Browsing Category
Featured
ଅନିଲ ଦେଶମୁଖଙ୍କୁ ଇଡିର ସମନ, ବ୍ୟକ୍ତିଗତ ସଚିବ ଗିରଫ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)…
ହୁ’ର ଚେତାବନୀ; ଅତ୍ୟନ୍ତ ବିପଜ୍ଜନକ ହେଉଛି ଡେଲଟା ଭାରିଆଣ୍ଟ, ୮୫ ଦେଶରେ ରହିଛି ଏହାର ପ୍ରକୋପ
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କରୋନା ଭାଇରସ୍ ସମ୍ପର୍କରେ ବିଭିନ୍ନ ପ୍ରକାରର ମତ ଦିଆଯାଉଥିବା ବେଳେ ଏବେ ଭାରତର ଭାରିଆଣ୍ଟ ଡେଲଟା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ହୁ' ବୈଜ୍ଞାନିକ ମାନେ…
ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା କନିଫର୍ ଗଛ
ନୂଆଦିଲ୍ଲୀ: ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା ଏକ କନିଫର୍ ଗଛ । ଉତ୍ତର ଇଂଲଣ୍ଡ ସିଫଲ୍ଡ୍ ଅଞ୍ଚଳରେ ପଡ଼ୋଶୀ ଭାବେ ରହୁଥିବା ଦୁଇଟି ଭାରତୀୟ ବଂଶୋଦ୍ଭବ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଉ ସେହି…
ବନ୍ଧ୍ୟାତ୍ୱକୁ ଡାକି ଆଣିବ କରୋନା ଭ୍ୟାକ୍ସିନ୍: ପୁଣି ସନ୍ଦେହଘେରରେ ଟିକାକରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ତେବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ଆଖି ଆଗରେ ରଖି ଟିକାକରଣକୁ ବଢ଼ାଇ ଦିଆଯାଇଛି । ଦେଶରେ କୋଟି କୋଟି ଲୋକ ଏବେ…
ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ସନ୍ନି ଦେଓଲଙ୍କୁ ଚୋଟ ମାରିଲା ବିଷାକ୍ତ ସର୍ପ, ତେଣୁ ରାଗରେ ଜିଅନ୍ତା ଚୋବାଇଦେଲେ, ତା’ପରେ…
ନୂଆଦିଲ୍ଲୀ: ଛତିଶଗଡ଼ର ବନାଞ୍ଚଳ କ୍ଷେତ୍ର ରାଇଗଡ଼ରୁ ଏକ ଅଜବ ମାମଲା ସାମନାକୁ ଆସିଛି । ରାୟଗଡ଼ ଜିଲ୍ଲାର ଧରମଜୟଗଡ଼ ବନାଞ୍ଚଳ ଅଞ୍ଚଳରେ ଜଣେ ଯୁବକ ଏକ ବିଷାକ୍ତ ସର୍ପକୁ ଚୋବାଇ ଦେଇଛନ୍ତି । ଫଳରେ କମ ସମୟ ମଧ୍ୟରେ ଯୁବକଙ୍କ…
ଓଡ଼ିଶାରେ କଡ଼ ଲେଉଟାଇବ କି କରୋନା, ଡେଲଟା ପ୍ଲସ ଓ ୯ଟି ଜିଲ୍ଲାର ସଂକ୍ରମଣ ରାଜ୍ୟ ପାଇଁ ସାଜିବ କାଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗି ପାରିନଥିଲା । ତେବେ ଏଭଳି ସ୍ଥିତିରେ ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିଦେଇଥିଲେ ।…
ରାଜ୍ୟରେ ୪୭ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…
ଦୋଛକିରେ ରାଜ୍ୟରେ କରୋନାର ସ୍ଥିତି: ଆଜି ୩୫୫୪ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୨୪ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୨୪ ହଜାର ୯୭୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୧ ଲକ୍ଷ ୭୫…