fbpx
Browsing Category

Featured

ଶବକୁ କାନ୍ଧଦେଇ ଚର୍ଚ୍ଚାରେ ଏସଡିପିଓ

ମାଲକାନଗିରି, ୧୧/୦୫: କରୋନା କାଳରେ ଦେଖିବାକୁ ମିଳୁଛି ଅନେକ କରୁଣ କାହାଣୀ କେଉଁଠି ଶ୍ମଶାନରେ ଧାଡି ହୋଇ ଶବ ପୋଡା ଯାଉଥିବାର ଦୃଶ୍ୟ, କେଉଁଠି କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବକୁ ପରିବାର ଲୋକ…

ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ୱର, ୧୧/୫: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏବେବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ସେପଟେ ଆଜି ତାଙ୍କ…

ଭୁବନେଶ୍ୱରରେ ଆଜି ୧୧୯୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ସରିଲା ସମୀକ୍ଷା: କରୋନାକୁ ନେଇ କ’ଣ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ପଜିଟିଭ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଦେଶର ୯ଟି ରାଜ୍ୟରେ ହ୍ରାସ ପାଉଛି କରୋନା, କିନ୍ତୁ ବଢୁଛି ଟେନସନ୍‌: ଜାଣନ୍ତୁ ଏହାକୁ ନେଇ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧ ।୫: ଦେଶରେ କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଜି କହିଛନ୍ତି ଯେ, ଦେଶର ଅନେକ ରାଜ୍ୟରେ ନୂଆ ସଂକ୍ରମଣ କମିବାରେ ଲାଗିଛି । ଅନ୍ୟପଟେ…

କରୋନାକୁ ହରାଇଲେ ୩ ଶିଶୁ

ବ୍ରହ୍ମପୁର, ୧୧/୫: ରାଜ୍ୟରେ ଜାରି ରହିଛି କରୋନାର ପ୍ରକୋପ  । କରୋନାର ଦ୍ୱିତୀୟ ଲହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାରି ଭିତରେ ଦେଖିବାକୁ…

କରୋନା ମୁକାବିଲା କରିବା କ୍ଷେତ୍ରରେ ହୁ ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ ଭାରତର ଅନ୍ୟତମ ହୋଇଥିବା ବେଳେ ଏଠାରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ…

ତେଲେଙ୍ଗାନାରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ୍

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ତେଲେଙ୍ଗାନାରେ କୋଭିଡ୍ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ତେଲେଙ୍ଗାନା ସରକାର ୧୦ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ମଙ୍ଗଳବାର ତେଲେଙ୍ଗାନା…

କରୋନା ସହାୟତା ରାଶିରେ ଫରାରୀ, ବେନ୍ଟଲୀ କିଣିଲେ ବ୍ୟବସାୟୀ!

ନୂଆ ଦିଲ୍ଲୀ, ୧୧/୦୫: କରୋନା ମହାମାରୀ ସମୟରେ ହୋଇଥିବା କ୍ଷତି ପାଇଁ ମିଳିଥିବା ସହାୟତା ରାଶିରେ ଦାମୀ କାର କିଣିଛନ୍ତି ଜଣେ ୩୮ ବର୍ଷୀୟ ଯୁବକ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର…

୧୬ଟି ଜିଲ୍ଲାରେ ଆରଟିପିସିଆର୍ ଲ୍ୟାବ୍ ପାଇଁ ଖର୍ଚ୍ଚ ହେବ ୨୦ କୋଟି

ଭୁବନେଶ୍ୱର, ୧୧/୦୫(ଓଡିଶା ଭାସ୍କର) : ରାଜ୍ୟର ୧୬ଟି ଜିଲ୍ଲା ସଦର ମହକୁମାରେ ହେବ ଆରଟିପିସିଆର୍ ଲ୍ୟାବ୍ । ଏହି ଲ୍ୟାବ୍ ଗୁଡିକର ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…