Featured

ଯାତ୍ରୀଙ୍କ ପାଇଁ ବଡ଼ ଖବର: ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ଉଡ଼ାଣ କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା…

OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୮ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ…

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ପରଲୋକ

ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ପରିବାରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ବଲିଉଡ ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ କୌଶଲଙ୍କ ପରଲୋକ ହୋଇଛି । ୪୯ ବର୍ଷ…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୧୭, ପଜିଟିଭ୍ ୪୫ ହଜାର

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଆଜି ପୁଣି ଜମ୍ମୁରେ ଉଡ଼ିଲା ଅଜ୍ଞାତ ଡ୍ରୋନ୍, ହିନ୍ଦୁସ୍ତାନକୁ ଘେରିବାକୁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଜମ୍ମୁରେ ଡ୍ରୋନ୍ ଉଡ଼ିବା କିଛିଦିନ ଧରି ଏକ ସାମାନ୍ୟ ଘଟଣା ହୋଇଗଲାଣି । ଆଜି ସକାଳୁ ଜମ୍ମୁର କୁଞ୍ଜୱାନି ଏୟାର ଫୋର୍ସ ସିଗନାଲ ଉପରେ ଦୁଇଟି ଅଜ୍ଞାତ ଡ୍ରୋନ ଉଡ଼ୁଥିବାର ଦେଖାଯାଉଥିଲା । ଏହି ଘଟଣା ପରେ…

ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ସମ୍ବୋଧନ, କୋଭିଡ୍ ପରିଚାଳନା ନେଇ କରିବେ ନୂଆ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ସେ ଜୁଲାଇ ମାସର କୋଭିଡ୍ ପରିଚାଳନା ନେଇ ଘୋଷଣା କରିବେ । ଅପରାହ୍ନ ୨.୩୦ ମଧ୍ୟରେ…

ହତ୍ୟା ଧମକ ଦେଲା ଭୂତ, ଭୟରେ ଦୌଡ଼ି ଦୌଡ଼ି ଯାଇ ଥାନାରେ ମାମଲା ଦାୟର କଲା ଯୁବକ

ନୂଆଦିଲ୍ଲୀ: ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଏକ ଅଜବ ପ୍ରକାର ମାମଲା ଦେଖିବାକୁ ମିଳିଛି । ଦୁଇଟି ଭୂତ ଦ୍ୱାରା ହଇରାଣ ହେବା ପରେ ଜଣେ ଯୁବକ ଦୌଡ଼ି ଦୌଡ଼ି ଯାଇ ଥାନାରେ ପହଞ୍ଚିବା ସହ ଦୁହିଁଙ୍କ ନାମରେ ମାମଲା ଦାୟର…

ଆଜି ଆଂଶିକ ଲକଡାଉନର ଶେଷ ଦିନ, କରୋନା କଟକଣା ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଲକଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ସକାଳ ୬ଟାରେ ସରିବ ଲକଡାଉନର ଅବଧି । ତେଣୁ ଜୁଲାଇ ମାସରେ ଗାଇଡଲାଇନ କ’ଣ ରହିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆସନ୍ତାକାଲି…

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୩୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଆଜି ୩ ହଜାର ଉପରକୁ ବଢ଼ିଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ…

ଆଜି ପୁଣି ରାଜ୍ୟରେ ୪୮ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…