fbpx
Browsing Category

Featured

ଆଉଥରେ ଉଡ଼ିବ ଦେଶର ପୁରୁଣା ଘରୋଇ ବିମାନ! ନିବେଶକ ମାଲାମାଲ

ନୂୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ିବ । ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(NCLT) ପକ୍ଷରୁ ମଙ୍ଗଳବାର ଜେଟ୍କୁ ପୁନର୍ବାର ବିମାନ ଉଡ଼ାଣର ଅନୁମତି ପ୍ରଦାନ କରାଯାଇଛି ।…

ଏଣିକି ଟିକା ନନେଲେ ଦୋକାନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଦୋକାନୀଙ୍କ ପାଇଁ ନୂଆ ନିୟମ ଆଣିଛିି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଣିକି ଟିକା ନନେଲେ ଦୋକାନ ବନ୍ଦ ହେବ ବୋଲି…

ଭାରତ ଫେରିଲେ ସିରମର ସିଇଓ ଅଦାର ପୁନାୱାଲା, ଦିଆଯିବ ୱାଇ ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ସିଇଓ ଅଦାର ପୁନାୱାଲା ଲଣ୍ଡନରୁୁ ଭାରତକୁ ଫେରିଆସିଛନ୍ତି । ଆଜି ତାଙ୍କର ବ୍ୟକ୍ତିଗତ ଜେଟ୍ ପୁଣେ ଏୟାରପୋର୍ଟ ଠାରେ ପହଞ୍ଚିଛି ।…

ମୋଦୀଙ୍କ ସହିତ ବୈଠକରେ ଯୋଗଦେବେ ମୁଫ୍ତି ଓ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସମସ୍ତ ରା୍ଜନୈତିକ ଦଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକକୁ ନେଇ ଦେଖା ଦେଇଥିବା ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ମଙ୍ଗଳବାର ଗୁପକାର ଚୁକ୍ତିନାମାରେ ସାମିଲ ଥିବା…

ଟିଆରପି ସ୍କାମ୍: ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ ପୁଲିସ୍

ମୁମ୍ବାଇ: ପୁଣି ବିବାଦ ଘେରରେ ଅର୍ଣ୍ଣବ୍ ଗୋସ୍ୱାମୀ । ମଙ୍ଗଳବାର ଦିନ ମୁମ୍ବାଇ ପୁଲିସ୍ ଟେଲିଭିଜନ୍ ରେଟିଂ ପଏଣ୍ଟସ୍(ଟିଆରପି) ଘୋଟାଲା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏବଂ ଏଥିରେ ରିପବ୍ଲିକ୍ ଟିଭି ଏଡିଟର୍…

‘ନିଇତି ଦେଉଥିଲେ ନିର୍ଯାତନା, ଶେଷରେ ହତ୍ୟା କରିଦେଲେ ଆମ ଝିଅକୁ’… ବିସ୍ମୟାଙ୍କ ପରିବାର ଆଣିଲେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ପୁଣି ସେଇ ଯୌତୁକ ଲୋଭୀଙ୍କ କଳଙ୍କିତ କଥା । ବହୁ ଚର୍ଚ୍ଚିତ ବିସ୍ମୟା ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ବିସ୍ମୟାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୁରୁତର ଅଭିଯୋଗ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଛ କହୁଛି ଉତ୍ତର କୋରିଆ! ଦେଶରେ ନାହିଁ ଗୋଟିଏ ବି କରୋନା କେସ୍

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଭୂତାଣୁ କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ବେଜିଂର ପଡୋଶୀ ଦେଶ ଉତ୍ତର କୋରିଆ କହିଛି ଯେ ଏପର୍ଯ୍ୟନ୍ତ ତାଙ୍କ…

ଲାପଟପ୍-ମୋବାଇଲର ଅଧିକ ସମୟ ବ୍ୟବହାର ଦ୍ୱାରା ହୋଇପାରନ୍ତି ଗମ୍ଭୀର ରୋଗର ଶିକାର: ଅଧ୍ୟୟନ

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱବ୍ୟାପୀ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ଦେଶର ସରକାର ଲକଡାଉନ୍ ଏବଂ ସଟଡାଉନ୍ ଲାଗୁ କରିଛନ୍ତି । ତେବେ ଲକଡାଉନ୍ କାରଣରୁ ଶିକ୍ଷା, ବ୍ୟବସାୟ ଭଳି ଅନେକ…

ଓଡ଼ିଶା ପୋଲିସରେ SI ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ , ୧୫ ଜୁଲାଇ ରହିଛି ଡେଡ଼ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ…

କନ୍ଧମାଳରୁ ବିପୁଳ ମାଓ ସାମଗ୍ରୀ ଜବତ: ପୋଲିସ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନ୍ଧମାଳ ଜିଲ୍ଲା କୁମ୍ଭହାରୁ ଗ୍ରାମ ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ମାଓଙ୍କ ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାର ଏସଓଜି ଓ ଡିଭିଏଫ ସୁରକ୍ଷା…